ଦିବ୍ୟଜୀବନ ସଂଘ ରାଉରକେଲା ଶାଖା ତରଫରୁ ଗୁରୁ ପୂର୍ଣ୍ଣିମା ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିଦାନନ୍ଦ ଆଶ୍ରମଠାରେ ଦିବ୍ୟଜୀବନ ସଂଘ ରାଉରକେଲା ଶାଖା ତରଫରୁ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାମୀ ବ୍ରହ୍ମସାକ୍ଷାତକାର ନନ୍ଦ ମହାରାଜ ମୁଖ୍ୟ ପ୍ରବଚକ ଭାବେ ଯୋଗଦେଇ କହିଥିଲେ ଯେ' ଗୁରୁ ପୂର୍ଣ୍ଣିମା!-->…
Read More...
Read More...