Daily Archives

ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ ପରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) :ଜୁହାର !ନମସ୍କାର !ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ନିମନ୍ତେ ମତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତ ସଂସଦ ଓ ବିଧାନସଭା ସଦସ୍ୟଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି । ଆପଣମାନଙ୍କ ଭୋଟ୍ ଦେଶର କୋଟି କୋଟି ନାଗରିକଙ୍କ ବିଶ୍ୱାସର ଅଭିବ୍ୟକ୍ତି । ଏହି
Read More...

ପାର୍ବତୀ ଗିରି ସେବା ସମ୍ମାନ ପାଇବେ ଡାକ୍ତର କୃଷ୍ଣ ପ୍ରସାଦ ବହିଦାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ମାଆ ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ସମାରୋହ ପାଳନ କରାଯିବ । ଏହି ପାର୍ବଣରେ ବିଶିଷ୍ଟ ସେବକ ଡା. କୃଷ୍ଣ ପ୍ରସାଦ ବହିଦାରଙ୍କୁ ମର୍ଯ୍ୟାଦାଜନକ “ପାର୍ବତୀ ଗିରି ସେବା ସମ୍ମାନ”
Read More...

ବନ୍ଧପଡ଼ା ହାଇସ୍କୁଲକୁ ମିଳିଲା ନୂତନ ଉଚ୍ଚ ମାଧ୍ୟମିକ ସ୍କୁଲର ମାନ୍ୟତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପଞ୍ଚିମାଞ୍ଚଳରେ ଥିବା ବନ୍ଧପଡ଼ା ହାଇସ୍କୁଲରେ ଚଳିତ ଶିକ୍ଷାବର୍ଷରୁ ଯୁକ୍ତଦୁଇ କଳା ପାଠ ପଢ଼ିବାର ସୁଯୋଗ ପାଇବେ । ଗତ ୧୯/୭/୨୨ରେ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ସା (ଆଇଏଏସ୍‌)ଙ୍କ ପତ୍ର ସଂଖ୍ୟା ୮୮୦୭ରେ ଜଣାପଡ଼ିଛି । ଏହି ପତ୍ରରୁ
Read More...

ତୁରେକେଲାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଶୁଣାଣି : ୧୪୧ଟି ଅଭିଯୋଗର ହେଲା ବିଚାର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମାର ପଂଚାୟତ ସମିତି ସଭା ଗୃହରେ ସୋମବାର ଦିନ ଜିଲ୍ଲାପାଳ ଓ ପୋଲିସ ଏସ୍‌ପିଙ୍କ ଯୁଗ୍ମ ଶୁଣାଣି ହୋଇଯାଇଛି । ଏହି ଯୁଗ୍ମ ଶୁଣାଣିରେ ବିଭିନ୍ନ ବିଭାଗ ସହିତ ବ୍ୟକ୍ତିଗତ ଭାବେ ମୋଟ ୧୪୧ଟି ଅଭିଯୋଗକାରୀ ନିଜ ନିଜର
Read More...

ଖଦ୍ୟୋତ ଅନୁଷ୍ଠାନର ସାଧାରଣ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନ ତରଫରୁ ଏକ ସାଧାରଣ ସଭା ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ରାଜେନ୍ଦ୍ର ୟୁନିଭରସିଟିର ଓଡିଆ ବିଭାଗର ମୁଖ୍ୟ ପ୍ରଫେସର ଡାଃ ବଳଭଦ୍ର ଦାଶ ମୁଖ୍ୟ ଅତିଥି ଓ
Read More...

ବୁରୋମୁଣ୍ଡାରେ ପ୍ରାଣୀଧନ ସ୍ୱାସ୍ଥ୍ୟ ସଚେତନତା ଶିବିର : ଘାସମୂଳ ପ୍ରତିରୋପନ ଉପରେ ଗୁରୁତ୍ୱାରୋପ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ୟୁନିଟ ପକ୍ଷରୁ ତଳିଉଡ଼ାର ପଞ୍ଚାୟତ ବୁରୋମୁଣ୍ଡା ଗ୍ରାମରେ ପ୍ରାଣୀଧନ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛେଳି ମେଣ୍ଢାଙ୍କ ପାଇଁ ପ୍ରତିଷେଧକ ଟୀକା ଦେବା ସହ ସାହାଣା ରୋଗର
Read More...

ପୋଖରୀରେ ବୁଡି ୧୧ ବର୍ଷର ନାବାଳକ ମୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ମୁରିବାହାଲ ଥାନା ଅଞ୍ଚଳରେ ୧୧ ବର୍ଷର ନାବାଳକ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଖବର ମିଳିଛି । ମୃତ ନାବାଳକ ସ୍ୱର୍ଗତ ଚିତ୍ର ନିଆଲଙ୍କ ପୁଅ ଧନି ନିଆଲ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଧନି ନିଆଲ ଶନିବାର ଦିନ ସେହି ଗ୍ରାମର କେତେଜଣ ପିଲାଙ୍କ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି 'ଖ' କେନ୍ଦ୍ରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ
Read More...

ଖପ୍ରାଖୋଲର ଦୁଇ ହାଇସ୍କୁଲ ସର୍ବୋଦୟ ନୋଡାଲ ବିଦ୍ୟାପୀଠ ଲୁହାସିଂହା ଓ ରେଙ୍ଗାଲି ହରିଶଙ୍କର ଉଚ୍ଚ ବିଦ୍ୟାଳୟ ଯୁକ୍ତ…

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଉଚ୍ଚ ଶିକ୍ଷାର ବିକାଶ ଦିଗରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ହାଇସ୍କୁଲ ଗୁଡ଼ିକୁ ଯୁକ୍ତ ୨କୁ ଉନ୍ନୀତ କରିଥିବା ସୂଚନା ମିଳିଛି । ସରକାର ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁସାରେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ୫୭ଟି ହାଇସ୍କୁଲରେ ଯୁକ୍ତ ଦୁଇ
Read More...

ଆଜି ଶ୍ରାବଣ ଦ୍ୱିତୀୟ ସୋମବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶ୍ରାବଣର ଦ୍ୱିତୀୟ ସୋମବାର । କାଉଡିଆଙ୍କ ବୋଲ ବମ୍‌ ହର୍‌ ହର୍‌ ବମ୍‌, ଭୋଲା ବାବା ପାର୍‌ କରେଗା ଧ୍ୱନିରେ ପ୍ରକମ୍ପିତ ହୋଇଛି ବିଭିନ୍ନ ଶୈବପୀଠ । ଦୀର୍ଘ ୨ବର୍ଷ କରୋନା କଟକଣା ପରେ ଚଳିତ ବର୍ଷ ଅନୁଷ୍ଠିତ ହେଉଛି ବୋଲବମ୍‌ ଯାତ୍ରା । ପାଣି ଢ଼ାଳିବା
Read More...