Monthly Archives

June 2022

ଏକତା ଗୃପର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଏକତା ଗୃପର ପ୍ରଥମ ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଝିରପାଣି ସ୍ଥିତ ସାଇନିଂ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତୀ ମହାନ୍ତିଙ୍କ ସଭପତିତ୍ୱ ଓ ସଂପାଦକ ଗୌରୀ କୁମ୍ଭାରଙ୍କ ଆବାହକତ୍ୱ ଓ ଉପଦେଷ୍ଟା
Read More...

କୋଶଳ କଳାମଣ୍ଡଳ ପଡିଆ ସ୍ଥିତ ଜିଲ୍ଲା ପାଠାଗାରରେ ସାଂସ୍କୃତିକ ଦଳ ମାନଙ୍କର ଚୟନ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର କୋଶଳ କଳାମଣ୍ଡଳ ପଡିଆ ସ୍ଥିତ ଜିଲ୍ଲା ପାଠାଗାର ଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ତଥା ରାଜ୍ୟ ବାହାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସିଟିଏମ୍‌ଏସ୍‌ ୱେବସାଇଟରେ ଅନଲାଇନ କରିଥିବା ବଲାଙ୍ଗିରର
Read More...

ପାଜିବାହାଲି ଜଙ୍ଗଲ ନିକଟରୁ ୬ ଲକ୍ଷ ୩୦ ହଜାର ଲୁଟ ଅଭିଯୋଗ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର- ରିସିଡା ରାସ୍ତାର ରାମୁଡ ଜଙ୍ଗଲ ପାଖରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଟଙ୍କା ଲୁଟ୍ କରି ଦୃବୁର୍ତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ମତେ ମଦନପୁର ନିକଟ ଗୋପାଳପୁର ଗ୍ରାମର ଭୂପିନ୍ଦର
Read More...

ଖପ୍ରାଖୋଲ ଥାନାରେ ଗ୍ରାମାଞ୍ଚଳ ରଥଯାତ୍ରା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମଦ ଓ ଜୁଆଖେଳ ସମ୍ପୂର୍ଣ୍ଣ ନିଷେଧ ନିଷ୍ପତ୍ତି ପାଟଣାଗଡ, (ଗୋରେଖନାଥ ବରିହା) : ସ୍ଥାନୀୟ ଥାନା ପରିସରରେ ରଥଯାତ୍ରା ପାଇଁ ଥାନାସ୍ତରୀୟ ପ୍ରାକ ପ୍ରସ୍ତୁତି ବୈଠକ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଖପ୍ରାଖୋଲ ତହସିଲଦାର
Read More...

ଖପ୍ରାଖୋଲ ପ୍ରାଣୀ ସମ୍ପଦ ପକ୍ଷରୁ ମାଗଣା ପ୍ରାଣୀ ଚିକିତ୍ସା ଶିବିର

ଗୋଚର ଜମିକୁ ଜବରଦଖଲରୁ ମୁକ୍ତ କରି ପ୍ରାଣୀ ସମ୍ପଦ ପାଇଁ ଉପଯୋଗୀ କରିବାକୁ ଲୋକଙ୍କୁ ସଚେତନତାର ବାର୍ତ୍ତା ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଖପ୍ରାଖୋଲ ପକ୍ଷରୁ ଆଜି ଓଡ଼ିଆପାଲି ଗ୍ରାମ ପଞ୍ଚାୟତ ଅଫିସ୍ ପ୍ରାଙ୍ଗଣରେ ପ୍ରାଣୀ ପାଳକମାନଙ୍କ ପାଇଁ ମାଗଣା
Read More...

ସିପିଆଇଏମ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ମ.ରାମପୁର, (ହେମନ୍ତ ସାହୁ) : ଅଗ୍ନିପଥ ଯୋଜନା ପ୍ରତ୍ୟାଖ୍ୟାନ, ଭାରତର ସାର୍ବଭୌମତ୍ୱକୁ ସୁରକ୍ଷିତ, ଯୁବକ-ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ, ଠିକା ନିଯୁକ୍ତି ପ୍ରଥା ବିଲୋପ କର ଇତ୍ୟାଦି ଦାବୀରେ ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ
Read More...

ରାମକୃଷ୍ଣ ଆଶ୍ରମରେ ଥଇଥାନ ହେଲେ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧା ମହିଳା

ଭବାନୀପାଟଣା, (ପି.କେ. ସାହୁ) : ନିଜର ବୋଲି ନାଁ ଅଛି ସ୍ୱାମୀ, ନାଁ ପୁଅ କିମ୍ବା ଝିଅ । ବେସାହାରା ହୋଇ ଦୀର୍ଘଦିନ ଧରି ପରଘରେ ଆଶ୍ରୟ ନେଇଥିଲେ ଜଣେ ବୃଦ୍ଧା ମହିଳା । କୋଉଠି ରହିବେ କଣ କରିବେ ଖାଇବେ କୋଉଠି ତାହାକୁ ନେଇ ସେ ଅନେକ ଚିନ୍ତିତ ଥିଲେ । ଏମିତି ଏକ ହୃଦୟ ବିଦାରକ ଭଳି ଖବର
Read More...

ଶ୍ରୀ ଅରବିନ୍ଦ ଯୋଗ ମନ୍ଦିର ଆନୁକୂଲ୍ୟରେ “ଶିକ୍ଷା କ୍ଷେତ୍ରରେ ବିବର୍ତ୍ତନ, ଜାତୀୟ ଶିକ୍ଷାନୀତି ଓ ଶ୍ରୀ…

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍‌ଟର୍‌ ୫ ସ୍ଥିତ ଶ୍ରୀ ଅରବିନ୍ଦ ଯୋଗ ମନ୍ଦିରର ଏନେକ୍ସ ହଲରେ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ "ଶିକ୍ଷା କ୍ଷେତ୍ରରେ ବିବର୍ତ୍ତନ, ଜାତୀୟ ଶିକ୍ଷାନୀତି ଓ ଶ୍ରୀ ଅରବିନ୍ଦ" ଶୀର୍ଷକ ଏକ ମଣ୍ଡଳ ସ୍ତରୀୟ ସମ୍ପାନ ଆୟୋଜିତ ହୋଇ ଯାଇଛି ।
Read More...

ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଠାକୁରମୁଣ୍ଡା : ଠାକୁରମୁଣ୍ଡା ଜଗନ୍ନାଥ ମନ୍ଦିର ପରିସରରେ ଆସନ୍ତା ଘୋଷ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା କମିଟିର ସଭାପତି ତଥା କରଞ୍ଜିଆ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତରେ କମିଟିର ସମ୍ପାଦକ ବସନ୍ତ କୁମାର ପୈବର୍ତ୍ତୀଙ୍କ
Read More...

ଅଶ୍ୱତ୍‌ଥ ପତ୍ରରେ ରାଇମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଯୁବ ଚିତ୍ରଶିଳ୍ପୀ ମନୋଜ

କଟକ : ଯୁବ ଚିତ୍ରଶିଳ୍ପୀ ମନୋଜ କୁମାର ସାହୁ ଅଶ୍ୱତ୍‌ଥ ପତ୍ରରେ ଅଭିନେତା ରାଇମୋହନଙ୍କ ଚିତ୍ର ଆଙ୍କି ନିଆରା ଢ଼ଙ୍ଗରେ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ତାଙ୍କର ଏହି ଚିତ୍ର ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ପ୍ରସଂଶା ସାଉଣ୍ଟିଛି । ଅଭିନେତା ରାଇମୋହନଙ୍କ ମୃତ୍ୟୁପରେ ସମସ୍ତେ ତାଙ୍କ ଅମର
Read More...