Daily Archives

ବାହୁଡ଼ା ଯାତ୍ରା ସମୟରେ ଜୁଆ ଖେଳ ଉପରେ ପୁଲିସର ଚଢ଼ଉ : ୫ ଗିରଫ

ବେଲପଡ଼ା, (କେପିଏନ୍‌ଏସ୍‌) : ବେଲପଡ଼ା ବ୍ଲକ୍‌ ଭାଲୁଖାଇ ଗ୍ରାମରେ ବାହୁଡ଼ା ଯାତ୍ରା ସମୟରେ ଜୁଆ ଖେଳ ଉପରେ ପୁଲିସ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ବନମାଲ ଗ୍ରାମର ବିଦ୍ୟାଧର ସାହୁ (୩୪ବର୍ଷ), ବାଗଦୋରର ଗୁନିଆ ତାଣ୍ଡି (୪୦ବର୍ଷ), ମାଲପଡ଼ାର ଲଖିରାମ
Read More...

ଶିଶୁ କବିତା ସଙ୍କଳନ ‘ଆସ ପିଲେ ଆମେ ଖୋଜିବା ମୋତି’ ଲୋକାର୍ପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶିଶୁ ସାହିତ୍ୟିକା ସୁପ୍ରଭା ସାମଲଙ୍କ ପ୍ରଥମ ଶିଶୁ କବିତା ସଙ୍କଳନ "ଆସ ପିଲେ ଆମେ ଖୋଜିବା ମୋତି"ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଗାନ୍ଧୀ ଭବନ ପରିସର ମଧ୍ୟରେ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ପାଟଣା : ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତୁରୁମୁଙ୍ଗା ଥାନା ବାଘିଆଟାଙ୍ଗିରି ଗ୍ରାମର ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତକ ଜଣକ ସେହି ଗ୍ରାମର ତ୍ରିଲୋଚନ ନାଏକ(୬୧) ବୋଲି ଜଣାପଡିଛି । ସୂଚନା ଅନୁସାରେ ତ୍ରିଲୋଚନ ଶନିବାର
Read More...

ଛତିଶଗଡ଼ରେ ଭୂକମ୍ପ ଅନୁଭୂତ

ଅମ୍ବିକାପୁର : ଛତିଶଗଡ଼ର କୋରେଆ ଜିଲ୍ଲାରେ ସୋମବାର ସକାଳେ ୪.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ରାୟପୁରଠାରୁ ୩୦୦ କିମି ଦୂରରେ ଅବସ୍ଥିତ କୋରେଆର ବୈକୁଣ୍ଠପୁରରୁ ୧୬ କିମି ଦୂରରେ ଏହି ଝଟକା ଅନୁଭୂତ ହୋଇଛି । ତେବେ ଏହି ମଧ୍ୟମ ଧରଣର କମ୍ପନରେ କୌଣସି କ୍ଷୟକ୍ଷତି ଏବଂ ପ୍ରାଣହାନୀ ହୋଇ
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନ ପାହାଡ଼ ତରଫରୁ ବୃକ୍ଷ ରୋପଣ ଓ କର୍ମନିଯୁକ୍ତିକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ

ଫୁଲବାଣୀ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ପାହାଡ଼ ତରଫରୁ ଫୁଲବାଣୀ ସରକାରୀ ବହୁମୁଖୀ ବୈଷୟିକ ମହାବିଦ୍ୟାଳୟଠାରେ ବୃକ୍ଷ ରୋପଣ ସହିତ ଡିପ୍ଲୋମା ପାଠ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ କିପରି କର୍ମନିଯୁକ୍ତି ପାଇପାରିବେ ସେ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାହାଡ ଅନୁଷ୍ଠାନର
Read More...

ଅଧରପଣା ନୀତି ସମ୍ପନ୍ନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରଥ ଉପରେ ସୋମବାର ତିନି ଦିଅଁଙ୍କ ଅଧରପଣା ନୀତି ସମ୍ପାଦିତ ହୋଇଛି । ରାଘବଦାସ ମଠ, ବଡ଼ ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ଲେଖାଏଁ ରଥରେ ଦିଅଁଙ୍କୁ ଅଧରପଣା ଲାଗି କରାଯାଇଛି । ପାଣିଆ ଆପଟ ସେବକମାନେ ଅଧର ହାଣ୍ଡିରେ ପାଣି ଭର୍ତ୍ତି
Read More...

ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକକୁ ରଡରେ ଆକ୍ରମଣ ଅଭିଯୋଗ

ସୋର : ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକକୁ ରଡରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଆନ୍ଦୋଳା ଗ୍ରାମର ଭରତ ବେହେରା । ସୂଚନା ଅନୁସାରେ
Read More...

କେରଳର ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟରେ ପଡ଼ିଲା ବୋମା

ନୂଆଦିଲ୍ଲୀ : କେରଳର କନ୍ନୁ ଜିଲ୍ଲାର ପୟାନୁରରେ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟ ଉପରେ ପଡ଼ିଲା ବୋମା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଶୁନଶାନ ହୋଇଯାଇଛି । ପୟାନୁର ପୋଲିସ ଅନୁସାରେ ଏହି ଘଟଣା ଆଜି ସକାଳେ ହୋଇଛି । ଏହି ଆକ୍ରମଣରେ କୋଠାର ଝରକା ଓ କାଚ ଭାଙ୍ଗି ଯାଇଛି । ପୋଲିସ ଘଟଣାସ୍ଥଳରେ
Read More...

ଘାଟୀ ତଳକୁ ଖସିଲା କାର, ଜଣେ ଆହତ

ଦେବଗଡ଼ : ଭାରସାମ୍ୟ ହରାଇ ଘାଟୀ ତଳକୁ ଖସିଲା କାର୍ । ମଙ୍ଗଳବାର ଭୋର ସମୟରେ ୫୩ ନମ୍ବର ଜାତୀୟ ରାଜପଥର ଦେବଗଡ଼-କୁଚିଣ୍ଡା ରାସ୍ତାରେ ଢୁଡିଖୋଳ-ବିଜାଡିହି ଗ୍ରାମ ମଧ୍ୟବର୍ତ୍ତୀ ଘାଟୀରେ ଏକ କାର୍ ଭାରସାମ୍ୟ ହରାଇ ଖସି ପଡ଼ିଛି । ଫଳରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ସୂଚନାନୁଯାୟୀ, ଆହତ
Read More...

ସାପ କାମୁଡାରେ ଯୁବକ ମୃତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ଜାମୁନାଳିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଗ୍ରାମର ନରେନ୍ଦ୍ର ମୁଣ୍ଡାଙ୍କ ପୁଅ ଚିତ୍ତରଞ୍ଜନ ମୁଣ୍ଡା(୪୫) ଗତକାଲି ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ଚିତି ସାପ କାମୁଡି ଦେଇଥିଲା ।
Read More...