Daily Archives

ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ : ବଲାଙ୍ଗିର ଡିଭିଜନ ଶାଖାର ନୂତନ କର୍ମକର୍ତ୍ତା ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନରେ ବଲାଙ୍ଗିର ଡିଭିଜନର ଡିଭିଜନାଲ ସେକ୍ରେଟେରୀ ନିର୍ବାଚନ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ନିର୍ବାଚନ ସଂଘର ନିର୍ବାଚନ ଅଧିକାରୀ ପବିତ୍ର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇ ଡିଭିଜିନାଲ ସେକ୍ରେଟେରୀ ଭାବେ
Read More...

ଜିଲ୍ଲା କ୍ରୀଡାସଂସଦର କାର୍ଯ୍ୟକାରୀ କମିଟି ବୈଠକ

ସେପ୍ଟେମ୍ବର ୪ରୁ ଜିଲ୍ଲା ଫୁଟବଲ ଲିଗ୍‌ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀଷ୍ଟାଡିୟମର କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା କ୍ରୀଡାସଂସଦର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ
Read More...

ଓଡ଼ିଆପାଲିରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମାଗଣା ପ୍ରାଣୀ ଚିକିତ୍ସା ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଖପ୍ରାଖୋଲ ପକ୍ଷରୁ ଓଡ଼ିଆପାଲି ଗ୍ରାମରେ ଗ୍ରାମ ପଞ୍ଚାୟତ ଅଫିସ୍ ପ୍ରାଙ୍ଗଣରେ ପ୍ରାଣୀ ପାଳକମାନଙ୍କ ପାଇଁ ମାଗଣା ପ୍ରାଣୀ ଚିକିତ୍ସା, ଟୀକାକରଣ, କୃମୀ ନିରାକରଣ ଶିବିର ଅନୁଷ୍ଠିତ ହୋଇଛି । ଉକ୍ତ ଚିକିତ୍ସା ଶିବିରରେ ୪୮ ଜଣ
Read More...

ଉତ୍ତର ପ୍ରଦେଶ ଇଟାଭାଟି ମାଲିକ ପାଖରେ ଗରିବ ଆଦିବାସୀ ଶ୍ରମିକଙ୍କ ୧ ଲକ୍ଷ ଟଙ୍କା ବାକି ଥିବା ଅଭିଯୋଗ : ଶ୍ରମିକମାନେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍ତର ପ୍ରଦେଶ ଇଟାଭାଟି ମାଲିକ ପାଖରେ ଗରିବ ଆଦିବାସୀ ଶ୍ରମିକଙ୍କ ୧ ଲକ୍ଷ ଟଙ୍କା ବାକି ଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରମିକ ମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର ଗ୍ରାମ
Read More...

ଓଡିଶା ମାଟିର ଗର୍ବ ଶ୍ରୀମତୀ ଦୌପଦୀ ମୁର୍ମୁ ବିପୁଳ ଭୋଟରେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ କାମନା କରି ଅଖଣ୍ଡ ଦୀପ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଦେଶର ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନରେ ଓଡିଶାର ଗର୍ବ ଶ୍ରୀମତୀ ଦୌପଦୀ ମୁର୍ମୁ ବିପୁଳ ଭୋଟରେ ବିଜୟୀ ହେବା ପାଇଁ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହ ମହାପ୍ରଭୁଙ୍କ ନିକଟରେ ଆଜି ଦିନ
Read More...

ସାହିତ୍ୟ, ସାହିତ୍ୟିକ ଓ ପାଠକ ଶୀର୍ଷକ ଆଲୋଚନାଚକ୍ର ଏବଂ ପୁସ୍ତକ ଉନ୍ମୋଚନ, ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାହିତ୍ୟ ଏକ ପ୍ରବହମାନ ଧାରା । ଜନମଙ୍ଗଳ ଓ ଜଗତରେ ମାନବିକତା ବୃଦ୍ଧି ପାଇଁ ଆମେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିବା ଦରକାର ବୋଲି ଆଜି ଆମ ଭାଷା ଆମ ସାହିତ୍ୟ ଅନୁଷ୍ଠାନର ଆୟୋଜନରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ବଲାଙ୍ଗିର
Read More...

ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାରେ ଅଗ୍ନିବୀର ଭାବେ ଯୁବକ ଯୁବତୀ ସାମିଲ୍‌ ହେବାକୁ ଆହ୍ୱାନ କଲା ବଲାଙ୍ଗିର ଜିଲ୍ଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାରେ ଅଗ୍ନିବୀର ଭାବେ ଯୁବକ ଯୁବତୀ ସାମିଲ୍‌ ହେବାକୁ ଆହ୍ୱାନ କରିଛି ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ । ଆଜି ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ତରଫରୁ ଲାଲଟିକ୍ରା ସ୍ଥିତ କାର୍ୟ୍ୟାଳୟରେ ଭାରତ
Read More...

ପୃଥିବୀରେ ମଣିଷର ସର୍ବୋତ୍ତମ ବନ୍ଧୁ ହେଉଛି ବୃକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜେ.ଏସ.ଏମ୍‌, ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ର ପରିଷଦଙ୍କ ନେତୃତ୍ୱରେ ଓ ବନ ବିଭାଗର ତତ୍ତ୍ୱାବଧାନରେ କଲେଜର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ଥାନୀୟ ଛୁଇଁବନ୍ଦ ପାଖରେ ଥିବା ଖାଲି ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି । ଏଥିରେ
Read More...

କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ରାସ୍ତାରେ ଉପୁଡିଲା ଗଛ : ଯାତାୟାତ ବାଧାପ୍ରାପ୍ତ

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ଯାଇଥିବା ରାସ୍ତା ତଥା କେଭି କଲେଜ ନିକଟରେ ଏକ ଗଛ ଉପୁଡି ଯାଇ ରାସ୍ତାରେ ପଡିରହିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ
Read More...

୫ଟି ଯୋଜନାରେ ସାମିଲ ହେଲା ଆଗଲପୁରର ୮ ଗୋଟି ସ୍କୁଲ

ଡୁଡୁକା, (କେପିଏନ୍‌ଏସ୍‌) : ଆଗେଲପୁର ବ୍ଲକରେ ତୃତୀୟ ପର୍ଯ୍ୟାୟରେ ପୁଣି ୮ଟି ହାଇସ୍କୁଲକୁ ୫ଟି ଯୋଜନାରେ ସାମିଲ କରାଯାଇଛି । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଏକ ତାଲିକ ପ୍ରକାଶ ପାଇଛି । ଏଥିରେ ଡୁଡୁକା ପଲ୍ଲୀଶ୍ରୀ ନୋଡାଲ ହାଇସ୍କୁଲ, ସାଲେଭଟା ଉତ୍କଳମଣି ହାଇସ୍କୁଲ, ରୋତ ପଞ୍ଚାୟତ
Read More...