ପ୍ରବଳ ବର୍ଷାରେ ଦାଣ୍ଡପାଣି- ବଲାଙ୍ଗିର ରାସ୍ତା ବିଛିନ୍ନ
ବଲାଙ୍ଗିର, (କେପିଏନ୍ଏସ) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ରାତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଶେଷକରି ଗ୍ରାମାଞ୍ଚଳର ରାସ୍ତାଗୁଡିକ ଜଳମଗ୍ନ ହେବା ସହିତ ଚାଷଜମି ଗୁଡିକ ପାଣି ଘେରରେ ରହିଛି । ସୂଚନା!-->…
Read More...
Read More...