Daily Archives

ବଡଭାଇର ମୃତ୍ୟୁ ଖବର ଶୁଣି ସାନଭାଇର ଆତ୍ମହତ୍ୟା ଉଦ୍ୟମ ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହରାଇଲେ ସାନଭାଇ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା କୁମାରଖୁନ ଗାଁରେ ଘଟିଛି ଅଭାବନୀୟ ଘଟଣା । ବଡଭାଇର ମୃତ୍ୟୁ ଖବର ପାଇ ବିଷ ପିଇଲେ ସାନଭାଇ । ଗୁରୁତ୍ତର ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ୧୦ ଘଣ୍ଟା ସମୟରେ
Read More...

ଆଜି ବିଶ୍ୱ ବ୍ୟାଘ୍ର୍ୟ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ବ୍ୟାଘ୍ର୍ୟ ଦିବସ । ଜଙ୍ଗଲ ରାଜାର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି । ସାରା ବିଶ୍ୱରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି । ବିଶ୍ୱର ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ
Read More...

ନୃତ୍ୟ ଗୀତ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣ ରାଉରକେଲାର ନୟାଡେରାଠାରେ ମାଝୀ ମାଣ୍ଡଆ ଓ ରଘୁନାଥ ଯୁବକ ସଂଘ ତରଫରୁ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସାନ୍ତାଳୀ ପରମ୍ପରାର ନୃତ୍ୟ ଗୀତ ମାଧ୍ୟମରେ ଗ୍ରାମବାସୀଙ୍କ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ମାଝୀ ମାଣ୍ଡଆର ଆବାହକ
Read More...

ଯୁବତୀଙ୍କ ଘର ଆଗରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରେକଲା ସେକ୍ଟର-୧୬ ଶିବାଜୀ ନଗର ବସ୍ତିରେ ଜଣେ ଯୁବତୀଙ୍କ ଘର ଆଗରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଆତ୍ମହତ୍ୟା ନାଁ ହତ୍ୟା ସେ ନେଇ
Read More...

ଲଜ୍ଜା : ୬ ଜଣ ଲୋକ ମିଶି ରାତିସାରା ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପରଦିନ ଭୁତେଶ୍ୱର ମନ୍ଦିର ନିକଟରୁ…

ଜୟପୁର : ରାଜସ୍ଥାନର ଧୌଲପୁରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନାବାଳିକା ରାତି ସାରା ୬ ଜଣ ଦୁର୍ବୃତଙ୍କ ଦ୍ୱାରା ଗଣଦୁଷ୍କର୍ମ ଶିକାର ହୋଇଥିବା ବେଳେ ପରଦିନ ପୀଡିତାଙ୍କୁ ଭୁତେଶ୍ୱର ମନ୍ଦିର ନିକଟରେ ପକାଇ ଦେଇଥିଲେ । ଏହି ମାମଲାରେ ପୋଲିସ କହିଛି ଯେ, ଜଣେ ୧୪ ବର୍ଷର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୨୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୯୫ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୭୮୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୭
Read More...

ଭବାନୀପାଟଣାଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ ୨୦୪୭ ପାଳିତ

କଳାହାଣ୍ଡି, (ପି.କେ.ସାହୁ) : ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ଗତକାଲି ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗ୍ରିଡ, ଓପିଟିସିଏଲ୍ ଓ ଟିପିଡବ୍ଲୁଏଲର ମିଳିତ ସହଯୋଗରେ ବିଦ୍ୟୁତ ମହୋତ୍ସବ ପାଳିତ ହୋଇଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଆଜାଦି କା
Read More...

ଡେଲାଙ୍ଗରେ ଚିତାଲାଗି ଅମାବାସ୍ୟା କୃଷିଭିତ୍ତିକ ଗଣପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଚିତାଲାଗି ଅମାବାସ୍ୟାରେ ଗତକାଲି ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ପ୍ରତି ଘରେଘରେ ସ୍ତ୍ରୀ ଲୋକ ଅର୍ଥାତ ବୋହୁମାନେ ଚିତଉ ପିଠା କରିବା ସହ ପୂଜାର୍ଚ୍ଚନା କରି ଆନନ୍ଦ ଉଲ୍ଲାସରେ ଏହି ଚିତାଲାଗି ଅମାବାସ୍ୟା ପର୍ବ ପାଳନ କରିଛନ୍ତି । ଶ୍ରାବଣ
Read More...