Daily Archives

୧ ଇଞ୍ଚର ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ବେଶ୍ ଚର୍ଚ୍ଚାରେ ଅଛନ୍ତି କମିରାର ବିଜୟ

ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ମୁଣ୍ଡାପଡ଼ା‌ ପଞ୍ଚାୟତ କମିରା ଗ୍ରାମର ଚିତ୍ରଶିଳ୍ପୀ ବିଜୟ ସାହୁ ମାଟିରେ ଏକ ଇଞ୍ଚର ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହା ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକଙ୍କ ସୁଅ ଛୁଟୁଛି । ଶିଳ୍ପୀ ଶ୍ରୀ ସାହୁଙ୍କ ପାଇଁ ଗ୍ରାମବାସୀ ମଧ୍ୟ
Read More...

ଭାଲୁ ଆକ୍ରମଣରେ ଯୁବକ ଆହତ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଜାମନଣ୍ଡା ଗାଁରେ ଜଣେ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଜଳଧର ପ୍ରଧାନ ନାମକ ଜଣେ ବ୍ୟକ୍ତି ଚାଷ କାମ କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା ।
Read More...

ସ୍ତ୍ରୀକୁ ପଥରରେ ଛେଚି ଅମାନବୀୟ ଭାବେ ହତ୍ୟା କଲା ସ୍ଵାମୀ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗ୍ରାମର ସୁକାନ୍ତି ନାୟକ ଓ ତାଙ୍କ ସ୍ଵାମୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବସଚା ହୋଇଥିଲା । ଏଥିରେ ସ୍ଵାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ସୁକାନ୍ତି
Read More...

ପ୍ଲାଣ୍ଟେସନ କ୍ଲବ ପୁରୀ ଜିଲ୍ଲା ପିପିଲି ଶାଖା ତରଫରୁ ଡେଲାଙ୍ଗରେ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ଲାଣ୍ଟେସନ କ୍ଲବ ପୁରୀ ଜିଲ୍ଲା ପିପିଲି ଶାଖା ତରଫରୁ କ୍ଲବର ଆବାହକ ଜନ୍ମେଜୟ ଜେନାଙ୍କ ନେତୃତ୍ୱରେ 'ଗଛ ଲଗାଅ ଜୀବନ ବଞ୍ଚାଅ, ବୃକ୍ଷ ହିଁ ଜୀବନ'ର ବାର୍ତ୍ତା ନେଇ ଡେଲାଙ୍ଗ ବ୍ଲକ ଅରିଶଲ ପଂଚାୟତ ଖଣ୍ଡିମଙ୍ଗଳ ପୁର ପଂଚାୟତ ହାଇସ୍କୁଲ ପ୍ରାଙ୍ଗଣରେ
Read More...

ଗଞ୍ଜାମ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଗସ୍ତରେ ଯାଇ ସେଠାରେ ସେ ଅଧିଷ୍ଠାତ୍ରୀ ଦେବୀ ମା'ତାରାତାରିଣୀ ଦର୍ଶନ କରିଛନ୍ତି । ପରେ ସେ
Read More...

ବିପୁଳ ପରିମାଣର ମଦ ଜବତ : ୧ ଗିରଫ

ପାଟଣା : ବିପୁଳ ପରିମାଣର ମଦ ଜବତ କରିବା ସହ ଅବକାରୀ ବିଭାଗ ଜଣକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ପୂର୍ବାହ୍ନରେ ପାଟଣା ଅବକାରୀ ବିଭାଗ ପକ୍ଷରୁ ରାଧାପୁର ଗ୍ରାମର ଏକ ଚୋରା ମଦଭାଟି ଉପରେ
Read More...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୀଳଗିରି ନଗର ତରଫରୁ ୭୪ତମ ପ୍ରତିଷ୍ଠା ଦିବସ ପାଳିତ

ନୀଳଗିରି : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୀଳଗିରି ନଗର ତରଫରୁ ୭୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବାଲେଶ୍ଵର ଜିଲ୍ଲା ନୀଳଗିରି ନଗର ଶାଖା ପକ୍ଷରୁ ମଧ୍ୟ ବିଦ୍ୟାର୍ଥୀ ଦିବସ ତଥା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ନୀଳଗିରି କାର୍ୟ୍ୟାଳୟ ସମ୍ମୁଖରେ ସକାଳୁ
Read More...

ଶାନ୍ତିଆ ବ୍ରିଜ୍ ଉପରୁ ଗୁରୁତର ଅବସ୍ଥାରେ ଅଜଣା ଯୁବକଙ୍କୁ ଉଦ୍ଧାର କଲା ଜଳେଶ୍ୱର ପୋଲିସ

ଜଳେଶ୍ୱର : ଶାନ୍ତିଆ ବ୍ରିଜ୍ ଉପରୁ ଗୁରୁତର ଅବସ୍ଥାରେ ଜଣେ ଅଜଣା ଯୁବକଙ୍କୁ ଜଳେଶ୍ୱର ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ୬୦ ନମ୍ଵର ଜାତୀୟ ରାଜପଥ ଶାନ୍ତିଆ ବ୍ରିଜ୍ ଉପରୁ ଆଜି ଭୋର ସମୟରେ ହାତ ଗୋଡ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କୁ
Read More...

ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ଏ ୱାନ୍‍ ଗ୍ରେଡରେ ସଫଳତା ଅର୍ଜନ କରିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧନା…

ଗୁରୁଡ଼ିଝାଟିଆ : ମାଟ୍ରିକ ପରୀକ୍ଷାରେ ଏ ୱାନ୍‍ ଗ୍ରେଡରେ ସଫଳତା ଅର୍ଜନ କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣି ଦେଇଥିବା ଗୁରୁଡ଼ିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନନ୍ୟା ମିଶ୍ରଙ୍କୁ ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମଞ୍ଚର ସଭାପତି ତଥା
Read More...

ହାତୀ ଆକ୍ରମଣରେ ମହିଳା ମୃତ

ସୋର : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ୩ ନମ୍ବର ୱାର୍ଡରେ ଜଣେ ମହିଳା ଶୌଚ ହେବାକୁ ଯାଇଥିବା ବେଳେ କଚାଡ଼ି ମାରିଲା ଦନ୍ତା । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରିଛି । ସୂଚନାନୁଯାୟୀ, ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ୩ ନମ୍ବର ୱାର୍ଡର ସମା ହୋଙ୍କର ସ୍ତ୍ରୀ
Read More...