ଆଡ୍ଭୋକେଟ୍ ଚିନ୍ତାମଣି ରାଉତଙ୍କ ମାତୃ ବିୟୋଗ
ପାଟଣାଗଡ଼, (କେପିଏନ୍ଏସ୍) : ସରମୁହାଣ ନିବାସୀ ଆଡ୍ଭୋକେଟ୍ ଚିନ୍ତାମଣି ରାଉତଙ୍କ ମାତା ସୁଶୀଳା ରାଉତ ଗତ କାଲି ସନ୍ଧ୍ୟା ୫ଟା ୧୨ରେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଝିଅ ଗେଲମତି ପଟେଲ୍, ବେଲ ପଟେଲ୍,!-->…
Read More...
Read More...