Monthly Archives

July 2022

ଉତ୍ତର ଇରାକରେ ତୁର୍କୀର ବୋମାମାଡ : ୮ ମୃତ

ନୂଆଦିଲ୍ଲୀ : ଇରାକର କୁର୍ଦିସ୍ଥାନ ଅଞ୍ଚଳରେ ତୁର୍କୀର କାର୍ଯ୍ୟାନୁଷ୍ଠାର ଥମୁ ନାହିଁ । ତୁର୍କୀ ଉତ୍ତର ଇରାକର କୁର୍ଦ ବହୁଳ ଅଞ୍ଚଳରେ ବୋମାମାଡ କରିଛି । ଏଥିରେ ୮ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଏହାସହ ୨୩ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ଉତ୍ତର ଇରାକର ଦୋହୁକ ପ୍ରାନ୍ତରେ ହୋଇଥିଲା
Read More...

ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କ ପରଲୋକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଥିବା ଖବର ମିଳିଛି । ଚିକିତ୍ସାଧିନ ଅବସ୍ଥାରେ ରାତି ୨ଟା ୨୫ରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି । ବ୍ରେନ୍ ଓ ଲଗ୍ସ କ୍ୟାନସରରେ ପୀଡିତ ଥିଲେ ରାଜେଶ୍ୱରୀ । କ୍ୟାନସରରୁ
Read More...

ନିଜକୁ ଏସ୍‌ପିଙ୍କ ପିଏସ୍‌ଓ ବୋଲି ପରିଚୟ ଦେଇ ଧମକ ଚମକ ଏବଂ ଦାଦାବଟି ଅସୁଲି କରୁଥିବା ଅଭିଯୋଗରେ ଜଣେ ଗିରଫ

ବରଗଡ଼, (ନିରୋଜ କୁମାର ପାଣୀ) : ନିଜକୁ ଏସ୍‌ପିଙ୍କ ପିଏସ୍‌ଓ ବୋଲି ପରିଚୟ ଦେଇ ଧମକ ଚମକ ଏବଂ ଦାଦାବଟି ଅସୁଲି କରୁଥିବା ଅଭିଯୋଗରେ ଟାଉନ୍ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ଭିଏସ୍‌ଏସ୍‌ ନଗରର ସୌମ୍ୟରଂଜନ ଦାସ ଓରଫ ବବି । ତାଙ୍କ ପାଖରୁ ଏକ ନକଲି
Read More...

ସ୍କୁଲ ପରିସରରୁ ଡିକି ଭାଙ୍ଗି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ବୌଦ୍ଧ, (ବଂଶୀଧର ମାଝୀ) : ସ୍କୁଲ ପରିସରରୁ ଡିକି ଭାଙ୍ଗି ଅଢ଼େଇ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ ସାହୁ ବୁଧବାର ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ ଡିକିରେ ରଖି ସ୍କୁଲକୁ ଫେରିଥିଲେ । ତେବେ
Read More...

ସାଇକେଲ ପାଇଁ ନାବାଳିକାଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଇକେଲ ପାଇଁ ନାବାଳିକାଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ ପୁଇନ୍ତଲା ବ୍ଲକ୍‌ ବୁବେଲ ଗ୍ରାମରେ ଦାଶରଥି ପଧାନଙ୍କ ଝିଅ ନିରୁପମା ପଧାନ (୧୫ବର୍ଷ) ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସେ ଏବର୍ଷ ମାଟ୍ରିକ ପରୀକ୍ଷା ଦେଇ ପାସ କରିଥିଲେ ।
Read More...

କେନାଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା : ନ୍ୟାୟ ପାଇଁ ସମ୍ବଲପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

ସମ୍ବଲପୁର : କେନାଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ମୃତକଙ୍କ ପରିବାର ଲୋକେ ନ୍ୟାୟ ପାଇଁ ସମ୍ବଲପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଯୁଯୁମୁରା ଥାନା ଥାପାପଡ଼ା କେନାଲ ନିକଟରୁ ରବିବାର ଲିପିଣ୍ଡା ଗ୍ରାମର ଶଙ୍କର ପ୍ରଧାନ(୩୪)ଙ୍କ ମୃତଦେହ ଉଦ୍ଧାର
Read More...

ପାଟଣାଗଡ ଉପଜିଲ୍ଲାପାଳଙ୍କ ହରିଶଙ୍କର ଗସ୍ତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ପବିତ୍ର ଧର୍ମ କ୍ଷେତ୍ର ତଥା ପର୍ଯ୍ୟଟନ କ୍ଷେତ୍ର ହରିଶଙ୍କରକୁ ପାଟଣାଗଡ ଉପଜିଲ୍ଲାପାଳ ଡ଼ା ବିଜୟା ନନ୍ଦ ସେଠୀ ବୁଧବାର ଗସ୍ତ କରିଥିଲେ । ଏହି ଅବସରରେ ଅନ୍ନ ଭୋଗର ମାନ ପରଖି ଥିଲେ । ସେହିପରି ଶ୍ରାବଣ ମାସରେରେ ସୋମବାର ସମେତ ପ୍ରତିଦିନ ହଜାର
Read More...

ବ୍ୟାଙ୍କ ଅଫ୍ ବରୋଦାର ୧୧୫ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବ୍ୟାଙ୍କ ଅଫ୍ ବରୋଦାର ୧୧୫ତମ ପ୍ରତିଷ୍ଠା ଦିବସ ଓଡ଼ିଶା ଗୃହ ନିର୍ମାଣ ଭବନ କମ୍ପ୍ଲେକ୍ସ ପରିସରରେ ପାଳିତ ହୋଇଯାଇଛି । ଓଡ଼ିଶା ଗୃହ ନିର୍ମାଣ ଭବନ କମ୍ପ୍ଲେକ୍ସ ଶାଖାର ମୁଖ୍ୟ ବାବାଜୀ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

୧୦୪ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ବୋଲେରୋ ସହ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହା ସହିତ ୨ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ
Read More...

ଫେର୍‌ ବର୍‌କସ୍‌ ହଉଛେ କରୋନା ସଂକ୍ରମଣ, ସଭେ ହୁସିଆର୍‌ ହଉନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନୁ ଦିନ୍‌କେ ଆର୍‌ ଆର୍‌ ବର୍‌କସ୍‌ ହଉଛେ କରୋନା ସଂକ୍ରମଣ । ସଭେ ହୁସିଆର୍‌ ହଉନ୍‌ । ସୋର୍‌ କରୁନ୍‌, ଗଲା ସମିଆଁ ଥି ମୁନୁଷ୍‌ ଭେଲି କେ ବନେ ଦହସ୍‌ ନହସ୍‌ କରିଛେ କରୋନା । ସେ ସମିଆଁର କଥା ସୋର୍‌ କଲେ ଏଭେ ବି ହୁର୍‌ଗୁନି ହେବାର୍‌କେ ପଡ଼ୁଛେ ।
Read More...