Monthly Archives

July 2022

ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କୁ ବିଭ୍ରାନ୍ତିକର ମନ୍ତବ୍ୟ ଦେବା ଅଭିଯୋଗରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କୁ ଜଣେ ଅଣହିନ୍ଦୁ ଧର୍ମର ଯୁବକ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିବା ନେଇ ବାଲିଗୁଡା ଓ କୋଟଗଡ ଥାନାରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓଡିଶା କନ୍ଧମାଳ ଶାଖା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସୂଚନା ପ୍ରକାରେ
Read More...

ଲୋଇସିଂହା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମାସର ତୃତୀୟ ସୋମବାର ଦିନ ଲୋଇସିଂହା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ
Read More...

ବିନିକା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୩୪ ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୦୭ ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଡୁଡୁକା ଗ୍ରା.ପରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୮, ୧୮, ୨୧, ୬ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା
Read More...

ପ୍ରବଳ ବର୍ଷାରେ ଭାଙ୍ଗିଲା ପୁରୁଣା ତେନ୍ତୁଲି ଗଛ, ପାଢେଲରୁ ପାଟଣାଗଡ଼ ରାସ୍ତା ଅବରୋଧ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ବ୍ଲକ ପାଢେଲ ଗାଁ ମଧ୍ୟ ଦେଇ ଯାଇଥିବା ରାସ୍ତାରେ ଏକ ପୁରୁଣା ତେନ୍ତୁଲି ଗଛ ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗି ପଡିଛି । ବୃକ୍ଷ ଭାଙ୍ଗି ପଡିଥିବାରୁ ପାଢେଲରୁ ପାଟଣାଗଡ଼ ଯିବା ରାସ୍ତା ଅବରୋଧ ହୋଇଛି । ସେହି ରାସ୍ତା ଦେଇ ଯାଆ ଆସ କରୁଥିବା ଲୋକେ
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡିଶା ପଶ୍ଚିମ ପ୍ରାନ୍ତ ବୈଠକ : ପ୍ରାନ୍ତ ପ୍ରଭାରୀଙ୍କ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ପଶ୍ଚିମ ପ୍ରାନ୍ତ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ରାଜ୍ୟ ପ୍ରଭାରୀ ତଥା ଅଖିଳ ଭାରତୀୟ କାର୍ଯ୍ୟକାରୀ ସଦସ୍ୟ ରବିକାନ୍ତ ଜୈସବାଲ ତାଙ୍କ ଦୁଇଦିନିଆ ପ୍ରବାସ କାଳରେ ରାୟଗଡା ଇଂରାଜୀ ମିଡିୟମ ସ୍କୁଲଠାରେ ଜିଲ୍ଲାର ସଂଗଠନ ବୈଠକରେ ଯୋଗ ଦେବା ସହିତ
Read More...

ଶ୍ରାବଣର ପ୍ରଥମ ସୋମବାରରେ ହରିଶଙ୍କର ପୀଠରେ ବୋଲ୍‌ବମ୍ ଭକ୍ତଙ୍କ ପ୍ରବଳ ଭିଡ଼

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ଶ୍ରାବଣର ପ୍ରଥମ ସୋମବାର ଦିନ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ପୀଠରେ ପ୍ରବଳ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରାବଣରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁ
Read More...

ନିଷ୍ଠା ପରିବାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ନିଷ୍ଠା ପରିବାର ତରଫରୁ ବରଗଡ଼ ସହରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସରକାରୀ ରକ୍ତ ଭଣ୍ଡାରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଡାକ୍ତର ଅଶ୍ଵିନୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ
Read More...

ବୀମାରାଶି ନ ମିଳିବା ପ୍ରତିବାଦରେ ଗାଇସିଲେଟରେ ରାସ୍ତାରୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨୦୨୧ ଫସଲ ବୀମା କ୍ଷତି ପୂରଣ ଆଜି ପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗରେ ଏବଂ ଏଚ୍‌ଡିଏଫ୍‌ସି ବୀମା କମ୍ପାନୀର ମନମୁଖୀ କାରବାର, ଅନିୟମିତତା ଏବଂ ଚାଷୀ କୂଳ ସହ ଛକାପଞ୍ଛା ଖେଳ ଏବଂ ଫସଲ ବୀମା ଆଇନକୁ ଉଲଙ୍ଘନ କରୁଥିବା ପ୍ରତିବାଦରେ ବାଧ୍ୟ ହୋଇ ଆଜି ସକାଳ
Read More...

କନସିଂହା ସେବା ସମବାୟ ସମିତି ଲିଃ ନିର୍ବାଚନରେ ଦସ୍ତଖତ ଜାଲିଆତି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କନସିଂହା ସେବା ସମବାୟ ସମିତି ଲିଃ.ର ଡାଇରେକ୍ଟର ପଦବୀ ପାଇଁ ନାମାଙ୍କନ ପତ୍ରରେ ସମର୍ଥକ ଏବଂ ପ୍ରସ୍ତାବକଙ୍କ ଦସ୍ତଖତ ଜାଳିଆତି ଅଭିଯୋଗରେ ଜଣେ ପ୍ରାର୍ଥିନୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ଜଣାପଡିଛି । ସେହିପରି ଅନ୍ୟ ପ୍ରାର୍ଥୀ
Read More...