Monthly Archives

July 2022

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସତର୍କ ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସତର୍କ ବାର୍ତ୍ତା ପ୍ରଦାନ କରାଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ବିଦ୍ୟାଳୟରେ କୋଭିଡ୍ ନିୟମ ଅନୁପାଳନ କରନ୍ତୁ । ଶିକ୍ଷକ, କର୍ମଚାରୀ ଏବଂ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ବଲାଙ୍ଗିର ଜିଲ୍ଲାରେ ୭

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୦୦ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୮୨୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୯
Read More...

ସ୍ୱର୍ଗତ ସୂର୍ଯ୍ୟଭାନୁ ମିଶ୍ରଙ୍କ ସ୍ମୃତିରେ ମେଧା ସମ୍ବର୍ଦ୍ଧନା ଉତ୍ସବ ୨୦୨୨ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ରଘୁନାଥ ନୋଡାଲ ଉଚ୍ଚବିଦ୍ୟାଳୟ ବେନ୍ଦ୍ରାରେ ସ୍କୁଲ ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ସୂର୍ଯ୍ୟଭାନୁ ମିଶ୍ରଙ୍କ ସ୍ମୃତିରେ ଏକ ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ୱର୍ଗତ
Read More...

ଆଜିଠାରୁ ଆରମ୍ଭ ହେବ ୭୫ ଦିନିଆ-‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’

• ସରକାରୀ ଟିକାକରଣ କେନ୍ଦ୍ରରେ ସବୁ ଯୋଗ୍ୟ ବୟସ୍କ ନାଗରିକମାନଙ୍କୁ ମିଳିବ ମାଗଣା ବୁଷ୍ଟର ଡୋଜ୍‌ ଟିକା• ‘ଜନ ଅଭିଯାନ’ ଆକାରରେ ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’କୁ କାର୍ଯ୍ୟକାରୀ କରିବେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ; ମିଶନ ମୋଡ୍‌ରେ ବୃଦ୍ଧି କରାଯିବ କୋଭିଡ ଟିକାକରଣ ଶିବିର ସଂଖ୍ୟା•
Read More...

ଫୁଲବାଣୀରେ ଘର ଭୁଷୁଡି ମା’ ଓ ଝିଅ ମୃତ, ବାପ ପୁଅ ଗୁରୁତର

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ କଚା ଘର ଭୁଶୁଡ଼ି ଗୋଟଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଫୁଲବାଣୀ ମୁଖ୍ୟ
Read More...

ଛତ୍ରପୁର ସହରର ୧୪ ନମ୍ବର ୱାର୍ଡରେ ପାନୀୟଜଳ ସମସ୍ୟା ନେଇ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଭେଟିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୪ ନମ୍ବର ୱାର୍ଡର କପିଳି ହରିଜନ ସାହି, ଶାନ୍ତିନଗର, କାଳୀମନ୍ଦିର, ନିୟୁ-ପୋଲିସଲାଇନ, ବାସନାପଲ୍ଲୀ ରୋଡ଼ ମେଟ୍ଟା ଆଦି ଅଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି । ଏହି ସମସ୍ୟା ସମ୍ପର୍କରେ ବହୁବାର
Read More...

ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ

ପ୍ରତ୍ୟେକ ଭାରତୀୟ ବିଶେଷ ଭାବରେ ଗୁଜରାଟର ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୌରବ ଓ ଆନନ୍ଦର ବିଷୟ ଯେ ଭାରତର ପ୍ରଥମ ୟୁନେସ୍କୋ ବିଶ୍ଵ ଐତିହ୍ୟ ସହର, ଅହମ୍ମଦାବାଦକୁ ଏବେ ଟାଇମ ମାଗାଜିନ୍ ଦ୍ଵାରା ୨୦୨୨ ର ବିଶ୍ଵର ୫୦ ସର୍ବଶ୍ରେଷ୍ଠ ସ୍ଥାନ ତାଲିକାରେ ସାମିଲ୍ କରାଯାଇଛିପ୍ରଧାନମନ୍ତ୍ରୀ
Read More...

ସାର ଚଢା ଦର ଓ କଳାବଜାର ରୋକିବାକୁ କୃଷକ ସେନା ପକ୍ଷରୁ ଦାବୀପତ୍ର ପ୍ରଦାନ ପରେ କୃଷି ବିଭାଗରେ ତତ୍ପରତା ପ୍ରକାଶ ପାଇଛି

ପାଟଣାଗଡ଼, (ଗୋରେଖନାଥ ବରିହା) : ଯୋଗୀମୁଣ୍ଡା ଅଞ୍ଚଳରେ ସାରର ଚଢା ଦରରେ ବିକ୍ରି ଓ କଳାବଜାରୀ ରୋକିବାକୁ ଗତ ୧୧ ଜୁଲାଇ ଦିନ କୃଷକ ସେନା ପକ୍ଷରୁ ଏକ ଦାବୀପତ୍ର ପାଟଣାଗଡ଼ ଜିଲ୍ଲା କୃଷି ଅଧିକାରୀ ଗୁରେନ୍ଦ୍ର ନାଥ ସିଂଙ୍କୁ ପ୍ରଦାନ କରାଯାଇଥିଲା । ଆନ୍ଦୋଳନ ପରେ ଯୋଗୀମୁଣ୍ଡ ଅଞ୍ଚଳର
Read More...

ରାଷ୍ଟ୍ରପତି ନିର୍ବାଚନ-୨୦୨୨ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରକୋଷ୍ଠ ପରିଦର୍ଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ଅପରାହ୍ନରେ ବିଧାନସଭା ପରିଦର୍ଶନ କରିଛନ୍ତି । ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟର ସମୀକ୍ଷା ସହ ବିଧାନସଭା ଗୃହର ୫୪ ନଂ. ପ୍ରକୋଷ୍ଠରେ ହୋଇଥିବା ଭୋଟିଂ
Read More...

ବଡ଼ମାଲ ଗୋଳାବାରୁଦ କାରଖାନାର ସାଧାରଣ ବୈଠକ ଓ ନୂତନ କାର୍ଯ୍ୟକାରିଣୀ କମିଟି ଗଠିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା  ଗୋଳାବାରୁଦ କାରଖାନା ସ୍ଥିତ ୱାର୍କମେନ କ୍ଲବଠାରେ ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘ ସହ ଅନୁବନ୍ଧିତ ତଥା ଭାରତ ସରକାରଙ୍କ ରକ୍ଷା ମନ୍ତ୍ରଣାଳୟ ଦ୍ୱାରା ମାନ୍ୟତାପ୍ରାପ୍ତ ବଲାଙ୍ଗିର ଗୋଳାବାରୁଦ ୱାର୍କର୍ସ ୟୁନିଅନ ବଡମାଲର ବାର୍ଷିକ
Read More...