ମାଲଗାଡି ଟ୍ରେନ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ
ରେଙ୍ଗାଲି : ସମ୍ବଲପୁର-ଝାରସୁଗୁଡ଼ା ରେଳପଥ ଷ୍ଟେସନ ପାଖରେ ଆଜି ଏକ ମାଲଗାଡୀ ଧକ୍କାରେ ଜଣେ ଅଜଣା ମହିଳାଙ୍କ ମୃତ୍ୟ ହୋଇଛି । ମୃତ ମହିଳାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ!-->…
Read More...
Read More...