Monthly Archives

June 2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୧୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ ଜଣ
Read More...

ମାନସିକ ରୋଗରେ ଆକ୍ରାନ୍ତ ମହିଳାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେମୁଡଗା ଗାଁର ମଞ୍ଜୁଲା କୁମ୍ଭାର (୨୮)ଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ନିଜ ମାଙ୍କ ଘରେ ରହିଛନ୍ତି । ତାଙ୍କର ଦୁଇ ଶିଶୁ କନ୍ୟାଥିବା ବେଳେ ଏହି ଦୁଇ
Read More...

୬ ନକଲି ନକ୍ସଲ ଗିରଫ

ମାଲକାନଗିରି : ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ୬ ଜଣ ନକଲି ନକ୍ସଲକୁ ଗିରଫ କରିଛି ପୁଲିସ । ଜିଲ୍ଲାର ବିଭିନ୍ନ ନକ୍ସଲ ପ୍ରବଣ ଗ୍ରାମଗୁଡିକରେ କିଛି ସଶସ୍ତ୍ର ନକ୍ସଲ ଘରେ ଘରେ ପଶି ଲୁଟପାଟ କରୁଥିବା ନେଇ ଥାନାରେ ଏତଲା ଦାୟର କରାଯାଇଥିଲା । ଏତଲାକୁ ଭିତ୍ତି କରି ପୁଲିସ ଖୋଳତାଡ ଆରମ୍ଭ
Read More...

ରଥଯାତ୍ରା ପ୍ରସାରଣ ଉପରେ ରହିବନି କଟକଣା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ଶୁକ୍ରବାର ଏକ ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି । ଉପଜିଲାପାଳ ଭବତାରଣ ସାହୁ ଏବଂ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ
Read More...

ସିଦ୍ଧାର୍ଥ ହେଲେ ଦ୍ଵିତୀୟ ଥର ପାଇଁ ପେକ୍ସ ସଭାପତି

ରେଙ୍ଗାଲି : ଅତାବିରା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ମନୋନୟନ ପାଇଁ ଗତକାଲି ସମୟ ଧାର୍ଯ୍ୟ କରାଯାଇଥିଲା । ସେଇ ଅନୁସାରେ ନାମାଙ୍କନ ପତ୍ର ଦାଖଲ କରିବାର ପ୍ରକ୍ରିୟା ମଧ୍ୟ ରହିଥିଲା । କିନ୍ତୁ ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ପତ୍ର ଦାଖଲ କରି ନଥିଲେ ।
Read More...

ଜୁଲାଇ ୨ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜୁଲାଇ ୨ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଏହାପୂର୍ବରୁ ନବନିଯୁକ୍ତ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଜୁନ ୨୯ ସକାଳ ୧୧ଟା ସମୟରେ ଏହି ବୈଠକ ଅନୁଷ୍ଠିତ ହେବ । ଗୃହ ପରିଚାଳନା
Read More...

ସଡକ ଦୁର୍ଘଟଣା, କାନ୍ଥରେ ପିଟିହୋଇ ଘର ଭିତରକୁ ପଶିଗଲା କାର୍‌

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାସ୍ତାରେ ଯାଉଥିବା ଏକ କାର୍‌ ହଠାତ୍‌ ଘର କାନ୍ଥରେ ପିଟି ହୋଇ ଭିତରକୁ ଫଶି ଘର ସମ୍ମୁଖରେ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୁରୁବାର ରାତିରେ ଏକ କାର୍‌ ଆଙ୍କୁଲି ଦେଇ ଯାଉଥିବା ବେଳେ ଏହି
Read More...

ଶିକ୍ଷକଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ସହ ୯ ଲକ୍ଷ ଜବତ

ଭଦ୍ରକ : ଶିକ୍ଷକଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ସହ ୯ ଲକ୍ଷ ଜବତ ହୋଇଥିବା ଜଣାପଡିଛି । ଭଦ୍ରକ ସହରର ଅପର୍ତିବିନ୍ଧା ଛକ ନିକଟ ଷ୍ଟେଟବ୍ୟାଙ୍କ ସାମ୍ନାରୁ ଗତ ୯ ତାରିଖରେ ଜଣେ ଶିକ୍ଷକଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା । ଏହି ଘଟଣାର ମୁଖ୍ୟ
Read More...

ଜିଲ୍ଲା ପରିଷଦ ସଦସ୍ୟଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

ବାଙ୍କୀ : ଗତକାଲି ଡମପଡ଼ା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ସ୍ଥାନୀୟ ୩୮ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ ଓ ୩୭ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା ମିନତୀ ମହାପାତ୍ର ପରିଦର୍ଶନରେ ଯାଇଥିଲେ । ପରିଦର୍ଶନ ସମୟରେ ବିଦ୍ୟାଳୟର
Read More...

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ରାଜେନ୍ଦ୍ରନାରାୟଣପୁର ଗାଁର ସୁକୁମାର ଦିଣ୍ଡାଙ୍କ ପତ୍ନୀ ପୂର୍ଣ୍ଣିମା (୪୨) ଯୋରକୂଳରେ ଛେଳି ଚରାଉଥିବା ସମୟରେ କୁମ୍ଭୀରଟି ତାଙ୍କ ଗୋଡ଼କୁ କାମୁଡ଼ି ପାଣି ଭିତରକୁ ଟାଣି ନେଉଥିବା ବେଳେ ସେ ଧରିଥିବା ବାଡ଼ିରେ ଲଗାତାର କୁମ୍ଭୀରକୁ ପିଟିବାରୁ
Read More...