Daily Archives

ଟାଏକୋଣ୍ଡୋ କଲର୍ ବେଲ୍ଟ ଗ୍ରେଡ଼ିଂ ଟେଷ୍ଟିଂ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ଟାଏକୋଣ୍ଡୋ ୟୁନିଅନ ଦ୍ଵାରା ଛାତ୍ରଛାତ୍ରୀଙ୍କ କଲର୍ ବେଲ୍ଟ ପ୍ରୋମୋସନ ଟେଷ୍ଟ ରାଉରକେଲା ସ୍ଥିତ ସିଭିଲ ଟାଉନସିପଠାରେ ଇଣ୍ଡିଆନ୍ ଟାଏକୋଣ୍ଡୋ ୟୁନିଅନର ମୁଖ୍ୟ କାର୍ଯ୍ୟାଳୟରେ ସେକ୍ରେଟାରୀ ଜେନେରାଲ ମାଷ୍ଟର ମୁକେଶ କୁମାର ସାହୁଙ୍କର ତତ୍ୱାବଧାନରେ
Read More...

ହରିଶଙ୍କର ପାହାଡ଼ ଉପରେ ବୋଲ୍‌ବମ୍‌ ଶ୍ରଦ୍ଧାଳୁଙ୍କ ସନ୍ଦେହ ଜନକ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ତଥା ତୀର୍ଥସ୍ଥଳୀ ହରିଶଙ୍କରରେ ଶ୍ରାବଣର ଦ୍ଵିତୀୟ ସୋମବାର ଉପଲକ୍ଷେ ହଜାର ହଜାର ବୋଲ୍‌ବମ୍‌ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସେହିପରି ଛତିଶଗଡ ରାଜ୍ୟରୁ ଅନେକ ବୋଲ୍‌ବମ୍‌ ଭକ୍ତ ହରିଶଙ୍କର ଶିବ ମନ୍ଦିରକୁ ପାଣି
Read More...

କେଏମପି ସ୍ପୋର୍ଟସ ଏକାଡେମୀର ୨୫ତମ କଲର ବେଲ୍ଟ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ କେଏମପି ସ୍ପୋର୍ଟସ ଏକାଡେମୀ ପକ୍ଷରୁ ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଥିବା ଏକାଡେମୀର ତାଲିମ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରୁ
Read More...

ଖପ୍ରାଖୋଲ ପୁଲିସ କବଜାରେ ପାଣିପମ୍ପ ଚୋର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଦାନାମାଲ ଗ୍ରାମର ବୈତାଳୁ ଭୁଏଙ୍କ ଚାଷ ଜମିରେ ଜଳସେଚନ ପାଇଁ ବ୍ୟବହାର ହେଉଥିବା ୩ ଏଚ୍‌ପିର ଗୋଟିଏ ପାଣିପମ୍ପ ଗତ ୯/୦୭ ତାରିଖରେ କେହି ଚୋରି କରି ନେଇଥିବା ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ
Read More...

ଦିଗପହଣ୍ଡି ବ୍ଳକ୍ ଅଫିସ ଆଗରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ବିଷପିଇ ଆତ୍ମହତ୍ୟା ଉଦ୍ୟମ

ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା,
Read More...

ସୋନିଆ ଗାନ୍ଧୀଙ୍କୁ ଆଜି ପୁଣି ଇଡିର ଜେରା

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପୁଣି ଥରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ରେ ଆଜି ହାଜର ହେବେ । ଅଧିକାରୀ କହିଛନ୍ତି ଯେ, ସୋନିଆ ଗାନ୍ଧୀ ଆଜି ଅପରାହ୍ନରେ ଇଡି ଆଗରେ
Read More...

ଗୁଜୁରାଟରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ, ୪୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ଗୁଜୁରାଟର ବୋତଡ ଜିଲ୍ଲାରେ ବିଷାକ୍ତ ମଦ ପିଇ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୪୦ରୁ ଅଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସର ସୂଚନାନୁସାରେ, ମାମଲାର ତଦନ୍ତ ବେଳେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି । ସେମାନେ
Read More...

ତଳମୁହାଁ କରୋନା ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୬୨ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ଜିଲ୍ଲାରୁ ୯

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏବେ ତଳମୁହାଁ କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୬୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୦୪ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୫୪ ରହିଥିବା ବେଳେ
Read More...

ଛତ୍ରପୁର ବ୍ଲକ କରାତଳି ଗ୍ରାମରେ ସ୍ୱଦେଶୀ ଔଷଧୀ ହାଟ ଏବଂ ଦିନିକିଆ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଗୋ-ବିଜ୍ଞାନ ଫାଉଣ୍ଡେସନ ଓ ବୈଦ୍ୟଶାଳାର ମିଳିତ ଆନୁକୂଲ୍ୟରେ ଛତ୍ରପୁର କରାତଳି ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରଠାରେ ପ୍ରାକୃତିକ ସ୍ୱାସ୍ଥ୍ୟ ଶିବିର ଓ ସ୍ୱଦେଶୀ ହାଟ, ଜୈବିକ ଚାଷ ସମ୍ପର୍କରେ ଗତ ରବିବାର ଏକ ସଚେତନତା କର୍ମଶାଳା
Read More...

ଆଜି କାର୍ଗିଲ ବିଜୟ ଦିବସ, ରାଷ୍ଟ୍ରପତି ମୁର୍ମୁ ଶହୀଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ

ନୂଆଦିଲ୍ଲୀ : ଆଜି ଅର୍ଥାତ୍ ୨୬ ଜୁଲାଇରେ କାର୍ଗିଲ ବିଜୟ ଦିବସ ସାରା ଦେଶରେ ପାଳନ କରାଯାଉଛି । ୧୯୯୯ରେ ଏହି ଦିନ, ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଘଉଡାଇ ଟାଇଗର ହିଲ୍‌ ଏବଂ ଅନ୍ୟାନ୍ୟ ପୋଷ୍ଟକୁ 'ଅପରେସନ୍ ବିଜୟ'ର ଅଂଶ ଭାବରେ କାବୁ କରିଥିଲା । ରାଷ୍ଟ୍ରପତି ଦ୍ରୌପଦୀ
Read More...