Daily Archives

ସଡକ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା ଟ୍ରକ

ଭଦ୍ରକ : ଭଦ୍ରକ ଜିଲା ୧୬ ନଂ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ସମ୍ମୁଖରେ ସଡକ ଦୁର୍ଘଟଣା । ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ଟ୍ରକ । ପଛ ଟ୍ରକର ଦୁଇ କର୍ମଚାରୀ ଚାପି ହୋଇ ରହିଥିବା ବେଳେ ଜେସିବି ସାହାଯ୍ୟରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଯେ, ୧୬
Read More...

ଶ୍ରୀମନ୍ଦିର ପରିଚାଳନା କମିଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ : ସ୍ନାନ ମଣ୍ଡପରେ ୩ ଘଣ୍ଟା ଦର୍ଶନ ସୁଯୋଗ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶ୍ରୀମନ୍ଦିର ପରିଚାଳନା କମିଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରଥଯାତ୍ର ଓ ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳିରେ ମୋହର ଲାଗିଥିବା ବେଳେ ହାତୀବେଶ ଦର୍ଶନ ନିମନ୍ତେ ଭକ୍ତମାନଙ୍କୁ ସୁଯୋଗ ମିଳିବ । ମଙ୍ଗଳ ଆଳତି ପରେ ସ୍ନାନ
Read More...

ଗୃହ ଉଚ୍ଛେଦ ବନ୍ଦ : ହାଇକୋର୍ଟଙ୍କ ରହିତାଦେଶ

ମୋହନା : ଗୃହ ଉଚ୍ଛେଦକୁ ନେଇ ହାଇକୋର୍ଟଙ୍କ ରହିତାଦେଶ । ସୂଚନା ଅନୁସାରେ ଗଜପତି ଜିଲ୍ଲା ଅଡବା ପଞ୍ଚାୟତ ନିକଟରେ ଅବସ୍ଥିତ ଠାକୁରାଣୀ ମନ୍ଦିର ନିକଟ ସରକାରୀ ଜମିରେ ଘର ନିର୍ମାଣ କରି ରହିଆସୁଥିଲେ ଘୋଡାପଙ୍କା ଗ୍ରାମର କାମିଲି ନାୟକ । ଏହାକୁ ବିରୋଧ କରି ବିଭିନ୍ନ ସମୟରେ ଅଡବାବାସୀ ଉଚ୍ଚ
Read More...

ପୁଣି ଗାଁ ମୁହାଁ ହାତୀପଲ : ଲୋକେ ଆତଙ୍କିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ରେଞ୍ଜ ଯୋଗୀମୁଣ୍ଡା ଅନ୍ତର୍ଗତ ବାଙ୍କିବାହାଲ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଗତକାଲି ପ୍ରାୟ ୧୫ଟି ହାତୀ ବିଶିଷ୍ଟ ଏକ ହାତୀପଲ ଅସେିଛନ୍ତି । ଜଙ୍ଗଲରୁ ହାତୀପଲ ଆସି ବାଙ୍କୀବାହାଲ, ପାଢେଲ ସର୍କଲର ବାଙ୍କୋଡେ ସଂରକ୍ଷିତ ଜଙ୍ଗଲରେ ରହିଥିବା ବେଳେ
Read More...

ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆସନ୍ତାକାଲି ଜ୍ୟେଷ୍ଠ ଶୁକ୍ଲ ଅଷ୍ଟମୀ ତିଥିରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିବ । ଅପରାହ୍ନ ଘ.୪ଟା ରୁ ସନ୍ଧ୍ୟା ଘ.୮ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
Read More...

ମହୁଲ ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : ମହୁଲ ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ପେଶଲିସ ଉଦ୍ଧାର କରିଥିବା ଖବର ମିଳିଛି । ସୂଚନା ଅନୁସାରେ କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଦାଶରଥିପୁର ଗ୍ରାମର ପତଳା ସାହି ନିକଟ ବିଲ ମଝିରେ ଥିବା ଏକ ମହୁଲ ଗଛରୁ ମଙ୍ଗଳବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ
Read More...

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍‌ଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସ୍‌ପିଙ୍କ ସମେତ ବିଭିନ୍ନ ସେବାୟତ ପ୍ରତିନିଧି ଓ ଅନ୍ୟାନ୍ୟ ସଦସ୍ୟ
Read More...

ପଦ୍ମପୁରରେ ଜିଲ୍ଲାର ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପଦ୍ମପୁରରେ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରର ଏକ ପ୍ରତିନିଧି ମଣ୍ଡଳୀକୁ ସୂଚନା ଦେଇଛନ୍ତି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ
Read More...

କୃଷି ଋଣରେ ମିଳିବ ୨ ପ୍ରତିଶତ ରିହାତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୃଷି ଋଣରେ ମିଳିବ ୨ ପ୍ରତିଶତ ରିହାତି । କୃଷକଙ୍କ ପାଇଁ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି । କୃଷକଙ୍କୁ ସମବାୟ ବ୍ୟାଙ୍କ ଋଣରେ ୨ ପ୍ରତିଶତ ରିହାତି ମିଳିବ । ଏଥିରେ ରାଜ୍ୟରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । ଏ ନେଇ ମୁଖ୍ୟ
Read More...

ଟି ୨୦ ମ୍ୟାଚ ନେଇ ରାୟ ଦେଲେ ହାଇକୋର୍ଟ

କଟକ : କଟକ ବାରବାଟୀ ଷ୍ଟାଡିୟମରେ ଟି ୨୦ ମ୍ୟାଚ ସମ୍ପର୍କିତ ମାମଲା ଖାରଜ ହୋଇଛି । ଜୁନ ୧୨ ତାରିଖରେ ଭାରତ ଓ ସାଉଥଆଫ୍ରିକା ଟି-୨୦ ମ୍ୟାଚ ହେବାକୁ ଥିବାବେଳେ ମ୍ୟାଚ ବାତିଲ ଆବେଦନ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । କଟକ ବାରବାଟୀ ଷ୍ଟାଡିୟମର ଅଗ୍ନି ନିରାପତ୍ତା
Read More...