କଳା, ସଂସ୍କୃତି, ଐତିହ, ପରମ୍ପରା, କୀର୍ତ୍ତିରାଜୀର ସଂରକ୍ଷଣ ଓ ସୁରକ୍ଷା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଯାଦବ ଭବନଠାରେ ବଲାଙ୍ଗିର ସହରର କଳା, ସଂସ୍କୃତି, ଐତିହ, ପରମ୍ପରା, କୀର୍ତ୍ତିରାଜୀର ସଂରକ୍ଷଣ ଓ ସୁରକ୍ଷା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଲୋକ!-->…
Read More...
Read More...