Monthly Archives

June 2022

ଆଜି ମହାପ୍ରଭୁଙ୍କ ଉଭାଯାତ୍ରା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଉଭା ଯାତ୍ରା । ରଥରେ ଆଜ୍ଞାମାଳ ବିଜେ ନୀତି ପରେ ୩ରଥଙ୍କୁ ଉତ୍ତର ମୋଡ କରାଯିବ । ଉତ୍ତର ମୋଡ କରାଯାଇ ରଥଖଳାରୁ ସିଂହଦ୍ୱାର ସାମ୍ନା ଚକଡାକୁ ୩ରଥ ନିଆଯିବ । ସୂଚନା
Read More...

ଆଜିଠୁ ଆରମ୍ଭ ହେଲା ପ୍ରସିଦ୍ଧ ଅମରନାଥ ଯାତ୍ରା

ଜମ୍ମୁ କାଶ୍ମୀର : କଡ଼ା ସୁରକ୍ଷା ମଧ୍ୟରେ ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା ଆଜିଠୁ ଆରମ୍ଭ ହୋଇଛି । ଭକ୍ତ ମାନେ ପବିତ୍ର ଗୁମ୍ଫାକୁ ପ୍ରବେଶ କରିଛନ୍ତି । କରୋନା ଯୋଗୁଁ ଗତ ୨ ବର୍ଷ ଧରି ବନ୍ଦ ଥିଲା ଅମରନାଥ ଯାତ୍ରା । ଚଳିତ ବର୍ଷ କରୋନା ସଂକ୍ରମଣ କମ୍‌ ରହିଥିବାରୁ ଅମରନାଥ
Read More...

ଜିଲ୍ଲାସ୍ତରୀୟ କାୟାକଳ୍ପ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଗତକାଲି ଜିଲ୍ଲାସ୍ତରୀୟ କାୟାକଳ୍ପ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ
Read More...

ଭୁର୍ସିବାଞ୍ଜି ବକ୍ସ ବ୍ରିଜକୁ ପରିଦର୍ଶନ କରି ତଦାରଖ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭୁର୍ସିବାଞ୍ଜି ବକ୍ସ ବ୍ରିଜର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଶେଷ ହୋଇଥିବା ବେଳେ ଗତକାଲି ଜିଲ୍ଲାପାଳ ଚଂଚଳ ରାଣା ଏହି ବ୍ରିଜକୁ ପରିଦର୍ଶନ କରି ଏହାର ତଦାରଖ କରିଛନ୍ତି । ତେବେ ଏହି ବକ୍ସ ବ୍ରିଜ ଉପରେ ତୁର୍ଲା,
Read More...

ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ଶୀଘ୍ର ସମାଧାନ ପାଇଁ ପ୍ରତିଶୃତି ଦେଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଜିଲ୍ଲାର ମାଲପଡା ସ୍ଥିତ ଏସ୍‌ଏସ୍‌ଡି ସ୍କୁଲ, ଖପ୍ରାଖୋଲ ଓଏଭି, ଅମୃତ ସରୋଭାର କାର୍ଯ୍ୟ ଏବଂ ହରିଶଙ୍କର ସ୍ଥିତ ପାଂଥନିବାସ୍‌କୁ ପରିର୍ଶନ କରିଥିବା ବେଳେ ସିଏଚ୍‌ସିରେ ଜଳ ନିଷ୍କାସନ, ଓଏଭିରେ ପାନୀୟ ଜଳ ଏବଂ ହଷ୍ଟେଲ
Read More...

ଖପ୍ରାଖୋଲ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ସାଜିଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଖପ୍ରାଖୋଲ ଗସ୍ତରେ ଯାଇ ଖପ୍ରାଖୋଲ ବ୍ଲକ୍‌ରେ ଅବସ୍ଥାପିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଜେ କ୍ଲାସ୍‌ ରୁମ୍‌ରେ ପିଲାମାନଙ୍କୁ ପାଠପଢ଼ାଇଛନ୍ତି । ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
Read More...

ପ୍ରମୋଦ ଭଗତଙ୍କୁ ପ୍ଲେୟାର୍ସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପାରା ଅଲମ୍ପିକ ଖେଳାଳୀ ତଥା ଖେଳରତ୍ନ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରମୋଦ ଭଗତଙ୍କୁ ତାଙ୍କ ନିଜ ଜନ୍ମ ମାଟି ଅତାବିରାର ନିଜେ ଖେଳିଥିବା ପ୍ଲେୟାର୍ସ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଗତକାଲି କ୍ଲବର ସଭାପତି ରବି ପଣ୍ଡାଙ୍କ ସଭାପତିତ୍ୱ ଓ
Read More...

ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ଶ୍ରୀଜୀଉଙ୍କର ନେତ୍ରୋତ୍ସବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ନୀତି ପରେ ଶ୍ରୀଜୀଉଙ୍କୁ ନବବସ୍ତ୍ର ପରିଧାନ କରି ପୂଜାକାର୍ଯ୍ୟ କରାଯାଇଥିଲା । ପୂଜା କାର୍ଯ୍ୟ କରିଥିଲେ ଶ୍ରୀ ମନ୍ଦିର ପୂଜକ
Read More...

ନାହିଁ ନାହିଁରେ ଚଳୁଛି ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ : ନାହାନ୍ତି ଜଣେ ବି ଅତିରିକ୍ତ ଗୋଷ୍ଠୀ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳ ଭାବେ ବେଶ ଜଣାଶୁଣା । ଏହି ବ୍ଲକର ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଭୁଶୁଡ଼ି ଯିବା ଉପରେ ଅଛି, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବର୍ତ୍ତମାନ କର୍ମଚାରୀମାନଙ୍କ
Read More...

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ସୁରେନ୍ଦ୍ର ମହାନ୍ତି ଜନ୍ମ ଶତବାର୍ଷିକୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଧୁନିକ ଓଡ଼ିଆ ସାହିତ୍ୟର ଅପ୍ରତିଦ୍ଵନ୍ଦୀ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ରାଉରକେଲାର ଅଗ୍ରଣୀ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ଭାରତ
Read More...