Daily Archives

ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ସାଧାରଣ ସଭା ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରର ଅଶୋକ ନଗର ସ୍ଥିତ ସିଟି ରେସିଡେନ୍‌ସିଠାରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ସାଧାରଣ ସଭା ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ସଭାର ମୁଖ୍ୟ ଅତିଥି ମୂରଲୀଧର ସେଠୀ ଓ ସମ୍ପାଦକ ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...

ଝଡ ବତାସରେ ଗଛ ପଡି ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଢୋଲମାନ୍ଦଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାବଲ ଗାଁ କୁଶପାଲି ଯିବା ରାସ୍ତାରେ ଗଛ ପଡି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିଲା । ଏନେଇ ଗାଁ ଲୋକେ ଲାଇନ୍ ମ୍ୟାନ୍‌ ଓ ଅଗ୍ନିଶମ କାର୍ଯ୍ୟାଳୟକୁ ଫୋନ୍ ମାଧ୍ୟମରେ ଜଣାଇଥିଲେ । ଖବର ପାଇ ତୁରନ୍ତ ଲାଇନ୍
Read More...

ଗଡ଼ବେଗୁନିଆପଡ଼ାରେ ପରିବେଶ ଭିତ୍ତିକ ଜନ ଶୁଣାଣି

ଡେଲାଙ୍ଗ, (ଦିଲ୍ଲୀପ ଧାଉଡିଆ) : ସମାଜସେବୀ ତପନ ଚନ୍ଦ୍ର ରାୟଙ୍କ ପ୍ରସ୍ଥାବିତ ଡେଲାଙ୍ଗ ତହସିଲ ଅଧିନସ୍ଥ ଗଡବେଗୁନିଆପଡ଼ା ଗ୍ରାମ ନିକଟସ୍ଥ ଦୟାନଦୀର ବାଲିଘାଟ ନିଲାମ ନେଇ ପରିବେଶ ଭିତିକ ଜନ ଶୁଣାଣି ଶିବିର ଶୁକ୍ରବାର ଗଡ ବେଗୁନିଆପଡ଼ା ସ୍ଥିତ ଖେଳ ପଡିଆ ସଲଗ୍ନ ମାର୍କେଟ କମ୍ପ୍ଲେକ୍ସ
Read More...

ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ : ବିଜେପିର ତିନି ପ୍ରାର୍ଥୀ ଜିତିଲେ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ସମସ୍ତ ୬ ଟି ରାଜ୍ୟସଭା ଆସନର ଫଳାଫଳ ଘୋଷଣା କରାଯାଇଛି । ବିଳମ୍ବିତ ରାତିରେ ଭୋଟ୍ ଗଣନା ଆରମ୍ଭ ହେବା ପରେ ଫଳାଫଳ ବାହାରିଥିଲା । ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନରେ ​​ସମସ୍ତ ବିଜେପି ପ୍ରାର୍ଥୀ ଜିତିଛନ୍ତି । ମହାରାଷ୍ଟ୍ରର ୩ ଟି ଆସନରୁ ବିଜେପି ଜିତିଛି।
Read More...

ନମାଜ ପାଠ ପରେ ଦିଲ୍ଲୀର ଜାମା ମସଜିଦ ବାହାରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ : ପ୍ରୋଫେଟ୍ ମହମ୍ମଦଙ୍କ ଉପରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସାରା ଦେଶରେ ବିରୋଧ ଜାରି ରହିଛି । ଶୁକ୍ରବାର ଦିନ ଦିଲ୍ଲୀ ଏବଂ କୋଲକାତାରେ ବିରୋଧ ପ୍ରଦର୍ଶନ କରାଯାଇଥିବା ଜଣାପଡ଼ିଛି । ନମାଜ ପାଠ ପରେ ଦିଲ୍ଲୀର ଜାମା ମସଜିଦ ବାହାରେ ଶୁକ୍ରବାର ଦିନ ବହୁ ସଂଖ୍ୟାରେ
Read More...

ବହୁମୁଖୀ ପ୍ରତିଭାର ଅଧିକାରୀ ଅମରେଶ ମିଶ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ଆଇନଜ୍ଞ ସ୍ୱର୍ଗତ ଅମରେଶ ପ୍ରସାଦ ମିଶ୍ରଙ୍କ ବିୟୋଗରେ ଛତ୍ରପୁରର ଓକିଲ ସମାଜ ଏବଂ ବହୁ ବିଶିଷ୍ଟବ୍ୟକ୍ତି, ବୃଦ୍ଧିଜୀବିଙ୍କ ର୍ମାହାଲରେ ଗଭୀର ଶୋକପ୍ରକାଶ କରାଯାଇଛି । ତାହାଙ୍କ ବିୟୋଗରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଅପୂରଣୀୟ କ୍ଷତିହୋଇଛି
Read More...

ପାର୍ବତୀ ଗିରି ବାଳ ନିକେତନର ଅନ୍ତେବାସୀଙ୍କ ପଲ୍ଲୀଶ୍ରୀ ମେଳା ପରିଦର୍ଶନ ପାଇଁ ବଲାଙ୍ଗିର ସିଆର୍‌ପିଏଫ୍‌ ପକ୍ଷରୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଥରଚେପା ପାର୍ବତୀ ଗିରି ବାଳ ନିକେତନର ଅନ୍ତେବାସୀଙ୍କ ପଲ୍ଲୀଶ୍ରୀ ମେଳା ପରିଦର୍ଶନ ପାଇଁ ବଲାଙ୍ଗିର ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । କମାଣ୍ଡେଣ୍ଟ ପୱନ କୁମାର ତିୱାରୀ ତଥା ସିଆର୍‌ପିଏଫ୍‌ର ଅନ୍ୟ ଅଧିକାରୀ ଓ
Read More...

ଜଳଶକ୍ତି ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବଙ୍କ ବିଭିନ୍ନ ଅଞ୍ଚଳ ପରିଦର୍ଶନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଅରୁଣ ବାରୋକା ଗତ ଗୁରୁବାରଠାରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପାନୀୟ ଜଳ ଓ ପରିମଳ ନେଇ ତଦାରଖ କରୁଛନ୍ତି । ଶୁକ୍ରବାର ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା
Read More...

କମ୍ରେଡ ବନମାଳୀ ଧୁପାଳଙ୍କ ପ୍ରଥମ ସ୍ମୃତିଚାରଣ ସଭା

ଖଟିଖିଆ ଓ ମେହନତୀ ଶ୍ରମିକଙ୍କ ସ୍ୱର ଥିଲେ କମ୍ରେଡ ବନମାଳୀ ରାଉରକେଲା, (ସସ୍ମିତା ପ୍ରଧାନ) : ଖଟିଖିଆ ଓ ମେହନତୀ ଶ୍ରମିକଙ୍କ ସ୍ୱର ଥିଲେ କମ୍ରେଡ ବନମାଳୀ ଧୁପାଳ । ସେ ଥିଲେ ସେମାନଙ୍କର ତ୍ରାଣକର୍ତା । ସେ ଶ୍ରମିକଙ୍କ ପ୍ରତ୍ୟେକ ସମସ୍ୟା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ଥିଲେ ବୋଲି
Read More...

ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତ ପ୍ରଧାନ) : ଭାରତର ସ୍ଵାଧୀନତା ୭୫ବର୍ଷ ଆଜାଦ କି ଅମୃତ ମହୋତ୍ସବ ସମ୍ମିଳନୀ ପାଳନ ଅବସରରେ ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ସଂପର୍କରେ ଆଲୋଚନାଚକ୍ର ଏନ୍‌ଆଇଟି ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ନିବେଶ ଏବଂ ସର୍ବସାଧାରଣଙ୍କ ସଂପତ୍ତିର
Read More...