Daily Archives

ଆର୍‌କେଡିର ନିର୍ମାଣାଧୀନ ବିଜୁ ଫୋର ୱେ ରାସ୍ତା ଭାଙ୍ଗିଲା : ବର୍ଷା ପାଣି ନଷ୍ଟ କଲା ଚାଷୀଙ୍କ ଧାନଜମି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଖଇରାଠାରେ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ଫୋର ୱେ ରାସ୍ତା ଲଗାଣ ବର୍ଷାରେ ଭାଙ୍ଗି ଯିବାରୁ ତେତେଲ ମୁଣ୍ଡା ନାଳର ବର୍ଷା ପାଣିରେ ବୋଡେନ ବ୍ଲକ ଖଇରା ଗ୍ରାମର ଦଶ ଜଣ ଚାଷୀଙ୍କ ପ୍ରାୟ ଏଗାର ଏକର ଧାନ ଚାଷ ଜମି ଜଳମଗ୍ନ
Read More...

ଆଜି ଜରାସିଂହା ବୁଢ଼ୀଆଈ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବହୁ ଚର୍ଚ୍ଚିତ ଜରାସିଂହା ବୁଢ଼ୀଆଈ ଯାତ୍ରା ରୀତିନୀତି ଅନୁସାରେ ମଙ୍ଗଳବାର ଦିନ ସକାଳେ ପେଠା ବାବୁ ଭାବେ ଶଙ୍କର ସିଂ ବାବୁଙ୍କ ଦ୍ଵାରା ସେରନିବଟା ପର୍ବ ଶେଷ ହୋଇଥିଲା । ସନ୍ଧ୍ୟାରେ ସମସ୍ତ ଦେହେଲିଆଙ୍କୁ ଲାଟ୍ ବା ବସ୍ତ୍ର ବଣ୍ଟନ
Read More...

ମୁରସିଂହରେ ବାହୁଡ଼ା ଯାତ୍ରା ସମ୍ପର୍ଣ୍ଣ : ବୁଧବାର ନୀଳାଦ୍ରି ବିଜେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ମୁରସିଂହରେ ମଙ୍ଗଳବାର ଦିନ ବାହୁଡ଼ା ଯାତ୍ରା ପାରମ୍ପରିକ ଭାବେ ସମ୍ପର୍ଣ୍ଣ ହୋଇଯାଇଛି । ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ଓ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ଵାଳ ଯୋଗ ଦେଇ ରଥ ଉପରେ ଆଳତି ଦେବା ସହ ଛେରା
Read More...

ଅବକାରୀ ବିଭାଗର ଚଢ଼ାଉ : ଗଞ୍ଜେଇ ସହ ଜଣେ ଗିରଫ

ସିନାପାଲି, (ନିରାକାର ମେହେର) : ଖଡ଼ିଆଳ ଓ ସିନାପାଲି ଅବକାରୀ ବିଭାଗର ମିଳିତ ଉଦ୍ୟମରେ ମିଳିଛି ଏକ ବଡ ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷ୍ୟକଙ୍କ ନିର୍ଦ୍ଦେଶ କ୍ରମେ ଖଡ଼ିଆଳ ଓ ସିନାପାଲି ଅବକାରୀ ବିଭାଗ ସିନାପାଲିର ମନ୍ଦିରପଡାର ଏକ ଘରେ ଚଡାଉ କରି ବିପୁଳ ପରିମାଣରେ
Read More...

ଜିଲ୍ଲା ଭାଜପାର କାର୍ଯ୍ୟକାରୀ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ କମିଟିର ବୈଠକ ଜିଲ୍ଲା କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବରଗଡ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ କର୍ମୀମାନେ ତୃଣମୂଳ
Read More...