ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଫଟୋ ଖବରଦାତା ଅଶୋକ ପଣ୍ଡା
ଭୁବନେଶ୍ୱର, (କେପିଏନ୍ଏସ୍) : ବରିଷ୍ଠ ଫଟୋ ଖବରଦାତା ଅଶୋକ କୁମାର ପଣ୍ଡାଙ୍କର ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି । ସେ ଦୈନିକ ଖବର କାଗଜ 'ସମୟ' ସହିତ ଦୀର୍ଘ ବର୍ଷ ହେଲା ଜଡ଼ିତ ଥିଲେ । ତେବେ ଆଜି ଅଶୋକ ରଥଯାତ୍ରା ଅବସରରେ ଫଟୋ ସଂଗ୍ରହ ପାଇଁ ବାଇକ୍ ଯୋଗେ ପୁରୀ!-->…
Read More...
Read More...