Daily Archives

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଦକ୍ଷିଣ ସବ ଜୋନାଲ ବ୍ୟୁରୋ ତରଫରୁ ପ୍ରେସ ବିଜ୍ଞପ୍ତି ଜାରି

ମାଲକାନଗିରି : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ)ର ଦକ୍ଷିଣ ସବ ଜୋନାଲ ବ୍ୟୁରୋ ତରଫରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପ୍ରେସ ବିଜ୍ଞପ୍ତି ପ୍ରବକ୍ତା ସମତା ନାମରେ ପ୍ରକାଶ କରିଛନ୍ତି ଯେ, ଭାରତୀୟ ସେନାରେ ଠିକା ପଦ୍ଧତି ଅଗ୍ନିପଥକୁ ଘୋର ବିରୋଧ କରନ୍ତୁ । ଏହି ଯୋଜନାକୁ
Read More...

ଯୁବକଙ୍କ ଗଳା କାଟି ହତ୍ୟା ଅଭିଯୋଗ

ଆନନ୍ଦପୁର : କେନ୍ଦୁଝରର ଦୈତାରୀ ଥାନା ଖସାପଦା ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଶନିବାର ଅଭିଯୋଗ ହୋଇଛି । ଭୋଜି କରିବାକୁ ଡାକି ନେଇ ଯୁବକଙ୍କ ବେକ କାଟି ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖସାପଦା ଗାଁ ପାଖ
Read More...

ଏଟିଏମ୍‌ କାଟି ୩୨ ଲକ୍ଷ ଲୁଟି ନେଇଥିବା ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱରରେ ଏଟିଏମ୍‌ କାଟି ପ୍ରାୟ ୩୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଶନିବାର ଅଭିଯୋଗ ହୋଇଛି । ସୂଚନାନୁସାରେ ଏସବିଆଇ ଏଟିଏମ୍‌କୁ ଗ୍ୟାସ କଟରରେ କାଟି ଏହି ବଡ ଧରଣର ଲୁଟ୍‍ କରିଛନ୍ତି ଦୁର୍ବୃତ୍ତମାନେ । ସଦର ଥାନା ହଳଦିପଦା ଫାଣ୍ଡି ପଦ୍ମପୁର ହାଟରେ ଥିବା ଏଟିଏମରୁ ଏହି
Read More...

ରାଇମୋହନଙ୍କ ଜନ୍ମ ମାଟିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ପାଟଣା : ଓଡ଼ିଆ ସିନେମା ଜଗତ ତଥା ଯାତ୍ରା ଜଗତର ଜଣାଶୁଣା ଅଭିନେତା ରାଇମୋହନ ପରିଡାଙ୍କ ଶୁକ୍ରବାର ଅକାଳ ବିୟୋଗ ଘଟିଛି । ତାଙ୍କ ମୃତ୍ୟୁକୁ ନେଇ ଜନ୍ମ ମାଟି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଉଦୟପୁର ପଞ୍ଚାୟତ ଉଦୟପୁର ପରିଡା ସାହିରେ ଶୋକର ଛାୟା ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ ଗାଁର
Read More...

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ : ଶିକ୍ଷାମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର : ଆଉ କିଛି ଦିନ ପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଜୁଲାଇ ମାସ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ପରୀକ୍ଷା ଫଳ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି
Read More...

ବିଦେଶରେ ନିଜ ମାଟିର ଲୋକଙ୍କୁ ଭେଟି ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଦେଶ ଗସ୍ତରେ ଯାଇଥିବା ବେଳେ ବିଦେଶରେ ନିଜ ମାଟିର ଲୋକଙ୍କୁ ଦେଖି ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଦେଶରେ ନିଜ ମାଟିର ଲୋକଙ୍କୁ ଭେଟିବାର ମୂହୁର୍ତ୍ତ ବେଶ ସ୍ଵତନ୍ତ୍ର । ୟୁରୋପର ବିଭିନ୍ନ ଦେଶରେ ଥିବା ଓଡ଼ିଆଙ୍କ ସହ ରୋମରେ ମିଶିଲି ।
Read More...

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ବାରିପଦାରେ ଅନୁଷ୍ଠିତ ଜିଲ୍ଲା ପ୍ରଧାନଶିକ୍ଷକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଡବ୍ଲୁସିଡିଓ ଦିଶା ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ରମଙ୍କ ସମେତ ଜିଲ୍ଲାର
Read More...

ଲୋକପ୍ରିୟ ଅଭିନେତା ରାଇମୋହନ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣା ସାରା ଓଡ଼ିଆ ଚଳଚିତ୍ର ଓ ଯାତ୍ରା ପ୍ରେମୀଙ୍କୁ ମର୍ମାହତ କରିଛି । ଅଭିନୟ ଜଗତରେ ଜଣେ ଖଳନାୟକ କରୁଥଲେ ସୁଧା ବାସ୍ତବ ଜୀବନରେ ସେ ଥିଲେ ଠିକ ତାର ଓଲଟା ।
Read More...

ନାତିର ଠେଙ୍ଗା ମାଡରେ ଆଖି ବୁଜିଲା ଆଈ

ସମ୍ବଲପୁର : ସମ୍ବଲପୁର କିସିଣ୍ଡା ଥାନା ଅନ୍ତର୍ଗତ ବଲମ ପିତାବଳୀପଡାରେ ଆଈ ମୁଣ୍ଡକୁ ଠୋଙ୍ଗାରେ ପିଟି ପିଟି ହତ୍ୟା କଲା ନାତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କରଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା
Read More...

ସ୍କୁଲ ଗେଟ୍ ଭୁଶୁଡି ଦୁଇ ମୃତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୯ରେ ଥିବା ବିକାଶ ସ୍କୁଲର ମୁଖ୍ୟ ଫାଟକ ଅଚାନକ ଭୁଶୁଡି ପଡିବା ଯୋଗୁଁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଦ୍ୱୟ ହେଲେ ହମିରପୁରର ଗାନ୍ଧୀରାମ ରାଉତ (୫୬) ଓ ସୁରଜ ଚୌଧୁରୀ (୧୮)। ଲୁହା ଗେଟ୍ ପଡିଯିବାରୁ
Read More...