Daily Archives

ଗାଳ୍ପିକା ମଞ୍ଜୁଳା ରଥଙ୍କ ଗଳ୍ପ ସଂକଳନ ‘ସ୍ମୃତିର ବେଳାଭୂମିରୁ’ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷାବିତ୍ ତଥା ଗାଳ୍ପିକା ମଞ୍ଜୁଳା ରଥଙ୍କ ଅଷ୍ଟମ ଗଳ୍ପ ସଂକଳନ ' ସ୍ମୃତିର ବେଳାଭୂମିରୁ ' ସେକ୍ଟର ୭ସ୍ଥିତ ଇସ୍ପାତ ସାହିତ୍ୟ ସଂସଦଠାରେ ଉନ୍ମୋଚିତ ହୋଇଯାଇଛି । ସଂସଦର ସଭାପତି ତ୍ରିଲୋଚନ ମଥାନଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ନୃସିଂହ ଚରଣ
Read More...

ଆଜି ବିଶ୍ୱ ହେପାଟାଇଟିସ୍‌ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ମୋଟ ଜନସଂଖ୍ୟାର ୩ରୁ ୫% ହେପାଟାଇଟିସ୍‌-ବି ରୋଗରେ ଆକ୍ରାନ୍ତ । ସେହିଭଳି ୨% ହେପାଟାଇଟିସ୍‌-ସିରେ ପୀଡ଼ିତ । ଦେଶ ତୁଳନାରେ ଓଡ଼ିଶାରେ ଏହି ସଂଖ୍ୟା ବହୁ କମ୍‌ । କିନ୍ତୁ ରାଜ୍ୟର ଦୁର୍ଗମ ତଥା ଗ୍ରାମାଞ୍ଚଳରେ ଏହାର ସର୍ବେକ୍ଷଣ ହୋଇନି । ତେଣୁ ଏହାର
Read More...

ମାଓବାଦୀଙ୍କ ଶହୀଦ ସପ୍ତାହରେ ଲାଗିଲା ମାଓ ପୋଷ୍ଟର

ମ.ରାମପୁର, (ହେମନ୍ତ ସାହୁ) : ମାଓବାଦୀମାନଙ୍କ ଶହୀଦ ସପ୍ତାହ ଚାଲିଥିବା ବେଳେ ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରିଛନ୍ତି ଲାଲବାହିନୀ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମୋହନଗିରି ପଞ୍ଚାୟତର ମୋହନଗିରି ମେନରୋଡ଼ ହାଟପଡା, ବିଜାମାଲର ହରିଡ଼ାପଡା, ସିଂହପୁର ପଂଚାୟତ କାନ୍ଥ,
Read More...

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ଆନନ୍ଦପୁର : ଆନନ୍ଦପୁର ବ୍ଲକ୍ ଅଶସନବଣୀ ଗାଁରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ବୁଧବାର ସନ୍ଧ୍ୟା ବେଳେ ଅଶସନବଣୀ ଗ୍ରାମର ୬୫ ବର୍ଷ ବୟସ୍କ ଡିମ୍ବାଇ ହୋ ନିଜ ବିଲ କାମ ସାରି ଗାଁ ପୋଖରୀକୁ ଧୋଇ ହେବା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର
Read More...

ନିଯୁକ୍ତି ସଂକ୍ରାନ୍ତ ଏକ ଫେକ୍ ଚିଠି ଇସ୍ୟୁ ହୋଇଥିବା ନେଇ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନାମରେ ନିଯୁକ୍ତି ସଂକ୍ରାନ୍ତ ଏକ ଫେକ୍ ଚିଠି ଇସ୍ୟୁ ହୋଇଥିବା ଆମ ଦୃଷ୍ଟିକୁ ଆସିଛି । ଏହିଭଳି କୌଣସି ଚିଠି ବିଭାଗ ପକ୍ଷରୁ ଇସ୍ୟୁ କରାଯାଇନାହିଁ ଏବଂ ଏହା ବିରୋଧରେ
Read More...

ଡାଇରିଆ ବା ତରଳ ଝାଡା ପ୍ରତି ସତର୍କ ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଡାଇରିଆ ବା ତରଳ ଝାଡା ପ୍ରତି ସତର୍କ ଓ ସଚେତନ ରୁହନ୍ତୁ । ନଈ, ଝରଣା, କୂଅ ବା ପୋଖରୀ ଆଦି ପାଣି ପିଅନ୍ତୁ ନାହିଁ । ବାସି, ପଚାସଢା ବା ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ । ତଟକା ଖାଦ୍ୟ ଖାଇବା ସହ ସ୍ୱଚ୍ଛ ପାନୀୟ ଜଳ ପିଅନ୍ତୁ । ମନେ ରଖନ୍ତୁ,
Read More...

ବିପିଇଡି ଏବଂ ବିଏସିପିଇଡି ଯୋଗ୍ୟତା ଥିବା ପିଇଟିମାନଙ୍କ ବେତନ ବୃଦ୍ଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗ୍ରାଣ୍ଟ୍-ଇନ୍-ଏଡ୍ ଅର୍ଡର ୨୦୧୪ ଅନୁଯାୟୀ ଅନୁଦାନପ୍ରାପ୍ତ କାର୍ଯ୍ୟରତ ପିଇଟି, ଯେଉଁମାନେ ବିପିଇଡି ଏବଂ ବିଏସ୍‌ପିଇଡି ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନଙ୍କ ବେତନ ମାସିକ ୮ ହଜାର ଟଙ୍କାରୁ ବୃଦ୍ଧି କରାଯାଇ
Read More...

ପରୀକ୍ଷା ଫଳ ଆଧାରରେ ୮୦% ହିସାବକୁ ନେଇ ପ୍ରତ୍ୟେକ ବିଷୟରେ ମୂଲ୍ୟାୟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଥମଥର ପାଇଁ ୨୦୨୧-୨୨ ଶିକ୍ଷାବର୍ଷରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ତ୍ରୈମାସିକ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ତ୍ରୈମାସିକ ପରୀକ୍ଷା ଫଳ ଆଧାରରେ ଶତକଡା ୨୦% ଏବଂ ପରିଷଦ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ ଆଧାରରେ ୮୦% ହିସାବକୁ ନେଇ ପ୍ରତ୍ୟେକ
Read More...

୭୫ ଦିନ ପାଇଁ ବିନା ମୂଲ୍ୟରେ ଟିକାକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୮ରୁ ୫୯ ବର୍ଷ ନିମନ୍ତେ ଚଳିତ ଜୁଲାଇ ୧୫ ତାରିଖରୁ କୋଭିଡ୍ ପ୍ରିକ୍ସନ୍ ଡୋଜ୍ ସରକାରୀ କୋଭିଡ୍ ଟୀକାକରଣ କେନ୍ଦ୍ରମାନଙ୍କରେ ୭୫ ଦିନ ପାଇଁ ବିନା ମୂଲ୍ୟରେ ଦିଆଯାଉଛି । ୨ୟ ଡୋଜ୍ ଟୀକା ନେଇଥିବା ବ୍ୟକ୍ତିମାନେ ୬ ମାସ ପରେ ପ୍ରିକ୍ସସନ୍ ଡୋଜ୍ ନେଇପାରିବେ ।
Read More...

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି । ବିଜ୍ଞାନ ପରୀକ୍ଷାରେ ପାସ୍ ହାର ୯୪.୧୨ ପ୍ରତିଶତ ଏବଂ ବାଣିଜ୍ୟରେ ପାସ୍ ହାର ୮୯.୨୦ ପ୍ରତିଶତ ରହିଛି । ବିଜ୍ଞାନରେ ୭୬,୬୦୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୨,୧୦୬ ଜଣ ଉତ୍ତୀର୍ଣ୍ଣ
Read More...