ବାହୁଡାରେ ବାହୁଡି ଗଲେ ପ୍ରଫେସର ଡ. ସୋମନାଥ ମିଶ୍ର
ରାଉରକେଲା, (ସସ୍ମିତା ପ୍ରଧାନ) : ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରାରେ ବାହୁଡି ଗଲେ ବିଶ୍ୱର ଜଣେ ଶ୍ରେଷ୍ଠ ଧାତୁ ବିଜ୍ଞାନୀ ପ୍ରଫେସର ଡ. ସୋମନାଥ ମିଶ୍ର । ୮୭ ବର୍ଷର କର୍ମମୟ ଜୀବନରେ ପଡିଛି ଜବନିକା । ରାଉରକେଲା ସହର ହରାଇଛି ଜଣେ ଶ୍ରେଷ୍ଠ ଶିକ୍ଷାବିତ୍ଙ୍କୁ । ପ୍ରଫେସର ଡ.!-->…
Read More...
Read More...