Monthly Archives

July 2022

ଟାଟା ଷ୍ଟିଲରେ ଚାକିରି ଦେବାକୁ କହି ୧୦ ଲକ୍ଷ ଠକେଇ ଅଭିଯୋଗ

ଯାଜପୁର ସଦର : କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲରେ ଚାକିରି କରାଇ ଦେବାକୁ କହି ୧୦ ଲକ୍ଷ ୨୦ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଯାଜପୁର ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ଠକେଇ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲ୍ଲା
Read More...

ସିବିଆଇ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ ଜଣଙ୍କ ନାଁରେ ମାମଲା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସିବିଆଇ ଜାଲରେ ବ୍ରହ୍ମପୁର ଗୋପାଲପୁର ମିଲିଟାରି ଇଂଜିନିୟରିଂ ସର୍ଭିସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ
Read More...

ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ପୋଲିସ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ ସାଇଦଳଙ୍ଗା ଗ୍ରାମର ଗତ ୨୨ ତାରିଖ ରାତିରେ ହୋଇଥିବା ଚୋରି ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ୨୨ ତାରିଖ ସାଇଦଲଙ୍ଗା ଗ୍ରାମର ଅର୍ଜୁନ ସ୍ୱାଇଁଙ୍କ ଘରୁ ୧ ଲକ୍ଷ
Read More...

ସିଡିଓ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ଦ୍ୱାରା ୫ଟି ରୂପାନ୍ତରଣ ବିଦ୍ୟାଳୟଗୁଡିକର ସ୍ଥିତି ଅନୁଧ୍ୟାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜ୍ୟୋତି ଶଙ୍କର ମହାପାତ୍ର ସିଡିଓ କମ ଇଓ ଜିଲ୍ଲା ପରିଷଦ ପୁରୀ ଡେଲାଙ୍ଗ ବ୍ଲକ ପରିଦର୍ଶନରେ ଆସି ତୃତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ୫ଟି ରୂପାନ୍ତରଣ ବିଦ୍ୟାଳୟଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଉପଲକ୍ଷେ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟସ୍ଥିତ
Read More...

କୋଷାଗୁମୁଡ଼ାରେ ବ୍ଲକସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

ନବରଙ୍ଗପୁର : କୋଷାଗୁମୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୫ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୧୪ଟି ଗୋଷ୍ଠୀ ଗତ ହୋଇଥିବା ବେଳେ ବଳକା
Read More...

ଅଗ୍ନିକାଣ୍ଡରେ ଜଲିଗଲା ଦୁଇ ବଖରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଖେଲାଉରୀ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ତରାବୋଇ ଗ୍ରାମର ସୁଦର୍ଶନ ମଲ୍ଲିକ ଓ ଭାସ୍କର ମଲ୍ଲିକଙ୍କ ଘରେ ନିଆଁ ଲାଗି ଦୁଇ ବଖରା ଘର ଜଳିଯାଇଛି । ଖବର ପାଇ ଡେଲାଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କ
Read More...

ଆଜି ୧୨ ଘଣ୍ଟିଆ ତୁଷୁରା ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୧୨ ଘଣ୍ଟିଆ ତୁଷୁରା ବନ୍ଦ । ବଲାଙ୍ଗିର ଜିଲ୍ଲା ତୁଷୁରା ଡାକ୍ତରଖାନାରେ ଡାକ୍ତର ସମସ୍ୟା ନେଇ ତୁଷୁରା ୟୁଥ୍‌ ଏକ୍ସନ କମିଟି ପକ୍ଷରୁ ବନ୍ଦ କରାଯାଇଛି । ବନ୍ଦ ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ଏବଂ ଗାଡି ଚଳାଚଳ
Read More...

ଟାଏକୋଣ୍ଡୋ କଲର୍ ବେଲ୍ଟ ଗ୍ରେଡ଼ିଂ ଟେଷ୍ଟିଂ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ଟାଏକୋଣ୍ଡୋ ୟୁନିଅନ ଦ୍ଵାରା ଛାତ୍ରଛାତ୍ରୀଙ୍କ କଲର୍ ବେଲ୍ଟ ପ୍ରୋମୋସନ ଟେଷ୍ଟ ରାଉରକେଲା ସ୍ଥିତ ସିଭିଲ ଟାଉନସିପଠାରେ ଇଣ୍ଡିଆନ୍ ଟାଏକୋଣ୍ଡୋ ୟୁନିଅନର ମୁଖ୍ୟ କାର୍ଯ୍ୟାଳୟରେ ସେକ୍ରେଟାରୀ ଜେନେରାଲ ମାଷ୍ଟର ମୁକେଶ କୁମାର ସାହୁଙ୍କର ତତ୍ୱାବଧାନରେ
Read More...

ହରିଶଙ୍କର ପାହାଡ଼ ଉପରେ ବୋଲ୍‌ବମ୍‌ ଶ୍ରଦ୍ଧାଳୁଙ୍କ ସନ୍ଦେହ ଜନକ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ତଥା ତୀର୍ଥସ୍ଥଳୀ ହରିଶଙ୍କରରେ ଶ୍ରାବଣର ଦ୍ଵିତୀୟ ସୋମବାର ଉପଲକ୍ଷେ ହଜାର ହଜାର ବୋଲ୍‌ବମ୍‌ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସେହିପରି ଛତିଶଗଡ ରାଜ୍ୟରୁ ଅନେକ ବୋଲ୍‌ବମ୍‌ ଭକ୍ତ ହରିଶଙ୍କର ଶିବ ମନ୍ଦିରକୁ ପାଣି
Read More...

କେଏମପି ସ୍ପୋର୍ଟସ ଏକାଡେମୀର ୨୫ତମ କଲର ବେଲ୍ଟ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ କେଏମପି ସ୍ପୋର୍ଟସ ଏକାଡେମୀ ପକ୍ଷରୁ ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଥିବା ଏକାଡେମୀର ତାଲିମ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରୁ
Read More...