ଏଟିଏମ୍ କାଟି ୩୨ ଲକ୍ଷ ଲୁଟି ନେଇଥିବା ଅଭିଯୋଗ
ବାଲେଶ୍ୱର : ବାଲେଶ୍ୱରରେ ଏଟିଏମ୍ କାଟି ପ୍ରାୟ ୩୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଶନିବାର ଅଭିଯୋଗ ହୋଇଛି । ସୂଚନାନୁସାରେ ଏସବିଆଇ ଏଟିଏମ୍କୁ ଗ୍ୟାସ କଟରରେ କାଟି ଏହି ବଡ ଧରଣର ଲୁଟ୍ କରିଛନ୍ତି ଦୁର୍ବୃତ୍ତମାନେ । ସଦର ଥାନା ହଳଦିପଦା ଫାଣ୍ଡି ପଦ୍ମପୁର ହାଟରେ ଥିବା ଏଟିଏମରୁ ଏହି!-->…
Read More...
Read More...