ସରଗାଡରେ କରୋନା ସଚେତନତା ଶିବିର ଅନୁଷ୍ଠିତ
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ସରଗାଡ ଗାଁରେ ଜଗନ୍ନାଥ ଯୁବ ପରିଷଦ ଆନୁକୂଲ୍ୟରେ ମାସ୍କ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସେବତୀ ସୁନା ମୁଖ୍ୟ ଅତିଥି, ଲିଲିମା ରଣା, କୁମାରୀ ନାଏକ ଓ କୈବର୍ତ୍ତ ପଧାନ ସମ୍ମାନିତ ଅତିଥି!-->…
Read More...
Read More...