ରେଲୱେ ଟ୍ରାକରୁ ଯୁବକଙ୍କ ମୃତଦେହ ଉଦ୍ଧାର
କଟକ : କଟକ ଓଏମ୍ପି ଓଭରବ୍ରିଜ୍ ରେଲୱେ ଟ୍ରାକରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଆରପିଏଫ ସନ୍ଦେହ କରୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି କିଶୋନଗର ଅଞ୍ଚଳର ରାଜ!-->…
Read More...
Read More...