Daily Archives

ଅର୍ଜୁନପୁର ହାଇସ୍କୁଲରେ ବନମହୋତ୍ସବ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ଦେଓଗାଁ ବ୍ଲକ ଅର୍ଜୁନପୁର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଶୋକ ରଥଙ୍କ ସଭାପତିତ୍ୱରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଠଗାଁ ଫରେଷ୍ଟର ଜେନା ରାଉତ
Read More...

କଳାଧାମରେ ଗୁରୁପୂର୍ଣ୍ଣିମା ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ତେଲିଗୋଠପଡା ସ୍ଥିତ ଚିତ୍ର, ସଂଗୀତ, ନୃତ୍ୟ ମହାବିଦ୍ୟାଳୟ 'କଳାଧାମ' ଠାରେ ଆଦିକବି ବ୍ୟାସଦେବଙ୍କ ଜନ୍ମ ତିଥିରେ ଗୁରୁପୂର୍ଣ୍ଣିମା ଓ ଗୁରୁ ପୂଜନୋତ୍ସବ ହର୍ଷ ଉଲ୍ଲାସରେ ପାଳିତ ହୋଇଯାଇଛି । ଏ ଅବସରରେ କଳାଧାମର ଛାତ୍ରଛାତ୍ରୀ ତଥା ଅଭିଭାବକବୃନ୍ଦ
Read More...

ଘରେ ଶୋଇଥିବା ଅବସ୍ଥାରେ ସାପ କାମୁଡାରେ ସ୍ୱାମୀ ସ୍ତ୍ରୀ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଝିଟିକି ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ଗତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ବିଷାକ୍ତ ସାପ କାମୁଡାରେ ସ୍ୱାମୀ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଦେଢ ବର୍ଷର ଶିଶୁ ଅଳ୍ପକେ ରକ୍ଷା ପାଇଛି । ଘଟଣାରୁ ପ୍ରକାଶ ଯେ, ଝିଟିକି
Read More...

ଯୋଖିପାଲି ଗ୍ରାମର କୁନି ପ୍ରତିଭା ସିଦ୍ଧି ସ୍ମରଣୀକା ମହାଲିଙ୍ଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ପମି ଡନସନାଙ୍କ ଏକମାତ୍ର ସୁକନ୍ୟା ସିଦ୍ଧି ସ୍ମରଣୀକା ମହାଲିଙ୍ଗ ବର୍ତ୍ତମାନ ଘେଁସ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତୁର୍ଥ ଶ୍ରେଣୀର ଛାତ୍ରୀ ଅଟନ୍ତି । ତାଙ୍କ ମା' ସରଣ୍ଡାପାଲି ହାଇସ୍କୁଲର ଜଣେ
Read More...

ଅଧପନ୍ତରିଆ ଡ୍ରେନ ନିର୍ମାଣ ଯୋଗୁଁ କଂଟାବାଂଜି ଏନଏସିର ୱାର୍ଡ ନଂ.୧୧ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନଏସି ୱାର୍ଡ ନଂ.୧୧ରେ ଅଧ ପନ୍ତରିଆ ଭାବେ ଡ୍ରେନ କାମ କରାଯାଇଥିବାରୁ ଚଳିତ ବର୍ଷା ଋତୁରେ ବନ୍ଧପଡାବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ଷା ପୂର୍ବରୁ ୱାର୍ଡ ନଂ.୧୧ର
Read More...

ମୃତ୍ତିକା ସଂରକ୍ଷଣ ବିଭାଗର ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ

ଚାଷୀଙ୍କୁ ଅଭିନବ ଉପାୟରେ ଠକେଇ ଚାଲିଥିବା ଅଭିଯୋଗମୋ ପୋଖରୀ ଖନନ ପାଇଁ ଆସୁଥିବା ଟଙ୍କା ମୁତାବକ କାମ ହେଉନଥିବା ଅଭିଯୋଗ ପାଟଣାଗଡ଼, (ଗୋରେଖନାଥ ବରିହା) : ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ସହ ଜଳ ସଂରକ୍ଷଣ ପାଇଁ ସରକାର ଜଳ ବିଭାଜିକା ଯୋଜନାରେ କୃଷି କ୍ଷେତ୍ରରେ
Read More...

ଛତୁଆ ଓ ଅଣ୍ଡାକୁ କେନ୍ଦ୍ର କରି ଅଙ୍ଗନୱାଡି କର୍ମୀଙ୍କ ଭାଇଙ୍କ ଦବଙ୍ଗଗିରି : ଗର୍ଭବତୀ ମହିଳାଙ୍କ ସ୍ୱାମୀଙ୍କୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ବିପର୍ଯ୍ୟସ୍ଥ ହୋଇପଡିଛି ସମନ୍ୱିତ ଶିଶୁ ବିକାଶ ଯୋଜନା । ଏହି ଅଞ୍ଚଳ ଏକ ଦାଦନ ପ୍ରବଣ ଏବଂ ଆଦିବାସୀ ଅଧ୍ୟୁଷିତ ହେତୁ ଲୋକେ ପେଟ ପାଟଣା ପାଇଁ ଲଢେଇ କରୁଥିବା ବେଳେ ସମନ୍ୱିତ ଶିଶୁ ବିକାଶ ଯୋଜନା କାମ କରୁନଥିବା
Read More...

ପ୍ରଧାନମନ୍ତ୍ରୀ ଫସଲ କୃଷି ବୀମାରୁ ବଞ୍ଚିତ ହୋଇଥିବା ବଲାଙ୍ଗିର ସଦର ବ୍ଲକର ଛଅ ଗୋଟି ପଞ୍ଚାୟତ ପାଇଁ ମନ୍ତ୍ରୀ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଯୁବନେତା ଅର୍କେଷ ନାରାୟଣ ସିଂହଦେଓ ବଲାଙ୍ଗିର ସଦର ବ୍ଲକର ଛଅ ଗୋଟି ପଞ୍ଚାୟତ ଶିବତଲା, ସାହାଜବାହାଲ, ତୁଷୁରାବାହାଲ, ମାୟାବର୍ହା, ଭୁଣ୍ଡିମୁହାଣ, ଚନ୍ଦନଭାଟିର ଚାଷୀ ପ୍ରଧାନମନ୍ତ୍ରୀ ଫସଲ କୃଷି ବୀମାରୁ ବଞ୍ଚିତ ହୋଇଥିବା ହେତୁ ପୁର୍ବତନ
Read More...

ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ମା’ ଓ ପୁଅକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ କଣ୍ଟାବାଞ୍ଜି ଏଡିଜେ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କାଦୋପଡା ସ୍ଥିତ ସୁରେଶ ଘିଭେଲାଙ୍କ ଝିଅ ପିଙ୍କି ଘିଭେଲାଙ୍କୁ ଗତ ୨୦୧୧ ମସିହାରେ କଣ୍ଟାବାଞ୍ଜି ସ୍ଥିତ ଧୋବାପଡାର ପୂର୍ଣ୍ଣ ବଗର୍ତି ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହ ହେବାର ୩ମାସ ପରେ ଯୌତୁକ ଦିଆନିଆକୁ
Read More...

ଡେଲାଙ୍ଗ ମେଡିକାଲ ବର୍ଷା ଜଳରେ ଉବୁଟୁବୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଡେଲାଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସର ବର୍ଷା ଜଳରେ ଉବୁଟୁବୁ ଯାହା ଫଳରେ ରୋଗୀଙ୍କ ସେବାରେ ବ୍ୟାହତ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ତିନିଦିନ ଧରି ପ୍ରବଳ ବର୍ଷା ଫଳରେ ଡେଲାଙ୍ଗ ବଜାରର
Read More...