ନିଶାଦ୍ରବ୍ୟ ଜବତ : ୬ ବେପାରୀ ଗିରଫ
ଭୁବନେଶ୍ୱର, (କେପିଏନ୍ଏସ୍) : ଦୁଇଟି ପୃଥକ୍ ଘଟଣାରେ ରବିବାର ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ୬ ଜଣ ନିଶା ବେପାରୀ । ବିପୁଳ ମାତ୍ରାରେ ଗଞ୍ଜେଇ, ବ୍ରାଉନସୁଗର ସହ ବେପାରୀଙ୍କୁ ସହିଦ ନଗର ପୁଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ, ଶାନ୍ତିପଲ୍ଲୀ ବସ୍ତିରୁ ୪୦ ଗ୍ରାମ ବ୍ରାଉନସୁଗର!-->…
Read More...
Read More...