Monthly Archives

June 2022

ସୁକତେଲ ପ୍ରଭାବିତ ଖୁଣ୍ଟପାଲିରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି

ଚୁଡାପାଲି : ସଦର ବ୍ଲକ ଖୁଣ୍ଟପାଲିଠାରେ ଚଳିତ ବର୍ଷ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଗ୍ରାମର ଅର୍ଦ୍ଧାଧିକ ଲୋକ ଲେୟର ସୁକତେଲ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇ ବଲାଙ୍ଗିର ଲର୍କିପାଲି ମୌଜା ଓ ଅନ୍ୟାନ୍ୟ ସ୍ଥାନକୁ ଥଇଥାନ ପାଇଁ ବିସ୍ଥାପିତ ହୋଇଛନ୍ତି
Read More...

ସାପ କାମୁଡାରେ ମହିଳା ମୃତ

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଟିକିରାପଡାଠାରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଟିକିରାପଡାର ଅଞ୍ଜନା ସାହୁ ଛେଳି ଚରାଇବା ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ଏକ ବିଷଧର ସାପ ତାଙ୍କୁ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୦ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ଗାଈ ଚରାଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ବୃଦ୍ଧ

ନବରଙ୍ଗପୁର : ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୈଦାଲପୁର ପଞ୍ଚାୟତର ଛୋଟାଗୁଡାର ଲଛୁ ଭତ୍ରା(୬୫) ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗୁରୁବାର ସକାଳୁ ବୃଦ୍ଧ ଜଣଙ୍କ ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଗ୍ରାମବାସୀ ଏହା
Read More...

ମର୍ମନ୍ତୁଦ ଦୁର୍ଘଟଣା, ଜଣେ ବ୍ୟକ୍ତିଙ୍କ ସହ ୨ଟି ଗାଈ ମୃତ

ପାପଡାହାଣ୍ଡି : ନବରଙ୍ଗପୁର ପାପଡାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥ ଉପରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ସମେତ ୨ ଗାଈର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ନବରଙ୍ଗପୁର ବ୍ଲକ ଉର୍ଦି ଗ୍ରାମର କେଶବ ହରିଜନ । ସୂଚନା ଅନୁସାରେ ଗାଈ ଗୋଠ ଧରି ଡାବୁଗାଁ ପଟୁ ପାପଡାହାଣ୍ଡି ଅତିକ୍ରମ କରି
Read More...

ଆସନ୍ତା ୨୮ରେ ଜିଏସ୍‍ଟି ପରିଷଦର ବୈଠକ

ନୂଆଦିଲ୍ଲୀ : ଚଳିତ ମାସ ୨୮ ଓ ୨୯ତାରିଖ ଦୁଇଦିନ ଧରି ଶ୍ରୀନଗରରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‍ଟି) ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ । ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ପକ୍ଷରୁ ଟିକସ ହାରରେ ସଂଗତି ଆଣିବା ଏବଂ
Read More...

ଭାରତୀୟ ଦୌଡ଼କୁଦ ସଂଘ ପକ୍ଷରୁ ୩୭ ଜଣିଆ ଦୌଡ଼କୁଦ ଦଳ ଘୋଷିତ

ନୂଆଦିଲ୍ଲୀ : ଭାରତୀୟ ଦୌଡ଼କୁଦ ସଂଘ ପକ୍ଷରୁ ୩୭ଜଣିଆ ଦୌଡ଼କୁଦ ଦଳ ମନୋନୟନ କରାଯାଇଛି । ଦଳରେ ଟୋକିଓ ଅଲିିମ୍ପିକ୍‌ସ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରାଙ୍କ ସମେତ ଦୁଇ ଓଡ଼ିଆ ଅଲିମ୍ପିଆନ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ ପାଇଛନ୍ତି । ଜାଭେଲିନ୍‌ ଥ୍ରୋରେ
Read More...

ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ସାଢ଼େ ୫ଟାରେ ଲୋକସେବା ଭବନରେ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପଞ୍ଚମପାଳିର ଦ୍ୱିତୀୟ ଦଫାରେ ଶପଥ ନେଇଥିବା ନୂତନ ମନ୍ତ୍ରୀଗଣଙ୍କୁ ରାଜ୍ୟର
Read More...

୩୭ ଲକ୍ଷ ଟଙ୍କାରେ ନିଲାମ ହେଲା ଅଣ୍ଡିରା ମାଛ

ପାରାଦୀପ : ୩୭ ଲକ୍ଷ ଟଙ୍କାରେ ନିଲାମ ହେଲା ଅଣ୍ଡିରା ମାଛ । ଗୁରୁବାର ପାରାଦୀପର ବାଲିପ୍ଲଟ୍‌ ମାଛ ବଜାରରେ ଗୋଟିଏ ମାଛକୁ ୨୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ଯାହା ଏକ ନୂଆ ରେକର୍ଡ ବୋଲି କୁହାଯାଉଛି । ଏହି ମାଛର ଓଜନ ୩୭ କିଲୋଗ୍ରାମ୍‌ । ଏହାର ନାଁ ତେଲିଆ ବୋରେଇ । ଏହା ଏକ ବିରଳ
Read More...

ପୋଖରୀରେ କାମ କରିବା ବେଳେ ବଜ୍ରାଘାତରେ ଯୁବକ ମୃତ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତ ବଜରାପୁର ଗାଁରେ ଚିଙ୍ଗୁଡ଼ି ପୋଖରୀରେ କାମ କରୁଥିବା ବେଳେ ବଜ୍ରାଘାତ ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବରଦା ଅଞ୍ଚଳର ଈଶ୍ୱର ବାସ୍କେ ଚାନ୍ଦବାଲି ବ୍ଲକ ବଜରାପୁର
Read More...