Monthly Archives

July 2022

ପେନସିଲ ସ୍କେଚ୍‌ରେ ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ

ରାମଚନ୍ଦ୍ରପୁର : ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପେନସିଲ ସ୍କେଚ୍‌ ଆଙ୍କି ଅଭିନନ୍ଦନ ଜଣାଇଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଦେଓଗାଁର ଚିତ୍ତରଂଜନ ପତି ଏବଂ କ୍ଷୀରାବ୍ଧିନନ୍ଦିନୀ ପତିଙ୍କ ଏକ ମାତ୍ର ଝିଅ ସୌମାଶ୍ରୀ ପତି(୧୬) ।
Read More...

ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୫ ତାରିଖରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ହେବ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ । ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ଶପଥ ଗ୍ରହଣରେ
Read More...

ଚଳନ୍ତା ଟ୍ରେନ୍‌ ସମ୍ମୁଖକୁ ଡେଇଁପଡ଼ି ବୃଦ୍ଧଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳ ଷ୍ଟେସନ ନିକଟ ଖୁଜେନପାଲି ନାଳା ପୋଲ ନିକଟରେ ଆଜି ଜଣେ ବ୍ୟକ୍ତି ଟ୍ରେନ ସମ୍ମୁଖକୁ ଡେଇଁପଡ଼ିଥିବା ଖବର ମିଳିଛି । ଟ୍ରେନ୍‌ ସମ୍ମୁଖରେ ଡେଇଁପଡ଼ିବାରୁ ଚଳନ୍ତା ଟ୍ରେନରେ ପିଟି ହୋଇ ତାଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୬୦
Read More...

ଟାଉନ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

ସମ୍ବଲପୁର : ଟାଉନ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲା ପୁଲିସ ପକ୍ଷରୁ ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ଲକ୍ଷ୍ୟ ନେଇ ନିୟମିତ ରକ୍ତଦାନ ଶିବିର ମାନ ଆୟୋଜିତ ହୋଇ ଆସୁଛି । ଏହି କ୍ରମରେ ସମ୍ବଲପୁରର ଟାଉନ ଥାନା ପକ୍ଷରୁ ଶୁକ୍ରବାର ଏକ ରକ୍ତଦାନ ଶିବିର
Read More...

ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ବିଜୟ ସାର୍ଟିଫିକେଟ୍

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହେବା ପରେ ଶୁକ୍ରବାର ନିର୍ବାଚନ କମିଶନଙ୍କ ପକ୍ଷରୁ ତାଙ୍କୁ ବିଜୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ରିଟର୍ଣ୍ଣିଂ ଅଫିସର ପି.ସି ମୋଦୀଙ୍କ ପକ୍ଷରୁ ନିର୍ବାଚନ ଫଳାଫଳ ସଂକ୍ରାନ୍ତ ଘୋଷଣାପତ୍ର ଦାଖଲ
Read More...

‘ହର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର 'ହର ଘର ତ୍ରିରଙ୍ଗା' ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହା ସହ ଏହି ଅଭିଯାନରେ ବହୁ ସଂଖ୍ୟାରେ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧିନତା ଓ ତ୍ରିରଙ୍ଗାକୁ ସ୍ୱତନ୍ତ୍ର ଭାରତରେ
Read More...

ଫ୍ରିଜ୍‌ ଭିତରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସୀଲମପୁର ଅଞ୍ଚଳରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଫ୍ରିଜ୍‌ ଭିତରୁ ମିଳିଛି । ସେ ହେଲେ ଜାକିର । ଯାହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କେହି ଜଣେ ତାଙ୍କ ହତ୍ୟା କରି ଏଭଳି କରିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି
Read More...

ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ମହାବିରୋଡ ଫାଣ୍ଡି ପଙ୍ଗାତିରା ଗୋଡ଼ି ସାହିରେ ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଗୋଡ଼ି ସାହି ଗ୍ରାମର ପର୍ଶୁରାମ ବାରିକ(୬୦)ଙ୍କୁ ତାଙ୍କ ଜ୍ୱାଇଁ ରମଣ ବେହେରା ଗତକାଲି ରାତିରେ ଟାଙ୍ଗିଆରେ ଆକ୍ରମଣ କରିଥିଲା ।
Read More...

ଆଜି କ୍ୟାପିଟାଲ ହସ୍ପିଟାଲରେ ବସିବ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀଙ୍କ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି କ୍ୟାପିଟାଲ ହସ୍ପିଟାଲରେ ବସିବ ରୋଗୀ କଲ୍ୟାଣ ସମିତି(ଆରକେଏସ୍‌)ର କାର୍ଯ୍ୟନିର୍ବାହୀଙ୍କ ବୈଠକ । ବିଶେଷ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରୋଗୀଙ୍କ ଅଭିଯୋଗ ଓ ସନ୍ତୁଷ୍ଟିକୁ ନେଇ ଆଲୋଚନା ହେବ । ଏହା ବ୍ୟତୀତ ଗତ ବୈଠକରେ ନିଷ୍ପତ୍ତି ହୋଇଥିବା
Read More...

ବଲାଙ୍ଗିର ସହରର ମଧ୍ୟସ୍ଥଳୀରେ ଅବସ୍ଥିତ ରାଣୀବନ୍ଧ ଏବେ ନର୍ଦ୍ଦମା ପାଲଟିଛି : ଉନ୍ନତିକରଣ ନାଁରେ ପୋତି ଦେବାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟ ସ୍ଥଳୀରେ ଥିବା ରଣୀବନ୍ଧ ଏବେ ନର୍ଦ୍ଦମା ପାଲଟିବାରେ ଲାଗିଲାଣି । ରାଣୀବନ୍ଧ ହିଡ ତଥା ରାଣୀବନ୍ଧକୁ ଯିବା ଜନସାଧାରଣ ରାସ୍ତା ଉପରେ ନିର୍ମିତ ନୂତନ ଶୌଚାଳୟର ପାଇଖାନା ଟାଙ୍କିର ପାଣି ଅଧିକାଂଶ ଦିନ ପମ୍ପ ଯୋଗେ ରାତି ସମୟରେ ରାଣୀବନ୍ଧ
Read More...