Daily Archives

ସମନ୍ଵିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୨ରେ ଯକ୍ଷ୍ମାରୋଗ ନିରାକରଣ ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମନ୍ଵିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୨ରେ ଯକ୍ଷ୍ମାରୋଗ ନିରାକରଣ ପାଇଁ ସହଯୋଗ କରନ୍ତୁ । ଦୁଇ ସପ୍ତାହରୁ ଅଧିକ ଦିନ କାଶ, ଜ୍ୱର, ଓଜନ କମିବା, କଫରେ ରକ୍ତ ପଡିବା ଆଦି ଲକ୍ଷ୍ୟଣ ଦେଖାଗଲେ କଫ ପରୀକ୍ଷା କରାଇ ନିଅନ୍ତୁ । ସମସ୍ତ ସରକାରୀ ଡାକ୍ତର
Read More...

ବଲାଙ୍ଗିର ଜିଲ୍ଲାରୁ ୧୦ ଜଣ କରାଟେକା ଆନ୍ତରାଷ୍ଟ୍ରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଲକତାଠାରେ ଆୟୋଜିତ ୬ଷ୍ଠ ଆନ୍ତରାଷ୍ଟ୍ରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର 'ବଲାଙ୍ଗିର କରାଟେ ସ୍କୁଲ'ର ୧୦ ଜଣ କରାଟେକା କାତା ଏବଂ କୁମିତିରେ ଭାଗ ନେବେ । ଏହି ପ୍ରତିଯୋଗିତା କୋଲକତାର 'ନେତାଜୀ ଇନ୍‌ଡୋର ଷ୍ଟାଡିୟମ'ରେ ୩୦ ଓ ୩୧ ଜୁଲାଇରେ
Read More...

ଶିଶୁ ବିକାଶ କେନ୍ଦ୍ରର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶିଶୁ ବିକାଶ କେନ୍ଦ୍ର ତରଫରୁ ଟିକ୍ରାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥଙ୍କ ପୌରାହିତ୍ୟରେ ଏହି ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ
Read More...

ଜିଲ୍ଲା ନୋଡାଲ ଟିମ୍‌ଙ୍କ ଅମୃତ ସରୋବର ପରିଦର୍ଶନ

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ସଇଁତଲା ବ୍ଲକକୁ ବଲାଙ୍ଗିର ଜିଲ୍ଲା ନୋଡାଲ ଟିମ୍‌ ପରିଦର୍ଶନରେ ଆସି ଅମୃତ ସରୋବର କାର୍ଯ୍ୟର ତଦାରଖ କରିଥିଲେ । ଏଥିରେ ଜିଲ୍ଲା ମନରେଗା କୋଡିନେଟର ଅଶୋକ କୁମାର ସାହୁ ଓ ଜିଲ୍ଲା ଏନ୍‌ଆର୍‌ଏମ୍‌ କୋଡିନେଟର ପ୍ରୀତମ କୁମାର ପାଣିଗ୍ରାହୀ ପରିଦର୍ଶନରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଲୁହୁରାମୁଣ୍ଡା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୪ ଓ ୨୧ରୁ ୨ ଜଣ, ୬, ୨, ୧୯, ୧୮ରୁ ଜଣେ
Read More...

ବଡ଼ଭାଇର ମୃତ୍ୟୁ ଖବର ପାଇ ସାନଭାଇର ଆତ୍ମହତ୍ୟା କରିବାକୁ ଉଦ୍ୟମ : ଏକ ଘଣ୍ଟା ପରେ ମଧ୍ୟ ପହଞ୍ଚିଲା ନାହିଁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଳପଡା ଥାନା ବାଗଦୋର ପଞ୍ଚାୟତ କୁମ୍ଭାରଖୁନ ଗାଁରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗୋଟିଏ ପରିବାରର ଜଣେ ଭାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ବେଳେ ବଡ ଭାଇର ମୃତ୍ୟୁ ହୋଇଥିବା ଜାଣି ସାନଭାଇ ବିଷ ପାନ କରି
Read More...

ଶିକ୍ଷକ ଚଞ୍ଚଳ ସାହୁଙ୍କ ବିୟୋଗରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଗତ ୨୭ ତାରିଖ ବୁଧବାର ରାତ୍ରି ୩ ଘଟିକା ସମୟରେ ଜ୍ଞାନ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଚଞ୍ଚଳ ସାହୁଙ୍କ ବିୟୋଗରେ ରାଜବୋଡାସମ୍ବର ବ୍ଲକ ଅଧିନସ୍ଥ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା । ସଂଧ୍ୟାରେ ମିଳିତ
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ୧ ମୃତ, ୪ ଗୁରୁତର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-କଣାସ ସଡ଼କର କଲ୍ୟାଣପୁର କଲେଜ ଛକଠାରେ ଦୁଇଟି ବାଇକ୍‌ ମୁହାମୁହିଁ ଧକ୍କା ହେବା ଯୋଗୁଁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ
Read More...

ପ୍ରକୃତି ଓ ପରିବେଶ ସୁରକ୍ଷା ସଂକଳ୍ପ ପତ୍ର ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜୁଲାଇ ୨୮ ତାରିଖ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଡେଲାଙ୍ଗ ଉପନିବନ୍ଧକ କାର୍ଯ୍ୟାଳୟ ମୋହରୀରଖାନା ପରିସରରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଉଦଘାଟକ
Read More...

ବଡଭାଇର ମୃତ୍ୟୁ ଖବର ପାଇ ଆତ୍ମହତ୍ୟା ଉଦ୍ୟମ କଲା ସାନଭାଇ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କୁମାରଖୁନ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ବଡଭାଇର ମୃତ୍ୟୁ ଖବର ପାଇ ସାନଭାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଡାକ୍ତର ଖାନରେ ଭର୍ତ୍ତି
Read More...