Daily Archives

ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡାଙ୍କୁ ବିଦାୟ ସମ୍ବର୍ଦ୍ଧନା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡାଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଖପ୍ରାଖୋଲ ଏବିଇଓ ମିନିକେତନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ
Read More...

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ଅର୍ଥାତ୍ ୨୭ ଜୁଲାଇ, ୨୦୨୨ରେ ପ୍ରକାଶ ପାଇବ । ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ଅପରାହ୍ନ ୪ଟା ବେଳେ ପରୀକ୍ଷା ଫଳ
Read More...

ପୂର୍ବତନ ସମିତି ସଭ୍ୟ ପିତବାସ ପଟେଲଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ରାଣୀପାଲି ନିବାସୀ ପିତବାସ ପଟେଲଙ୍କ ୬୬ ବର୍ଷ ବୟସରେ ହୃତ୍‌ଘାତରେ ପରଲୋକ ଘଟିଥିବା ଜଣାପଡିଛି । ସେ ଜଣେ ପରୋପକାରୀ, ସମାଜସେବୀ, ଲୋକପ୍ରିୟ ସମିତି ସଭ୍ୟ ତଥା ସକମା ଏସ୍‌ସିଏସ୍‌ର ସଭାପତି ଥିଲେ । ରାଣୀପାଲି ଗ୍ରାମ ଶ୍ମଶାନରେ ତାଙ୍କର
Read More...

ଫେକ୍‌ ହ୍ୱାଟ୍‌ସଆପ ମେସେଜ୍ ପ୍ରତି ସତର୍କ ରହିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁରୋଧ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହ୍ୱାଟ୍‌ସଆପରେ ବରିଷ୍ଠ ଅଧିକାରୀ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ବିଭ୍ରାନ୍ତ କରୁଥିବା କେତେକ ଘଟଣା ନଜରକୁ ଆସିଛି । ୯୩୧୫୬ ୪୧୭୮୪ ନମ୍ବରରୁ ମୁଖ୍ୟ ଶାସନ ସଚିବଙ୍କ ନାମରେ ଫେକ୍ ହ୍ୱାଟ୍‌ସଆପ ଆକାଉଣ୍ଟ ଖୋଲି ମେସେଜ୍
Read More...

ପୁଣି ଉପରକୁ ଉଠିଲା କରୋନା ସଂକ୍ରମଣ ଗ୍ରାଫ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୭୪ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଣି ଉପରକୁ ଉଠିଲା କରୋନା ସଂକ୍ରମଣ ଗ୍ରାଫ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୭୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୫୫ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୧୧
Read More...

ଜିଲ୍ଲା ସାମ୍ବାଦିକ ସଂଘ ଓ ଅବସରପ୍ରାପ୍ତ ସୈନିକ ସଂଘ ଆନୁକୂଲ୍ୟରେ ୨୩ତମ କାରଗିଲ ବିଜୟ ଦିବସ ପାଳିତ

ଶହୀଦଙ୍କ ତ୍ୟାଗର ପଟାନ୍ତର ନାହିଁ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମା' ଭାରତୀର ବୀରପୁତ୍ରମାନଙ୍କ ଅଦମ୍ୟ ସାହାସ ଓ ପରାକ୍ରମ ଫଳରେ ୨୩ ବର୍ଷ ପୂର୍ବେ ଭାରତୀୟ ସେନା ନିଜ ପ୍ରାଣକୁ ବାଜି ଲଗାଇ କାରଗିଲ ବିଜୟ କରିବାରେ ସଫଳ ହୋଇଥିଲା । ଭାରତ ମାତାର ସର୍ବଶ୍ରେଷ୍ଠ ସନ୍ତାନମାନଙ୍କ ସାହାସ,
Read More...

ମହିଳା ମହାବିଦ୍ୟାଳୟ କର୍ମଚାରୀଙ୍କ ଆନ୍ଦୋଳନ ଜାରି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ହଷ୍ଟେଲରେ ଅଚଳାବସ୍ଥା ଜାରି, ଯୁକ୍ତି ଯୁକ୍ତ ମଜୁରି ଓ ବହିଷ୍କାର ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଏବଂ ବନ୍ଦ ଥିବା ହଷ୍ଟେଲକୁ ତୁରନ୍ତ ଖୋଳିବା ଦାବୀରେ
Read More...