Monthly Archives

July 2022

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍‍ ଗଣତି ପ୍ରକ୍ରିୟା

ନୂଆଦିଲ୍ଲୀ : ଦେଶର ପଞ୍ଚଦଶ ରାଷ୍ଟ୍ରପତିଙ୍କ ପାଇଁ ଆରମ୍ଭ ହୋଇଛି ଭୋଟ୍‍ ଗଣତି ପ୍ରକ୍ରିୟା । କଡା ସୁରକ୍ଷା ମଧ୍ୟରେ ସଂସଦ ଭବନର ୬୩ ନମ୍ବର କକ୍ଷରେ ପୂର୍ବାହ୍ନ ୧୧ଟାରୁ ଗଣତି ଆରମ୍ଭ ହୋଇଛି । କିଛି ସମୟ ପରେ ଗଣତି ଶେଷ ହେବା ପରେ ଫଳାଫଳ ଆସିବ । ତେବେ ସଂଖ୍ୟା ଦୃଷ୍ଟିରୁ ଯଶୱନ୍ତ
Read More...

ସମ୍ବଲପୁର ମଣ୍ଡଳସ୍ତରୀୟ ରେଳ ଉପଭୋକ୍ତା ପରାମର୍ଶଦାତା ସମିତିର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କ୍ଷେତରାଜପୁର ସ୍ଥିତ ସମ୍ବଲପୁର ରେଳ ମଣ୍ଡଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ରେଳ ଉପଭୋକ୍ତା ପରାମର୍ଶଦାତା ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ସହିତ ସମ୍ବଲପୁର
Read More...

ଦ୍ରୌପଦୀଙ୍କ ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ : ବଣ୍ଟା ହେବ ୫ କୁଇଣ୍ଟାଲ ଲଡ଼ୁ

ବାରିପଦା : ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ସମ୍ଭାବନା ଥିବାରୁ ବିଜୟ ଉତ୍ସବ ମନାଇବାକୁ ମୟୂରଭଞ୍ଜ ଜିଲାବାସୀ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୁରୁବାର ଫଳାଫଳ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ସମଗ୍ର ଜିଲାର ଲୋକେ ।
Read More...

ବିଜେପିର ବ୍ଲକ ସ୍ତରୀୟ ବୈଠକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ସ୍ତରୀୟ ବିଜେପିର କାର୍ଯ୍ୟକାରୀଣୀ ବୈଠକ ଖୁଟୁଲମୁଣ୍ଡା ଗାଁରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ସହ ଅନେକ କର୍ମୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଦଳକୁ ଆହୁରୀ
Read More...

ଦ୍ରୌପଦୀ ମୁର୍ମୁ ହେବେ ଦେଶର ପଞ୍ଚଦଶତମ ରାଷ୍ଟ୍ରପତି : ଆଉ କିଛି ସମୟ ପରେ ଆସିବ ଖୁସି ଖବର

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ହେବେ ଦେଶର ପଞ୍ଚଦଶତମ ରାଷ୍ଟ୍ରପତି । ଆଉ କିଛି ସମୟ ପରେ ଆସିବ ଖୁସି ଖବର । ନିଜ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ବିପୁଳ ପରିମାଣର ଭୋଟରେ ଦ୍ରୌପଦୀ ମୁର୍ମୁ ବିଜୟ ହାସଲ କରି ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିବେ । ଅନ୍ୟ ପକ୍ଷରେ ତାଙ୍କ ବିଜୟ ଉତ୍ସବ
Read More...

ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ : ତଳି କିଆରି ଦଳି ନଷ୍ଟ କରି ଦେଲେ ହାତୀ

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ କରିଥିବା ଜଣାପଡିଛି । ଗତକାଲି ରାତିରେ ହାତୀପଲ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ଓ ଭୀମକାଣ୍ଡ ଗ୍ରାମର ତଳି କିଆରିରେ ପଶି ଖିନ୍‌ଭିନ୍‌ କରି ଦେଇଛନ୍ତି । ସୂଚନା ଅନୁସାରେ ୨୨ ଟିକିଆ ହାତୀପଲ ଭୀମକାଣ୍ଡ ଗ୍ରାମର ବଡ଼ନାଳୀ
Read More...

ଶିକ୍ଷକ ପଢାଇବା ପରିବର୍ତ୍ତେ ଚୌକିରେ ନିଘୋଡ଼ ନିଦରେ ଶୋଇଥିବା ଭିଡିଓ ଭାଇରାଲ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜିକାଲି ଦୁନିଆରେ ବଞ୍ଚିବାକୁ ନିହାତି ଶିକ୍ଷା ଦରକାର । ଶିକ୍ଷା ବ୍ୟବସ୍ଥା ଯଦି ଠିକ୍ ଭାବରେ କାର୍ୟ୍ୟକାରୀ ହେବ ତା'ହେଲେ ଯାଇ ଦେଶ ଆଗକୁ ଗତି କରିବ । ସଂସାରର କୋଣ ଅନୁକୋଣରେ ଯେଉଁଠି ରହିଲେ ବି ଶିକ୍ଷା ଆବଶ୍ୟକ । ଏଥିପାଇଁ ସରକାର ଶିକ୍ଷାକୁ ଗୁରୁତ୍ୱ
Read More...

ସର୍ପାଘାତରେ ୨ ମୃତ

ଝୁମ୍ପୁରା : ବାରିଆ ଥାନା ଅଞ୍ଚଳରେ ସାପ କାମୁଡ଼ାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଉଖୁଣ୍ଡା ଢିପାସାହିର ନରେନ୍ଦ୍ର ମହାନ୍ତଙ୍କ ଝିଅ ସତ୍ୟମୟୀ ଉଖୁଣ୍ଡା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ । ସୂଚନା ଅନୁସାରେ ଗତକାଲି ରାତିରେ ଖାଇସାରି ଗୋଟିଏ ପଲଙ୍କରେ ମଶାରି ଟାଣି ତିନି ଭଉଣୀ
Read More...

କବି କୃଷ୍ଣଚନ୍ଦ୍ର ମହଲାଙ୍କର ପ୍ରଥମ କବିତା ପୁସ୍ତକ ‘ନୀଳ ଅନୁରାଗ’ ଉନ୍ମୋଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେଦାରନାଥ ଗବେଷଣା ପ୍ରତିଷ୍ଠାନଠାରେ ବର୍ଷୀୟାନ କବି କୃଷ୍ଣଚନ୍ଦ୍ର ମହଲାଙ୍କର ପ୍ରଥମ କବିତା ପୁସ୍ତକ 'ନୀଳ ଅନୁରାଗ' ଉନ୍ମୋଚିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଶର୍ବାଣୀ ଦାସ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କବି ଶ୍ରୀ ମହଲାଙ୍କର ଲେଖକୀୟ
Read More...

ଓଡ଼ିଶା ଗ୍ରାମ୍ୟ ନିର୍ମାଣ ଅସ୍ଥାୟୀ କର୍ମଚାରୀ ସଂଘର ଧାରଣାକୁ ଏଚ୍‌ଏମ୍‌ଏସ୍‌ର ସମର୍ଥନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଗ୍ରାମ୍ୟ ନିର୍ମାଣ ଅସ୍ଥାୟୀ କର୍ମଚାରୀ ସଂଘ ପକ୍ଷରୁ ସ୍ଥାନୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲୁ ରହିଥିବା ଧର୍ମଘଟ ଓ ଧାରଣାକୁ ରାଜ୍ୟ ହିନ୍ଦ୍‌ ମଜଦୁର ସଭାର ଉପସଭାପତି ରବି ରଥ ସମର୍ଥନ କରି ରାଜ୍ୟ ସରକାର ଏ ଦିଗରେ ତୁରନ୍ତ
Read More...