ସ୍ତ୍ରୀକୁ ପଥରରେ ଛେଚି ଅମାନବୀୟ ଭାବେ ହତ୍ୟା କଲା ସ୍ଵାମୀ
ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗ୍ରାମର ସୁକାନ୍ତି ନାୟକ ଓ ତାଙ୍କ ସ୍ଵାମୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବସଚା ହୋଇଥିଲା । ଏଥିରେ ସ୍ଵାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ସୁକାନ୍ତି!-->…
Read More...
Read More...