ଅତ୍ୟାଧୁନିକ ଫଳ ମାର୍କେଟକୁ ଦୋକାନୀ ନ ଗଲେ ବାତିଲ ହେବ ଆବଣ୍ଟନ : ବିଏମ୍ସିର ଚେତାବନୀ
ଭୁବନେଶ୍ୱର, (କେପିଏନ୍ଏସ୍) : ଅତ୍ୟାଧୁନିକ ଫଳ ମାର୍କେଟକୁ ଦୋକାନୀ ନ ଗଲେ ଆବଣ୍ଟନ ବାତିଲ ହେବ ବୋଲି ବିଏମ୍ସି ଚେତାବନୀ ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ ବିଏମ୍ସି ପକ୍ଷରୁ ୟୁନିଟ-୨ରେ ଫଳ ମାର୍କେଟ ନିର୍ମାଣ ହୋଇଥିଲା । ଜୁନ୍ ମାସରେ ଫଳ ମାର୍କେଟର ନିର୍ମାଣ କାର୍ଯ୍ୟ ସରିଥିଲା!-->…
Read More...
Read More...