ସାଇକେଲ ପାଇଁ ନାବାଳିକାଙ୍କ ଆତ୍ମହତ୍ୟା
ବଲାଙ୍ଗିର, (କେପିଏନ୍ଏସ୍) : ସାଇକେଲ ପାଇଁ ନାବାଳିକାଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ ପୁଇନ୍ତଲା ବ୍ଲକ୍ ବୁବେଲ ଗ୍ରାମରେ ଦାଶରଥି ପଧାନଙ୍କ ଝିଅ ନିରୁପମା ପଧାନ (୧୫ବର୍ଷ) ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସେ ଏବର୍ଷ ମାଟ୍ରିକ ପରୀକ୍ଷା ଦେଇ ପାସ କରିଥିଲେ ।!-->…
Read More...
Read More...