Daily Archives

ଗ୍ୟାସ୍ ଚୁଲାରୁ ନିଆଁ ଲାଗି ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : କଲାହାଣ୍ଡି ଜିଲ୍ଲା ମଦନପୁରର ରାମପୁର ବ୍ଲକ ଅର୍ନ୍ତଗତ ରାମପୁର ଗାଁରେ ଜଣେ ମହିଳା ନିଜର ରୋଷେଇ ଘରେ ରୋଷେଇ କରୁଥିବା ସମୟରେ କୌଣସି କାରଣ ବସତଃ ଗ୍ୟାସ୍ ସିଲିଣ୍ଡରର ନିଆଁ ଦେହରେ ଲାଗି ୮୦ ପ୍ରତିଶତ ପୋଡି ଯାଇଥିବା ଜଣାପଡ଼ିଛି । ମହିଳାଙ୍କ ନାମ ସୁରଭି
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ “ରକେଟ୍ରି : ଦି ନାମ୍ବି ଇଫେକ୍ଟ”ର ସ୍ୱତନ୍ତ୍ର ସ୍କ୍ରିନିଂ

ନୂଆଦିଲ୍ଲୀ, (ପିଆଇବି) : ଏହି ଚଳଚ୍ଚିତ୍ର ପୂର୍ବତନ ଇସ୍ରୋ ବୈଜ୍ଞାନିକ ତଥା ପଦ୍ମଭୂଷଣ ଶ୍ରୀ ନାମ୍ବି ନାରାୟଣଙ୍କ ଜୀବନୀ ଉପରେ ଆଧାରିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ଶିରିଫୋର୍ଟ ପ୍ରେକ୍ଷାଳୟରେ ରକେଟ୍ରି: ଦି ନାମ୍ବି ଇଫେକ୍ଟ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ
Read More...

୨୦୧୮-୧୯ ଏବଂ ୨୦୧୯-୨୦ ବର୍ଷ ପାଇଁ ସର୍ବପ୍ରଥମ ପିଜିଆଇ-ଡି ରିପୋର୍ଟ ପ୍ରକାଶିତ

ଶିକ୍ଷା ମନ୍ତ୍ରଣାଳୟ ୨୦୧୮ – ୧୯ ଏବଂ ୨୦୧୯ – ୨୦ ବର୍ଷ ପାଇଁ ସର୍ବପ୍ରଥମ ଜିଲ୍ଲା ମାନଙ୍କର ପ୍ରଦର୍ଶନ ମାନକ ସୂଚକାଙ୍କ (ପିଜିଆଇ-ଡି) ଉପରେ ରିପୋର୍ଟ ପ୍ରକାଶ କରିଛନ୍ତିପିଜିଆଇ-ଡି ରିପୋର୍ଟ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ଗୁଡିକର ୨୦୧୮ – ୧୯ ନିମନ୍ତେ ୭୨୫ଟି ଜିଲ୍ଲା ଏବଂ ୨୦୧୯-
Read More...

କୃଷି ମନ୍ତ୍ରଣାଳୟ ଓ ଆଇସିଆରଆଇଏସଏଟିର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା

ତାଳଚେର ବଲଣ୍ଡା ଅଂଚଳରେ ପତିତ ଜମିକୁ ଚାଷ ଉପଯୋଗୀ କରାଯିବ- ଧର୍ମେନ୍ଦ୍ର ପ୍ରଧାନ• ବୈଜ୍ଞାନିକ ପ୍ରଣାଳିରେ ଚାଷ କାର୍ୟ୍ୟ କରିବା ଉପରେ ଗୁରୁତ୍ୱାରୋପ• କୃଷି ଉତ୍ପାଦକ ସଂଗଠନ ମାଧ୍ୟମରେ ଚାଷୀ ମାନଙ୍କୁ କୁଶଳୀ କରାଯିବ ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ପତିତ ଜମିର ପୁନରୁଦ୍ଧାର କରି
Read More...

ବାଣିଜ୍ୟିକ ଖନନ ପାଇଁ କୋଇଲା ଖଣିର ନିଲାମୀ ନିମନ୍ତେ କୋଇଲା ମନ୍ତ୍ରଣାଳୟକୁ ମିଳିଲା ୩୮ଟି ବିଡ୍

୨୮ ଜୁନ, ୨୦୨୨ରେ ଖୋଲାଯିବ ଅନଲାଇନ୍ ବିଡ୍କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୨୦୧୫ ଅଧୀନରେ ପଞ୍ଚଦଶ ପର୍ୟ୍ୟାୟ ନିଲାମୀଖଣି ଓ ଖଣିଜ ସମ୍ପଦ (ବିକାଶ ଓ ନିୟନ୍ତ୍ରଣ) ଆଇନ, ୧୯୫୭ ଅଧୀନରେ ପଞ୍ଚମ ପର୍ୟ୍ୟାୟ ନିଲାମୀ ଏବଂ କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୨୦୧୫ ଅଧୀନରେ
Read More...

ମୁରିବାହାଲ ସ୍କୁଲରେ ମିଡ ଡେ ମିଲ୍ ଖାଇଲେ ଜିଲ୍ଲାପାଳ ଓ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ନିତିନ କୁଶଲକର ଜିଲ୍ଲାର ମୁରିବାହାଲ ବ୍ଲକର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଥିବା ବେଳେ ମୁରିବାହାଲ ସ୍ଥିତ ଏକ ସ୍କୁଲରେ ମିଡ ଡେ ମିଲ୍ ଖାଇଛନ୍ତି । ତେବେ ଜିଲ୍ଲାପାଳ ଶ୍ରୀ ରାଣା ଓ ଏସ୍‌ପି ନିତିନ
Read More...

ସୁନାସାଜର ଅଷ୍ଟମ ବାର୍ଷିକ ଉତ୍ସବ ଓ ସ୍ମରଣିକା ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସଂଗଠନ ସୁରଭୀ ନାଟକ ସାହିତ୍ୟ ଜଗତ ତଥା "ସୁନାସାଜ"ର ଅଷ୍ଟମ ବାର୍ଷିକ ଉତ୍ସବ ଛତ୍ରପୁର ଗୌରୀଶଙ୍କର କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସୁନାସାଜର ସଭାପତି ବିଶିଷ୍ଟ ସାହିତ୍ୟିକ/ଗବେଷକ ବରେଣ୍ୟ କବି ଭାନୁହଂସ
Read More...

ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଛତ୍ରପୁର ବିଜେପି ପ୍ରତିନିଧି ମଣ୍ଡଳୀ

• ଗୋପାଳପୁର ବନ୍ଦର ମତ୍ସ୍ୟଜୀବୀ ମାନଙ୍କ ପାଇଁ ଆର୍ଯ୍ୟପଲ୍ଲୀ ଠାରେ ଫିସିଙ୍ଗ ହାରବର ନିର୍ମାଣ ହେବ - କେନ୍ଦ୍ରମନ୍ତ୍ରୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିଲ୍ଲୀ ବାସଭବନକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି, ବିଜେପି ଛତ୍ରପୁର ପ୍ରତିନିଧି ମଣ୍ଡଳୀ
Read More...

ଅଗ୍ନିପଥକୁ ବିରୋଧ କରି ଭଞ୍ଜନଗର କଂଗ୍ରେସର ଧାରଣା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଚାରିଆଡ଼େ ଅଶାନ୍ତି ଲାଗି ରହିଛି । ବହୁ ସ୍ଥାନରେ ଏହି ନିଯୁକ୍ତିକୁ ପ୍ରତ୍ୟାହାର କରିବାକୁ ନେଇ ଯୁବଗୋଷ୍ଠୀ ମଧ୍ୟରେ ଅସ୍ଥିରତା ଦେଖାଦେଇଛି । ଏହି ଯୋଜନାକୁ ବନ୍ଦ କରିବା ପାଇଁ ବିଭିନ୍ନ ସ୍ଥାନରେ
Read More...

ଜ୍ଞାନ ପ୍ରକାଶ ତରଫରୁ ଜାତୀୟ ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ଜ୍ଞାନ ପ୍ରକାଶ ତରଫରୁ ଜାତୀୟ ସ୍ତରରେ ଗତ ତା୨୬/୦୬/୨୨ ରିଖ ରବିବାର ଦିନ ସକାଳ ୮.୩୦ରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଦେଶର ୨୮ଟି ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୃଙ୍ଖଳାର ସହିତ କରାଯାଇଥିଲା । ସୁନ୍ଦର ଗଡ଼ରୁ ଏକ ମାତ୍ର ସ୍ଥାନ ଆର୍‌ଇସି
Read More...