Monthly Archives

July 2022

୨୧ରୁ ୨୫ ଜୁଲାଇ ଭୁବନେଶ୍ଵରରେ ଆୟୋଜିତ ହେବ ଭାରତ ରଙ୍ଗ ମହୋତ୍ସବ

ଜୁଲାଇ ୧୬ରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ “ଆଜାଦୀ କା ଅମୃତ ମହୋତ୍ସବ- ୨୨ତମ ଭାରତ ରଙ୍ଗ ମହୋତ୍ସବ ଆୟୋଜନ କରିବ ଏନଏସଡିଭାରତର ବିଭିନ୍ନ ସହରରେ ମଞ୍ଚସ୍ଥ ହେବ ୩୦ଟି ନାଟକ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସ୍ୱାଧୀନତାର ୭୫ ବର୍ଷକୁ ଆଜାଦୀ କା ଅମୃତ
Read More...

ଭବାନୀପାଟଣାଠାରେ ବିଶ୍ଵ ଦକ୍ଷତା ବିକାଶ ଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : ଆଜି ସ୍ଥାନୀୟ ଭବାନୀପାଟଣା ସ୍ଥିତ ଦକ୍ଷତା ବିକାଶ ବିସ୍ତାର କେନ୍ଦ୍ରଠାରେ ଜିଲ୍ଲା ନିୟୋଜନ ସଂସ୍ଥା ଓ ଓରମାସ ଦ୍ଵାରା ଆୟୋଜିତ ବିଶ୍ୱ ଦକ୍ଷତା ଦିବସ ପାଳନ ଅବସରରେ ସକାଳ ୯.୩୦ ମି ସମୟରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ରୂପେ ଯୋଗ
Read More...

ବଲାଙ୍ଗିରର ମନ୍ଦିରଗୁଡିକ ସରକାରୀ ଅବହେଳାର ଶୀକାର ହୋଇଛି : ଦେବାଳୟ ସୁରକ୍ଷା କମିଟି

ମନ୍ଦିରକୁ ଅବହେଳାର ପ୍ରତିବାଦ କରାଯିବ । ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ପାଇଁ କେବଳ ରଙ୍ଗ ନୁହେଁ ନିର୍ମାଣ ପାଇଁ ଟଙ୍କା ଦିଅ : ଦେବାଳୟ ସୁରକ୍ଷା କମିଟି ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମନ୍ଦିର ଗୁଡିକ ସରକାରୀ ଅବହେଳାର ଶୀକାର ହୋଇଛି ବୋଲି ଦେବାଳୟ ସୁରକ୍ଷା
Read More...

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ତିଳଯୋଡି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ମିଳିତ ଉଦ୍ୟମରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତିଳଯୋଡି ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ନାବାର୍ଡ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କୃଷକ ଉତ୍ପାଦକ କମ୍ପାନୀ, ସରକାରୀ ଅଧିକାରୀ ତଥା କୃଷକମାନଙ୍କର…

କନ୍ଧମାଳ, (କେପିଏନ୍‌ଏସ୍‌) : ସ୍ଥାନୀୟ ବ୍ଲକ୍ ସମ୍ମିଳନୀ କକ୍ଷରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ତଥା ନାବାର୍ଡ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କୃଷକ ଉତ୍ପାଦକ କମ୍ପାନୀ, ସରକାରୀ ଅଧିକାରୀ ତଥା କୃଷକମାନଙ୍କ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ରାଜଭରଙ୍କ ବଡ ଘୋଷଣା : ଦ୍ରୌପଦୀ ମୁର୍ମୁଙ୍କୁ ଦେବେ ସମର୍ଥନ

ଲକ୍ଷ୍ନୌ : ସୁହେଲଦେବ ଭାରତୀୟ ସମାଜ ପାର୍ଟି(ଏସ୍‌ବିଏସ୍‌ପି) ସଭାପତି ଓମ୍‌ ପ୍ରକାଶ ରାଜଭର ଆଜି ଏକ ବଡ଼ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ସେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । ଏକ ଖବରଦାତା ସମ୍ମିଳନୀ କରି ସେ କହିଛନ୍ତି ଯେ,
Read More...

ସଂସଦ ଭିତରେ ଧାରଣା ମନା

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ପୂର୍ବରୁ ସଂସଦକୁ ନେଇ ପୁଣି ଆଉ ଏକ ନୂଆ ନିୟମ ଜାରି କରାଯାଇଛି । ଏଣିକି ସଂସଦ ଭିତରେ ସଦସ୍ୟଙ୍କୁ ଧାରଣା ମନା । ଏ ନେଇ ରାଜ୍ୟ ସଭା ସାଧାରଣ ସଚିବ ପିସି ମୋଡି ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତିରେ ଉଲ୍ଲେଖ ଯେ, ସଂସଦ ଭିତରେ କୌଣସି
Read More...

ରାସ୍ତାରେ ସୁନାଚେନ୍ ଲୁଟ ଅଭିଯୋଗ

ଚୌଦ୍ୱାର : ଚୌଦ୍ୱାର ଥାନା ଟିପିଏମ୍ ଫାଣ୍ଡି ଅନ୍ତର୍ଗତ ଚଷାପଡ଼ା ଗ୍ରାମ ନିକଟରେ ଦିନ ଦ୍ୱିପ୍ରହରେ ଜଣେ ବ୍ୟକ୍ତିଙ୍କ ଠାରୁ ସୁନାଚେନ୍ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । କଖଡ଼ି ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମର ସୁଚିତ୍ର ମାହାନ୍ତି ଥାନାରେ କରିଥିବା ଅଭିଯୋଗ ସୁତ୍ରରୁ ପ୍ରକାଶ ଯେ, ସେ
Read More...

ଗଳିତ ଦନ୍ତା ହାତୀର ଦାନ୍ତ ଜବତ ସହ ୩ ଗିରଫ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କାନବିନ୍ଧା ସଂରକ୍ଷିତ ଜଙ୍ଗଲ ଭିତରେ ଠାବ ହୋଇଥିବା ଗଳିତ ଦନ୍ତା ହାତୀର ଦାନ୍ତକୁ ଜବତ କରିଛି ବନ ବିଭାଗ । ଏଥିସହ ହାତୀକୁ ହତ୍ୟା କରି ତା'ଠାରୁ ଦାନ୍ତ କାଟି ନେବା ଭଳି ଜଘନ୍ୟ ମାମଲାରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରି କୋର୍ଟ
Read More...

ଆର୍ୟଲ୍ୟାଣ୍ଡ ପାରାବ୍ୟାଡମିଣ୍ଟନ ସେମିରେ ପ୍ରମୋଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆର୍ୟଲ୍ୟାଣ୍ଡର ରାଜଧାନୀ ଡବ୍‌ଲିନଠାରେ ଚାଲିଥିବା ଆର୍ୟଲ୍ୟାଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଏସ୍‌ଏଲ୍‌-୩ ପୁରୁଷ ଏକକ ସେମି ଫାଇନାଲରେ ଓଡିଶାର ପ୍ରମୋଦ ଭଗତ ପହଞ୍ଚିଛନ୍ତି । ପ୍ରଥମ ଗୃପ ମ୍ୟାଚ୍‌ରେ ସେ ୨୧-୮, ୨୧-୯ରେ ବୁଲଗେରିଆର
Read More...