Monthly Archives

July 2022

୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ

କରଞ୍ଜିଆ : କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । ଗତକାଲି ବିଳମ୍ବିତ ରାତିରେ ଶୁକୃଲି ବ୍ଲକର ତଲଙ୍ଗା, କୁଜିଆମ, ଧୁଡିପାଣି ଗାଁରେ ତିନୋଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ୨୩ ଟିକିଆ ହାତୀପଲ । ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ଦେଇଛନ୍ତି ହାତୀପଲ । ବର୍ତ୍ତମାନ
Read More...

ଫ୍ୟାକ୍ଟ୍ରିରେ କାମ ସାରି ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ କର୍ମଚାରୀଙ୍କ ମୃତ୍ୟୁ

ମୋହନା : ନାରାୟଣ ନଗରରେ ଥିବା ଚାଓମିନ୍‌ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଘଟଣ ଘଟିଛି । ଫ୍ୟାକ୍ଟ୍ରିରେ କାମ ସାରି ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଜାଳେଣି ଗ୍ୟାସ ଲିକ୍‌ ଯୋଗୁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ
Read More...

ନନ୍ଦନକାନନରେ ଆନାକୋଣ୍ଡା ଶାବକ ଜନ୍ମ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪୫(ଝ) ଖୁଆଡ଼ରେ ରହୁଥିବା ୫ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡା ବୁଧବାର ସକାଳୁ ଏକ ଶାବକ ଜନ୍ମ ଦେଇଛି । ଦୀର୍ଘ ୩ ବର୍ଷ ପରେ ଆନାକୋଣ୍ଡା ଶାବକ ଜନ୍ମ ଦେବା ଘଟଣାରେ ନନ୍ଦନକାନନ କର୍ତ୍ତୃପକ୍ଷ ବେଶ୍‌ ଉତ୍ସାହିତ ହୋଇଛନ୍ତି । ପ୍ରାଣୀ ଉଦ୍ୟାନରେ
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁରକ୍ଷିତ ହେଉଛି ବହୁମୂଲ୍ୟ ଜୀବନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲୋକଙ୍କ ଚିକିତ୍ସା ଜନିତ ଆର୍ଥିକ ଚିନ୍ତା ଦୂର କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବହୁମୂଲ୍ୟ ଜୀବନ ସୁରକ୍ଷିତ କରୁଛି । ଏହି ଯୋଜନାରେ ଲୋକମାନେ ଜୁନ୍ ମାସରେ ₹୧୦୮.୦୮ କୋଟିର ଚିକିତ୍ସା ଖର୍ଚ୍ଚ ବଞ୍ଚାଇ ପାରିଥିବା ବେଳେ ୪୮,୬୦୦ରୁ ଅଧିକ ଜଣ ଲୋକ ଏହା
Read More...

ଖାଦ୍ୟ ସୁରକ୍ଷା କାର୍ଯ୍ୟାନ୍ୱୟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଆସିଥିବା ରୂପାନ୍ତରଣ ସମଗ୍ର ଦେଶ ତଥା ବିଶ୍ଵରେ ଉଦାହରଣ ସୃଷ୍ଟି କରିଛି । ୱର୍ଲଡ ଫୁଡ୍ ପ୍ରୋଗ୍ରାମ୍‌ର ସିଇଓ ଡେଭିଡ୍ ବିସ୍‌ଲେ ଓଡ଼ିଶାର ଖାଦ୍ୟ ସୁରକ୍ଷା ଉପଲବ୍ଧି ଅନ୍ୟ ଦେଶ ପାଇଁ ଉଦାହରଣ ବୋଲି
Read More...

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୦.୫୫ ପ୍ରତିଶତ ବିଦ୍ୟାର୍ଥୀଙ୍କ କୃତକାର୍ଯ୍ୟ ହାସଲ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫,୨୬,୮୧୮ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫,୧୭,୮୪୭ ଜଣ ଅର୍ଥାତ୍ ୯୦.୫୫ ପ୍ରତିଶତ କୃତକାର୍ୟ୍ୟ ହୋଇଛନ୍ତି । ଏସ୍‌ଏମ୍‌ଇ ଓଡିଶା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଥିଲେ । ବିଭାଗୀୟ ପ୍ରମୁଖ ଶାସନ
Read More...

ପଣ୍ଡିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ରକ୍ତଦାନ ଶିବିର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପଣ୍ଡିତ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ନେହେରୁ ଯୁବକେନ୍ଦ୍ର, ପୁରୀ, ସମର୍ପଣ, ପୁରୀ, ଓ ଭାରତୀୟ ରେଡ଼କ୍ରସ ସୋସାଇଟି, ପୁରୀ ଶାଖା ମିଳିତ ସହଯୋଗରେ ବ୍ଲଡ ବ୍ୟାଙ୍କ, ପୁରୀଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୫୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୨୩୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୧ ଜଣ
Read More...

ବନ ମହୋତ୍ସବ ସପ୍ତାହରେ ସାମୁହିକ ବୃକ୍ଷ ରୋପଣ

ଲୋଇସିଂହା, (କେପିଏନ୍‌ଏସ୍‌) : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କଟୁରାପାଲିଠାରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଗତକାଲି ସାମୁହିକ ଚାରା ରୋପଣ କାର୍ଯ୍ୟ ତଥା ବୃକ୍ଷ ରୋପଣ ଓ ତାର ଯତ୍ନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୁକେଶ କୁମାର
Read More...

ପଣ୍ଡିତ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଣ୍ଡିତ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଏବଂ ବନ ମହୋତ୍ସବ ପାଳନ ଅବସରରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଜେବି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଘନିପୂର, ଘୋରଡିଆ ପରିସରରେ ଇଣ୍ଟେଲେକ୍‌ଚୁଆଲ୍‌ କ୍ଲବ ଘୋରଡିଆ ଓ ନେହେରୁ ଯୁବ
Read More...