ମମିତା ମେହେର ହତ୍ୟାକାଣ୍ଡ ମାମଲା : ୧୪ ଦିନିଆ ଜାମିନ ଶେଷ ପରେ ଗୋବିନ୍ଦ ସାହୁ କୋର୍ଟରେ ହାଜର ହୋଇ ଗଲା ଜେଲ
କଂଟାବାଂଜି, (ଗୁରୁଦୟାଲ ହଂସ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁ ନିଜ ସ୍ତ୍ରୀ ଓ ପୁଅର ଚିକିତ୍ସା ବଡ ମେଡିକାଲରେ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନକୁ ବିଚାର କରି ଗତ ୮ ତାରିଖ ଦିନ କଂଟାବାଂଜି ଏଡିଜେଙ୍କ ଅଦାଲତରୁ ୧୪ ଦିନିଆ!-->…
Read More...
Read More...