ବିଲକୁ ଓଲଟିଲା ଘରୋଇ ସ୍କୁଲ ବସ୍, ସୁରକ୍ଷିତ ଭାବେ ଉଦ୍ଧାର ହେଲେ ଛାତ୍ରଛାତ୍ରୀ
କଟକ/ଚୌଦ୍ୱର : ବିଲକୁ ଓଲଟିଲା ଘରୋଇ ସ୍କୁଲ ବସ୍ । ଅଳ୍ପକେ ବର୍ତ୍ତିଗଲେ ୧୦ ଅଧିକ ଛାତ୍ରଛାତ୍ରୀ । ଦୁର୍ଘଟଣା ଯୋଗୁଁ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ବସ୍ ଭିତରୁ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ!-->…
Read More...
Read More...