Monthly Archives

July 2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୨୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୯୫ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୭୮୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୭
Read More...

ଭବାନୀପାଟଣାଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ ୨୦୪୭ ପାଳିତ

କଳାହାଣ୍ଡି, (ପି.କେ.ସାହୁ) : ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ଗତକାଲି ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗ୍ରିଡ, ଓପିଟିସିଏଲ୍ ଓ ଟିପିଡବ୍ଲୁଏଲର ମିଳିତ ସହଯୋଗରେ ବିଦ୍ୟୁତ ମହୋତ୍ସବ ପାଳିତ ହୋଇଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଆଜାଦି କା
Read More...

ଡେଲାଙ୍ଗରେ ଚିତାଲାଗି ଅମାବାସ୍ୟା କୃଷିଭିତ୍ତିକ ଗଣପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଚିତାଲାଗି ଅମାବାସ୍ୟାରେ ଗତକାଲି ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ପ୍ରତି ଘରେଘରେ ସ୍ତ୍ରୀ ଲୋକ ଅର୍ଥାତ ବୋହୁମାନେ ଚିତଉ ପିଠା କରିବା ସହ ପୂଜାର୍ଚ୍ଚନା କରି ଆନନ୍ଦ ଉଲ୍ଲାସରେ ଏହି ଚିତାଲାଗି ଅମାବାସ୍ୟା ପର୍ବ ପାଳନ କରିଛନ୍ତି । ଶ୍ରାବଣ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୩୪ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୬ଟି କେନ୍ଦ୍ରରେ (କୋର୍ବେଭାକ୍ସ)ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ବିଜେପି ପକ୍ଷରୁ କଂଗ୍ରେସ ବିରୋଧରେ ପ୍ରତିବାଦ

ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଦେଶର ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହି ଭର୍ସନା ମୂଳକ ମନ୍ତବ୍ୟ ଦେଇଥିବା ବେଳେ ଆଜି ବିଜେପି ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ ନେତାଙ୍କ କୁଶ ପୁତ୍ତଳିକା ଦାହ କରିଛି ଏହି ପରିପ୍ରେକ୍ଷୀରେ କଣ୍ଟାମାଳ
Read More...

ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ବଦଳି ପ୍ରସଙ୍ଗରେ ଇସ୍ତାହାର ପ୍ରକାଶ ପାଇବା ପରେ କଣ୍ଟାମାଳ ବ୍ଲକ ଉମା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅସନ୍ତୋଷ ଦେଖାଦେଇଛି । ଆଜି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ଅଭିଭାବକ ଓ
Read More...

ସାବରକାଂଠାର ସାବର ଡାଏରୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ ହଜାର କୋଟିରୁ ଅଧିକ ଟଙ୍କାର ବହୁମୁଖୀ ପ୍ରକଳ୍ପର…

ପ୍ରକଳ୍ପଗୁଡ଼ିକ ଯୋଗୁଁ ସେ ଅଞ୍ଚଳର ଗ୍ରାମୀଣ ଅର୍ଥନୀତିର ଅଭିବୃଦ୍ଧି ହେବା ସହ ସ୍ଥାନୀୟ ଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀଙ୍କ ଆୟ ବୃଦ୍ଧି ହେବ“ଏଫପିଓଙ୍କ ଜରିଆରେ କ୍ଷୁଦ୍ର ଚାଷୀମାନେ ଖାଦ୍ୟ ପ୍ରକ୍ରିୟାକରଣ, ମୂଲ୍ୟଭିତ୍ତିକ ରପ୍ତାନୀ ଓ ଯୋଗାଣ ବ୍ୟବସ୍ଥା ସହ ସଂଯୁକ୍ତ ହେଉଛନ୍ତି ”“ଚାଷୀମାନଙ୍କ
Read More...

ଭୋଟର ତାଲିକାରେ ସ୍ଥାନ ପାଇବା ପାଇଁ ଯୁବପିଢିଙ୍କୁ ବର୍ଷକୁ ଚାରିଟି ସୁଯୋଗ

ଦିଲ୍ଲୀ, (ପିଆଇବି) : ୧୭+ ବର୍ଷର ଯୁବପିଢି ଭୋଟର ତାଲିକାରେ ସେମାନଙ୍କ ନାମ ସାମିଲ କରିବା ପାଇଁ ଆଗୁଆ ଆବେଦନ କରିପାରିବେ ଓ ସେମାନଙ୍କୁ ୧୮ ବର୍ଷ ହେବା ପରର ଜାନୁୟାରୀ ୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଓ ନିର୍ବାଚନ ଆୟୁକ୍ତ ଅନୁପ
Read More...

ନିଜ ଜିଦ୍‌ରେ ଅଟଳ : ଯାତ୍ରୀ ହନ୍ତସନ୍ତ

ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ : ନୂଆ ବସ୍‌ଷ୍ଟାଣ୍ଡରେ ବସ ରଖ, ଅନ୍ୟତ୍ର ପାର୍କିଂ କଲେ କାର୍ଯ୍ୟାନୁଷ୍ଠାନ ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ଦୁଇଦିନ ଧରି ବରଗଡ଼ ଘରୋଇ ବସ୍ ମାଲିକ ସଂଘ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ନୂଆଁ ବସ୍‌ଷ୍ଟାଣ୍ଡକୁ ବସ୍‌ ସ୍ଥାନାନ୍ତର କରିବା ବିବାଦରେ
Read More...

ସିଦ୍ଧ ରାମଚଣ୍ଡୀ ଓ ଦେବୀଦ୍ୱାର ପୀଠର ବିକାଶ ଓ ଉନ୍ନତି ପାଇଁ ଭୂମିପୂଜା

ବାଙ୍କୀ : ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଦେବୀଦ୍ୱାର ପୀଠ ମହାନଦୀ କୂଳର ଏକ ବିଶେଷ ପ୍ରାକୃତିକ ଶୋଭା ବିମଣ୍ଡିତ ଓ ସିଦ୍ଧ ରାମଚଣ୍ଡୀଙ୍କର ଏକ ଆଧ୍ୟାତ୍ମିକ ପୀଠ ଭାବରେ ବେଶ୍ ଜଣାଶୁଣା । ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ଭଗିପୁର ପଞ୍ଚାୟତର ଏହି ପୀଠର ଉନ୍ନତି ଓ ବିକାଶ ପାଇଁ ଗୁରୁବାର ଦିନ
Read More...