Monthly Archives

July 2022

ଜଳଛାୟା ପ୍ରକଳ୍ପ କମିଟି ଗଠିତ

କଣ୍ଟାମାଳ, (ମମତା ମହାକୁର) : କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ରୁଗୁଡିପାଲି, ସୌରୀପାଲି ଓ ଶଙ୍କରପୁର ଗ୍ରାମବାସୀଙ୍କୁ ନେଇ ଜଳଛାୟା ପ୍ରକଳ୍ପ କମିଟି ଗଠିତ ହୋଇଛି । ସଭାପତି ପଦ ପାଇଁ ଚିତ୍ତରଞ୍ଜନ ମହାନ୍ତି ଓ ଅଟଳ ପ୍ରଧାନ ପ୍ରତିଦ୍ୱନ୍ଦିତା କରିଥିଲେ । ଚିତ୍ତରଞ୍ଜନଙ୍କୁ ୨୦୪ ଜଣ ଓ
Read More...

ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ

ପୁରୁଣାକଟକ : ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ପୁରୁଣାକଟକଠାରେ ଗତକାଲି ଅପରାହ୍ନରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସୂଚନା ଅନୁସାରେ କାର୍‌(ଓଡି୨୭ସି-୮୯୭୦) ଧଳପୁର ପଟୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ପୁରୁଣାକଟକ ଏଟିଏମ୍‌ ନିକଟରେ ଥିବା ଏକ ଠେଲା ଓ କାନ୍ଥକୁ ଧକ୍କା
Read More...

ଅଗଷ୍ଟ ୩ରେ ନବୀନର ୯୩ତମ ସ୍ୱନକ୍ଷତ୍ର ଉତ୍ସବ

ମୁଖ୍ୟ ଅତିଥି ଭାବେ ଯୋଗଦେବେ ଓଡ଼ିଶା ରାଜ୍ୟପାଳ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୯୩୦ ମସିହାରୁ ବ୍ରହ୍ମପୁର ସହରରୁ ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ସାପ୍ତାହିକ ନବୀନ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ୯୩ ବର୍ଷରେ ପଦାର୍ପଣ କରିଛି । ଏହି
Read More...

ମଙ୍କିପକ୍ସ ବ୍ୟାପିବା ପରିପ୍ରେକ୍ଷୀରେ ରାଜ୍ୟରେ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର କେତେକ ଅଞ୍ଚଳରେ ମଙ୍କିପକ୍ସ ବ୍ୟାପିବା ପରିପ୍ରେକ୍ଷୀରେ ରାଜ୍ୟରେ ପ୍ରତିଷେଧକମୂଳକ ପଦକ୍ଷେପ ନେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଐୠଡଙୟସଗ୍ଦଷବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଅଧିକାରୀ ଓ ବିଶେଷଜ୍ଞଙ୍କୁ ନେଇ ଏକ ସମୀକ୍ଷା ବୈଠକ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୨୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୭୫ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୬୦୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୨
Read More...

ଏସ୍‌ସିବି ମେଡିକାଲ କଲେଜରେ ବିଶେଷଜ୍ଞମାନଙ୍କୁ ନେଇ କମିଟି ଗଠନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏସ୍‌ସିବି ମେଡିକାଲ କଲେଜରେ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରୁ ମେଡିସିନ୍, ପେଡିଆଟ୍ରିକ୍, ସ୍କ୍ରିନ୍ ଆଣ୍ଡ୍ ଭିଡି ଡକ୍ଟର ଏବଂ ଏଡସ୍ କଣ୍ଟ୍ରୋଲ ସୋସାଇଟି ଅଧିନସ୍ଥ ସମସ୍ତ ଜିଲ୍ଲାସ୍ତରର ଅଧିକାରୀଙ୍କୁ ମଙ୍କିପକ୍ସ
Read More...

ବଲାଙ୍ଗିର ଜିଲ୍ଲାରେ ଆସନ୍ନ ମରୁଡ଼ିର ପଦଧ୍ୱନୀ : ପଡ଼ିରହିଛି ପଲ୍‌ହା ରୁଆ, ବିହିଡ଼ା, ମୁଣ୍ଡରେ ହାତ ଦେଲେଣି ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆସନ୍ନ ମରୁଡ଼ିର ପଦଧ୍ୱନୀ ବେଶ୍‌ ସ୍ପଷ୍ଟ ହେବାକୁ ଲାଗିଛି ଚଳିତ ବର୍ଷ । ପଡ଼ିରହିଛି ପଲ୍‌ହା ରୁଆ, ବିହିଡ଼ା ଆଉ ବାକି ଚାଷ କାମ । ଧାରା ଶ୍ରାବଣରେ ଟାଏଁ ଟାଏଁ ଖରା ଲାଗି ରହିଥିବା ବେଳେ କାଁ ଭାଁ କେତେବେଳେ କେମିତି ପାଣି ଛିଂଚିବା
Read More...

ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲୋକମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । କିମ୍ସ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ କ୍ୟାନ୍ସର ସେଣ୍ଟର ଉଦ୍‌ଘାଟନ କରି ଆର୍ଥିକ ଅନଗ୍ରସର ଓ ସାଧାରଣ ବର୍ଗର ରୋଗୀ ସ୍ୱଳ୍ପ ଖର୍ଚ୍ଚରେ ଉତ୍ତମ ସେବା
Read More...

‘ଇ-ବସ୍’ ଓ ‘ଇ-ରିକ୍ସା’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସହରାଞ୍ଚଳରେ ଲୋକମାନଙ୍କ ଗମନାଗମନ ସେବାକୁ ଆହୁରି ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ 'ଇ-ବସ୍' ଓ 'ଇ-ରିକ୍ସା'ର ଲୋକାର୍ପଣ କରିଛନ୍ତି । ମହିଳାମାନଙ୍କ ଭାଗିଦାରିତାକୁ ପ୍ରାଥମିକତା ଦେଇ ପ୍ରାରମ୍ଭିକ ଭାବେ ୧୦ଟି ବସ୍ ଓ ୫୦ଟି
Read More...

ବେଲପଡା ଥାନା ପରିସରରେ ସଫେଇ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ପରିସରରେ ଥାନା ଅଧିକାରୀ ବୁଲୁ ମୁଣ୍ଡାଙ୍କ ତତ୍ୱାବଧାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଫେଇ କାର୍ଯ୍ୟକ୍ରମରେ ଥାନା ହୋମ ଗାର୍ଡ, କନେଷ୍ଟବଳ ଏବଂ ସମସ୍ତ ଷ୍ଟାଫ୍ ସାମିଲ ହୋଇ ସାଗୁଆନ ବଣ ସମେତ ଥାନାର
Read More...