Monthly Archives

July 2022

ପୋଲିସ ହାବିଲଦାରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ପୋଲିସ ହାବିଲଦାର କେଶବ ଚନ୍ଦ୍ର ନାଏକଙ୍କୁ ଥାନା ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ନାୟକଙ୍କ ନିଜ ଘର ଅନୁଗୁଳ ଜିଲ୍ଲାରେ ହୋଇଥିବା ବେଳେ ସେ ତାଙ୍କର ଚାକିରି
Read More...

ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ : ୨୦ ହଜାର ବିଭିନ୍ନ କିସମର ଗଛ ଲଗାଯିବାକୁ ବିଭାଗ ପ୍ରସ୍ତୁତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ତଥା ଖଜୁରୀପଡ଼ା ବନାଞ୍ଚଳ ଅଧିନ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଖଜୁରୀପଡ଼ା ବନାଞ୍ଚଳ ଅଧିକାରୀ ଅଜିତ୍ କୁମାର ସାହାଣୀଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରାଯାଇଛି । ସଂରକ୍ଷିତ ଜଙ୍ଗଲରେ
Read More...

ଚୋରି କରୁଥିବା ବେଳେ ଦୁର୍ବୃତ୍ତକୁ ଧରି ମାଡ ମାରିବା ସହ ପୋଲିସରେ ଜିମା ଦେଲେ ଲୋକେ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଧୂମାଭଟା ପଞ୍ଚାୟତ ଜଳିଆ ଗ୍ରାମରେ ଚୋରି କରୁଥିବା ବେଳେ ଦୁର୍ବୃତ୍ତକୁ ଧରି ମାଡ ମାରିବା ସହ ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ସୂଚନାନୁସାରେ ଗ୍ରାମର ଶୁକ୍ରୁ ମଲ୍ଲିକଙ୍କ ଘରୁ ଚୋରି କରିବା ପାଇଁ ଦୁର୍ବୃତ୍ତ ପଶିଥିବା ବେଳେ ପରିବାର
Read More...

ସଙ୍ଗବଦ୍ଧ ଆକ୍ରମଣରେ ଯୁବକ ଗୁରୁତର : ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦେଇପାଲିରେ ସଙ୍ଗବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାନୁସାରେ ଯୁବକ ଜଣକ ବରପାଲିପଡାର ସୁଧିର ବେହେରା ବୋଲି ଜଣାପଡିଛି । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ସୁଧିରଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ
Read More...

ଅଙ୍ଗ ନଦୀକୂଳରୁ ଗଳିତ ଅବସ୍ଥାରେ ମୃତଦେହ ଉଦ୍ଧାର

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରଶୁଣ୍ଡି ଗ୍ରାମର ନଦୀକୂଳ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ମୁରଶୁଣ୍ଡି ଗ୍ରାମର ନଦୀକୂଳ ନିକଟ ଏକ ଗଛରେ ଏକ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ
Read More...

କୁଟୁମଡୁଲା ପଞ୍ଚାୟତର ନାଏବ ସରପଞ୍ଚଙ୍କ ବିଜୁ ଜନତା ଦଳରେ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ କୁଟୁମଡୁଲା ପଞ୍ଚାୟତର ନାଏବ ସରପଞ୍ଚ ସୁରେନ୍ଦ୍ର ପର୍ଢିଆ (କହଁର) ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ଓ ବ୍ଲକ ସଭାପତି ଆଶୀର୍ବାଦ ସାହୁ ଓ ପଞ୍ଚାୟତ ସଭାପତି
Read More...

ପାର୍ବତ୍ୟ ଅଞ୍ଚଳକୁ ଗସ୍ତ କଲେ ବ୍ଲକ ଅଧ୍ୟକ୍ଷା ଓ ବ୍ଲକ ପ୍ରଶାସନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମ ପଂଚାୟତର ସମାଡ଼ପଦର ଗ୍ରାମଟି ସମୁଦ୍ର ପତ୍ତନରୁ ଏକ ହଜାର ଫୁଟରେ ଅବସ୍ଥିତ ଅଟେ । ଗ୍ରାମବାସୀଙ୍କୁ ମୌଳିକ ସେବା ପ୍ରଦାନ ସହ ତାଙ୍କ ମୁହଁରେ ତାଙ୍କ ସମସ୍ୟା ଶୁଣି, ତାର ସମାଧାନର ବାଟ ଫିଟାଇବା
Read More...

ବୋଡ଼େନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ପଞ୍ଚାୟତ ସମିତି ସଭା ଗୃହଠାରେ ବୋଡ଼େନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ବେହେରାଙ୍କୁ ବିଇଓ କାର୍ଯ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବୋଡ଼େନ ତହସିଲଦାରଙ୍କ ସଭାପତିତ୍ୱରେ
Read More...

ଭୀମ ପାହାଡ଼କୁ ବଲାଙ୍ଗିର ଡିଏଫ୍ଓଙ୍କ ସହ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ପରିଦର୍ଶନ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍ଏସ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଭୀମ ପାହାଡ଼କୁ ବଲାଙ୍ଗିର ଡିଏଫ୍ଓ ନୀତିଶ କୁମାରଙ୍କ ସହ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ନୀତିନ କୁଶଳ କର ମିଳିତ ଭାବେ ପରିଦର୍ଶନ କରିଥିବା ନେଇ ଆଜି ଜିଲ୍ଲାପାଳ ଶ୍ରୀ ରାଣା ସୂଚନା ଦେଇଛନ୍ତି । ତେବେ ଭୀମ
Read More...

ବିଳମ୍ବିତ ରାତିରେ ରାସ୍ତାରୁ ହଟିଲା ଦୁର୍ଘଟଣାଗ୍ରସ୍ତ ଡମ୍ଫର ଗାଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁରୁଣା ସରକାରୀ ବସଷ୍ଟାଣ୍ଡ ପାଖରେ ଗୋଟିଏ ଡମ୍ଫର ଗାଡି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଗାଡିଟି ବେଲପାହାଡଠାରୁ ଲାଞ୍ଜିଗଡ
Read More...