ରାସ୍ତା ମରାମତି ଦାବୀରେ ଜାତୀୟ ରାଜପଥ ଅବରୋଧ
ଅନୁଗୁଳ : ଆଜି ରାସ୍ତା ମରାମତି ଦାବୀରେ ୬ ଘଣ୍ଟା ପାଇଁ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଅନୁଗୁଳ ଓକିଲ ସଂଘ ପକ୍ଷରୁ ଏନଏଚ୍ ଅବରୋଧ କରାଯାଇଥିବା ବେଳେ ସଂଘ ପକ୍ଷରୁ ୨ଟି ପ୍ରମୁଖ ଦାବୀ ରଖାଯାଇଛି । ଏନ୍ଏଚ୍-୫୫ର ସମ୍ପ୍ରସାରଣ ବିଳମ୍ବ ଓ ରାସ୍ତା ଦୂରାବସ୍ତାର ପ୍ରତିବାଦରେ ଅବରୋଧ!-->…
Read More...
Read More...