Monthly Archives

July 2022

ଜନନେତା ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ବିପ୍ଲବୀ, ସ୍ୱାଧୀନତା ସଂଗ୍ରାମୀ ତଥା ଜନନେତା ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ୧୬ ଜୁଲାଇ, ୨୦୨୨ ତାରିଖରେ ପାଳନ କରାଯିବ । ଏହି ଅବସରରେ ରାଜଭବନ ଛକ ସ୍ଥିତ ଚକ୍ରଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଜୟଦେବ ଭବନ ଠାରେ
Read More...

‘ଆଜାଦି କା ଅମୃତ ମହୋତ୍ସବ’ ପାଳନ ଅବସରରେ ଏନଏଚଏଆଇର ଦେଶ ବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, (ପିଆଇବି) : ‘ଆଜାଦି କା ଅମୃତ ମହୋତ୍ସବ’ ଅନ୍ତର୍ଗତ ଏନଏଚଏଆଇ 17 ଜୁଲାଇ, 2022ରେ ଦେଶବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳନ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସାରା ଦେଶରେ ଗୋଟିଏ ଦିନରେ ଏକ ଲକ୍ଷ ଚାରା ରୋପଣ କରିବା । ଏନଏଚଏଆଇର ଆଞ୍ଚଳିକ କାର୍ଯ୍ୟାଳୟ ଗୁଡ଼ିକ ବୃକ୍ଷରୋପଣ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ବଲାଙ୍ଗିର ଜିଲ୍ଲାରେ ୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୬୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩୭୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୪
Read More...

ସାମାଜିକ ବୈଠକରେ ମାରଣାନ୍ତକ ଆକ୍ରମଣ : ଚାରି ଅଭିଯୁକ୍ତଙ୍କୁ କୋଟ ଚାଲାଣ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନାରେ ଗତ ଜୁନ୍‌ ୫ ତାରିଖ ସ୍ୱାମୀ ସ୍ତ୍ରୀର ଏକ ସାମାଜିକ ବୈଠକରେ ଗଣ୍ତଗୋଳ ହୋଇଥିବା ବେଳେ ସ୍ୱାମୀ ପକ୍ଷର ଲୋକଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଏନେଇ ସିନାପାଲି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସିନାପାଲି
Read More...

ପର ଘରେ ଆଶ୍ରୟ ନେଇ ଦିନ କାଟୁଛନ୍ତି ଲମ୍ବୋଦରଙ୍କ ପରିବାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପର ଘରେ ଆଶ୍ରୟ ନେଇ ଦିନ କାଟୁଛନ୍ତି ଲମ୍ବୋଦରଙ୍କ ପରିବାର । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ସାନିମୁଣ୍ଡା(ଅମ୍ବାବାଞ୍ଜି) ଗ୍ରାମର ଲମ୍ବୋଦର ଭୁଏ ତାଙ୍କ ପତ୍ନୀ ଅନେକ ବର୍ଷ ହେଲାଣି ଆରପାରିକୁ ଗଲେଣି ।
Read More...

ଟ୍ୟାଙ୍କରକୁ ଧକ୍କାଦେଇ ଓଲଟିଲା ବସ୍ : ୨୯ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ହୀରାପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଯାତ୍ରୀବାହୀ ଘରୋଇ ବସ୍‌କୁ ପିଟିଲା ଏକ ଘରୋଇ କମ୍ପାନୀର ଟ୍ୟାଙ୍କର । ଫଳରେ ବସ୍‌ରେ ଥିବା ୨୯ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫
Read More...

‘ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକା-୨୦୨୨’ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଆସେସମେଂଟ୍‌, ଆକ୍ରେଡିଟେସନ ଓ ର‍୍ୟାଙ୍କିଂ ଉଚ୍ଚ ଶିକ୍ଷାନୁଷ୍ଠାନର ଗୁଣାତ୍ମକ ମାନ ବୃଦ୍ଧି କରାଇବ- ଧର୍ମେନ୍ଦ୍ର ପ୍ରଧାନ• ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ପୁରସ୍କୃତ କରିବା ସହ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ• ସ୍କୁଲ, ଆଇଟିଆଇ ଏବଂ ପଲିଟେକନିକକୁ ର‍୍ୟାଙ୍କିଂ
Read More...

ଟ୍ରେନ୍‌ରେ ଦୁଇ ଭାଇଙ୍କ ମଧ୍ୟରେ କଳି ହୋଇ ବଡ଼ଭାଇର ଛୁରାମାଡ଼ରେ ସାନ ଭାଇ ମୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳନ୍ତା ଟ୍ରେନରେ ଯାତ୍ରା କରୁଥିବାବେଳେ ଗୋଟିଏ ପରିବାର ମଧ୍ୟରେ ଦୁଇ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ଗାଳିଗୁଳଜ ବଚସା ହୋଇ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଜଣେ ଆଉଜଣଙ୍କ ସହିତ ମରାମାରି ହୋଇ ଛୁରାମାଡ଼ କରିଛି, ଜଣେ ଟ୍ରେନ ଯାତ୍ରୀ । ମୃତକ
Read More...

ଆମ୍ବଷଡା ସ୍କୁଲର ସଫଳତା, ଶିକ୍ଷକ ପାଇଁ ଦାବୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ ବ୍ଲକ ଅନ୍ତର୍ଗତ ଆମ୍ବଷଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ମୋଟ ୨୧୬ ଜଣ ବିଦ୍ୟାର୍ଥୀ ଅଛନ୍ତି । ବିଦ୍ୟାଲୟରେ ମାତ୍ର ୫ଜଣ ଶିକ୍ଷକ ଥିବା ସତ୍ୱେ ୨୦୧୨ ମସିହାରୁ ପ୍ରତିବର୍ଷ ଛାତ୍ରଛାତ୍ରୀମାନେ ଜିଲ୍ଲା ତଥା
Read More...

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ

ଅଣଧାନ ଚାଷ ଓ କୃଷି ଉଦ୍ୟୋଗ ସ୍ଥାପନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ
Read More...