Daily Archives

ସଦେଇପାଲି ସ୍ଥିତ ଗ୍ରୀଡ-କୋରେ ଭାଲୁ : ସିସିଟିଭିରେ କଏଦ ହେଲା ଦୃଶ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦେଇପାଲି ସ୍ଥିତ ଗ୍ରୀଡ-କୋରେ ଏକ ଭାଲୁ ଦେଖିବାକୁ ମିଳିଛି । ଏହାର ଭିଡିଓ ମଧ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗତ ବିଳମ୍ବିତ ରାତ୍ରିରେ ଭାଲୁଟି ଗ୍ରୀଡ-କୋ ଭିତରକୁ ପ୍ରବେଶ କରୁଥିବା ବେଳେ ଗ୍ରୀଡ-କୋର ଗେଟ ବନ୍ଦ ଥିବାରୁ ପ୍ରବେଶ କରି
Read More...

ଦେଷଣ୍ଢ ହାଇସ୍କୁଲକୁ ପ୍ରକୃତି ମିତ୍ର ୨୦୨୨ ପୁରସ୍କାର

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦେଓଗାଁ ବ୍ଲକ ଦେସଣ୍ଢ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବ୍ଲକ ସ୍ତରରେ ସର୍ବୋକୃଷ୍ଟ ବିବେଚିତ ହୋଇଥିବାରୁ ପ୍ରକୃତି ମିତ୍ର ୨୦୨୨
Read More...

ବେଲପଡାରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଶିବ ମନ୍ଦିର ଠାରୁ ବିରାଟ ଶୋଭାଯାତ୍ରାରେ ମହିଳାମାନେ ବାହାରି ୧୩୦ କଳସ ଆଣି ନାମଯଜ୍ଞରେ ସ୍ଥାପନ କରିଥିଲେ
Read More...

୧୦ମ ଓଡିଶା ରାଜ୍ୟ ମୁଏଥାଇ ବକ୍ସିଂ ପ୍ରତିଯୋଗିତା ୨୦୨୨ ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଗତ ଦୁଇ ଦିନ ଧରି ବରଗଡ ଠାରେ ଅନୁଷ୍ଠିତ ହୋଇଯାଇଛି ୧୦ମ ଓଡିଶା ରାଜ୍ୟ ମୁଏଥାଇ ବକ୍ସିଂ ପ୍ରତିଯୋଗିତା ୨୦୨୨ । ଏହି କାର୍ଯ୍ୟକ୍ରମ ଓଡିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା "ଓଡିଶା ମୁଏଥାଇ ୟୁନିଅନ" ଏବଂ ଆର୍ଟ୍ସ ଟେମ୍ପଲ ବରଗଡ଼ର ମିଳିତ
Read More...

ଗୀତାରତ୍ନ ଯୁଗଳ କିଶୋର ପ୍ରଧାନଙ୍କ ପୁସ୍ତକ ‘ପ୍ରଭୁ ସୃଷ୍ଟି ରହସ୍ୟ’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରବିବାର ସଂଧ୍ୟାରେ ବଲାଙ୍ଗିର ତେରାପନ୍ଥ ଭବନ ଠାରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୀତାରତ୍ନ ଯୁଗଳ କିଶୋର ପ୍ରଧାନଙ୍କ ନୀତିବାଣୀ ମୂଳକ ପୁସ୍ତିକା 'ପ୍ରଭୁ ସୃଷ୍ଟି ରହସ୍ୟ' ମୁନିଶ୍ରୀ ପ୍ରଶାନ୍ତ କୁମାରଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା
Read More...

ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

କଣ୍ଟାମାଲ, (ମମତା ମହାକୁର) : ମିଳିତ ପ୍ରାଥମିକ ଶିକ୍ଷକ ସଂଘ କଣ୍ଟାମାଲର କାର୍ଯ୍ୟକାରିଣୀ ବୈଠକ ଏମି ସ୍କୁଲ, କଣ୍ଟାମାଲ ଠାରେ ସଂଘର ସଭାପତି ନିଳାଞ୍ଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୁଗ୍ମ ସଂପାଦକ ରଂଜୁ ଅମାତ ସଭାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ସଂଗଠନକୁ କିପରି
Read More...