Daily Archives

ନମାମି ଗଙ୍ଗେ ପକ୍ଷରୁ ଚାରା ରୋପଣ ଓ ବୈତରଣୀ ଘାଟ ସଫେଇ ଅଭିଯାନ

ପାଟଣା : ନମାମି ଗଙ୍ଗେ ପକ୍ଷରୁ ଚାରା ରୋପଣ ଓ ବୈତରଣୀ ଘାଟ ସଫେଇ ଅଭିଯାନ ଆୟୋଜିତ ହୋଇଯାଇଛି । ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରଚଣ୍ଡ ରାଷ୍ଟ୍ର ଭକ୍ତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜୁନ ୨୩ ତାରିଖ ବଳିଦାନ ଦିବସରୁ ଜୁଲାଇ ୬ ତାରିଖ ଜନ୍ମ ଦିବସ
Read More...

ପାଟଣାଗଡ଼ ତାଳୁକ ଆଇନ ସେବା ସହାୟତା ସମିତି ପକ୍ଷରୁ ସଚେତନତା ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ତାଳୁକ ଆଇନ ସହାୟତା ସମିତି ପକ୍ଷରୁ ବାଲ ଅପରାଧ ଆଇନ(ଜୁଭେନାଲ ଧାରା) ଏବଂ ମହିଳା ସୁରକ୍ଷା ଆଇନ (ପୋକ୍ସୋ) ଧାରା ଉପରେ ସ୍ଥାନୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଇନ ସଚେତନତା କର୍ମଶାଳାରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍
Read More...

ମାଲଗାଡି ଟ୍ରେନ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

ରେଙ୍ଗାଲି : ସମ୍ବଲପୁର-ଝାରସୁଗୁଡ଼ା ରେଳପଥ ଷ୍ଟେସନ ପାଖରେ ଆଜି ଏକ ମାଲଗାଡୀ ଧକ୍କାରେ ଜଣେ ଅଜଣା ମହିଳାଙ୍କ ମୃତ୍ୟ ହୋଇଛି । ମୃତ ମହିଳାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଡ୍ୟାମ୍‌କୁ ପରିଦର୍ଶନ କଲେ ଜିଲ୍ଲାପାଳ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଡ୍ୟାମ୍ ଏବଂ ଚାଲିଥିବା ସ୍ପିଲୱେ କାର୍ଯ୍ୟକୁ ପରିଦର୍ଶନ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଏଡିଏମ୍ (ଆର) ଏବଂ ଏସ୍‌ଇ ଆର୍‌ଆର୍‌ । ତେବେ ଅଗଷ୍ଟରୁ ଗେଟ୍ ନିର୍ମାଣ ଆରମ୍ଭ ହେବକାୁ ଥିବା ବେଳେ ଟେଣ୍ଡର
Read More...

ବିଜେଡ଼ି ପକ୍ଷରୁ ବିଶାଳ କର୍ମୀ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବିଜେଡି ପକ୍ଷରୁ ଆସନ୍ତା ୨୮ ତାରିଖ ରେଙ୍ଗାଲି ଜୋନ୍ ୧ରେ ହେବାକୁ ଥିବା ବିଶାଳ କର୍ମୀ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରେଙ୍ଗାଲି ସ୍ଥିତ ହରିହର ଧର୍ମଶାଳା ଠାରେ ରେଙ୍ଗାଲି ବିଜେଡି ବ୍ଲକ ସଭାପତି ଅଶୋକ କୁମାର
Read More...

ବୁଢାରଜା ମନ୍ଦିର ବାଡ ନିର୍ମାଣ କାର୍ଯ୍ୟ ଆରମ୍ଭ

ରେଙ୍ଗାଲି : ଶ୍ୟାମ୍ ମେଟାଲିକ୍ସ ପକ୍ଷରୁ ରେଙ୍ଗାଲି ବ୍ଳକର ପଣ୍ଡଲୋଇ ଗ୍ରାମରେ ଥିବା ବୁଢାରଜା ମନ୍ଦିରର ବାଡ ନିର୍ମାଣ କାର୍ୟ୍ୟ ଆରମ୍ଭ କରାଯାଇଛି । କାର୍ଯ୍ୟ ଆରମ୍ଭ ସମୟରେ କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ପୂଜକ ଉପସ୍ଥିତ ଥିଲେ ।
Read More...

ପ୍ରଶାନ୍ତି ଚାରିଟେବୁଲ ଟ୍ରଷ୍ଟ ଓ ଅସ୍ତିତ୍ୱର ମିଳିତ ସହଯୋଗରେ ଶ୍ରେଷ୍ଠ ଓଡିଆଣୀ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର : ପ୍ରଶାନ୍ତି ଚାରିଟେବୁଲ ଟ୍ରଷ୍ଟ ଓ ଅସ୍ତିତ୍ୱର ମିଳିତ ସହଯୋଗରେ ଶ୍ରେଷ୍ଠ ଓଡିଆଣୀ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଓଡିଆ ସଂସ୍କୃତି, ପରମ୍ପରା ଓ ଚଳଣି ଉପରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ପ୍ରାନ୍ତରୁ ୪୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତେବେ
Read More...

ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

• ବୃହତ୍ତର ବ୍ରହ୍ମପୁର ମହାନଗର କରିବା ଯୋଜନାରେ ସହର ତଳି ଅଞ୍ଚଳ ମିଶ୍ରଣ ପ୍ରସ୍ତାବକୁ ଗୃହୀତ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) ଗତକାଲି ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ବ୍ରହ୍ମପୁର ଗ୍ରସ୍ତ ହୋଇଛି । ଏହି ଅବସରରେ ବ୍ରହ୍ମପୁର ମହାନଗର
Read More...

ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଶ୍ରମିକ ପଞ୍ଜିକରଣନୀତି ସରଳ ହେବ୨୦୨୫ ସୁଦ୍ଧା ଓଡ଼ିଶା ଶିଶୁଶ୍ରମିକ ମୁକ୍ତ ରାଜ୍ୟ ଭାବେ ପରିଗଣିତ ହେବ - ଶ୍ରମ ମନ୍ତ୍ରୀ ଗଞ୍ଜାମ, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗୀୟ ସମୀକ୍ଷା ବୈଠକ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି ।
Read More...

ତୁଷୁରା ଏବଂ କଣ୍ଟାବାଞ୍ଜିରେ ବହୁମୁଖୀ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ଚାଲିଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରା ଏବଂ କଣ୍ଟାବାଞ୍ଜିରେ ବହୁମୁଖୀ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ଚାଲିଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଚାଲିଥିବା ଏହି ବହୁମୁଖୀ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କାମ ୨୦୨୨
Read More...